ବୃଦ୍ଧାଶ୍ରମ ବନାମ ଯୌଥ ପରିବାର
ଯୌଥ ପରିବାର ଆମ ସଂସ୍କୃତି, ଯେଉଁଠି ଅନ୍ୟୁନ ତିନି ପିଢ଼ିର ସଦସ୍ୟ ଏକତ୍ର ସହାବସ୍ଥାନ କରିଥାନ୍ତି। ପରିବାରର ବୟସ୍କ ବ୍ୟକ୍ତିଙ୍କୁ ମୁଖ୍ୟ ଭାବେ ଗ୍ରହଣ କରାଯାଏ। ତାଙ୍କର ଅଭିଜ୍ଞତାସମ୍ପନ୍ନ ପରାମର୍ଶ ଓ ସୁଚିନ୍ତିତ ନିଷ୍ପତ୍ତି ଘରର ପ୍ରତ୍ୟେକଙ୍କ ପାଇଁ ସମାନ ଏବଂ…
ପରୀକ୍ଷା ପାଇଁ ପ୍ରସ୍ତୁତି
ଚଳିତବର୍ଷ ଫେବୃୟାରୀ ମାସଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥିନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି ବ୍ୟସ୍ତ ସେମାନଙ୍କର ଅଭିଭାବକ ମଧ୍ୟ ସେତିକି ବ୍ୟସ୍ତ ଓ ଚିନ୍ତିତ। କାରଣ ପରୀକ୍ଷାର ଫଳାଫଳ…
ଏଇ ଭାରତରେ
ବିମାନରେ ବୋମା ଥିବାର ମିଛ କଲ୍ କରି ଗିରଫ ହେବା ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ୫୯ ବର୍ଷୀୟ ସେନା କର୍ମଚାରୀ ଆଜମେର ଭଦ୍ରାଇ। ସେ ମିଲିଟାରି ଇଞ୍ଜିନିୟରିଂ ସର୍ଭିସର…
ଏଇ ଭାରତରେ
ପରିବେଶ ସୁରକ୍ଷା ସହ ଟ୍ରାଫିକ୍ ସମସ୍ୟା ସମାଧାନର ଲକ୍ଷ୍ୟ ନେଇ କଳ୍ପିତ ପାଟିଲ ଆବିଷ୍କାର କରିଥିବା ଛୋଟ ବିଦ୍ୟୁତ୍ଚାଳିତ ଯାନ(ଇଭି) ପରିବହନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। କଳ୍ପିତଙ୍କ ବୟସ ୩୫, ରହୁଛନ୍ତି ମୁମ୍ବାଇରେ। ସେ ଇଞ୍ଜିନିୟରିଂ ପରେ…
ପ୍ରେମ ଓ କରୁଣାର ଦିଗନ୍ତ ମା’
ବିମଳ ପ୍ରସନ୍ନ ଦାସ ଫେବୃୟାରୀ ୨୧ ଦିବ୍ୟ ଜନନୀ ଶ୍ରୀମାଙ୍କର ପବିତ୍ର ଜନ୍ମତିଥି। ପ୍ରବାହମାନ କାଳ ବକ୍ଷରେ ସମଗ୍ର ମାନବ ଜାତି ତଥା ସଭ୍ୟତା ପାଇଁ ନିୟତି ନିର୍ଦ୍ଦିଷ୍ଟ ଏକ ସମୁଜ୍ଜ୍ୱଳ ସ୍ବର୍ଣ୍ଣାଭ ମୁହୂର୍ତ୍ତ। ଏହିପରି ଦେବ ବେଳାରେ ଦିବ୍ୟଶକ୍ତିଙ୍କର ଦିବ୍ୟ…
ବାଲ୍ୟବିବାହ କ’ଣ ଏମିତି ରୋକିହେବ
ଭାଲଚନ୍ଦ୍ର ଷଡ଼ଙ୍ଗୀ ଆସାମରେ ବାଲ୍ୟବିବାହ ବିରୋଧରେ ସେଠାକାର ଭାଜପା ସରକାରଙ୍କ ଦ୍ୱାରା ଗତ କିଛି ସପ୍ତାହ ହେଲା ଚାଲିଥିବା ଯୁଦ୍ଧକାଳୀନ ଦଣ୍ଡାତ୍ମକ ଅଭିଯାନ ବିବାଦୀୟ ହୋଇ ପଡ଼ିଛି। ଇତିମଧ୍ୟରେ ଗୁଆହାଟୀ ହାଇକୋର୍ଟ ଏନେଇ ସରକାରଙ୍କ ଭୂମିକାକୁ ଭର୍ତ୍ସନା କରିବା ସହ ପୋଲିସ…
କିଭ୍ରେ ବାଇଡେନ୍
ଫେବୃୟାରୀ ୨୪ରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଛି। ତଥାପି ଯୁଦ୍ଧ ଅମୀମାଂସିତ ରହୁଛି। ରୁଷିଆ ଆଗେ ଆକ୍ରମଣ କରି ଭାବିନେଇଥିଲା କମ୍ ଦିନରେ ୟୁକ୍ରେନ୍କୁ ଅକ୍ତିଆର କରି ଯୁଦ୍ଧଜୟୀ ହେବ। ହେଲେ ଦୃଢ଼ ମନୋବଳ ଓ ବିଶ୍ୱର ଅଧିକାଂଶ ପାଶ୍ଚାତ୍ୟ…
ଏଇ ଭାରତରେ
ଦୁଇ ବନ୍ଧୁ ପ୍ଲାଷ୍ଟିକ୍ ବର୍ଜ୍ୟରୁ ଏଫ୍ଏମ୍ସିସି ବୋତଲ ତିଆରି କରି ବର୍ଜ୍ୟ ସମସ୍ୟା ସମାଧାନ କରିବାରେ ଅଣ୍ଟା ଭିଡ଼ିଛନ୍ତି। ହାଇଦ୍ରାବାଦର ମନି ବାଜପେୟୀ ଏବଂ ରାଜ ମଦନଗୋପାଳ ‘ବାନିୟନ ନେଶନ’ ଷ୍ଟାର୍ଟଅପ୍ ଗଠନ କରି ଏବେ ସୁଦ୍ଧା ୧ ଲକ୍ଷ ଟନ୍…
ଭଲମନ୍ଦର କଥା
ଡ. ବାସୁଦେବ ମିଶ୍ର କବାଟ ଖୋଲିଲେ ବାହାରର ଧୂଳିମଳି ପଶିଆସେ ଘର ଭିତରକୁ। ଘରକୁ ଅସନା କରିଦିଏ। ତାକୁ ଝାଡୁର ସାହାଯ୍ୟ ନେଇ ସଫା କରିବାକୁ ପଡ଼େ। ସଫାସୁତୁରା ଲୁଗାପଟା ପିନ୍ଧି ବାହାରେ ଟିକିଏ ବୁଲି ଫେରିଆସିବା ବେଳକୁ ତାହା…
ପିଲାଙ୍କ ପାଇଁ ଆମେ କେତେ ଚିନ୍ତିତ
ରାଜୀବ କୁମାର ନାୟକ କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ଅନୁସାରେ ଅନୁଷ୍ଠାନ ହେଉଛି ଶେଷ ଆଶ୍ରୟ ଏବଂ ଏହାକୁ ଆଖି ଆଗରେ ରଖି ୨୦୧୫ ମସିହାଠାରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଅଧିନିୟମରେ ପ୍ରଥମଥର ସକାଶେ ବିକଳ୍ପ ଶିଶୁଯତ୍ନ…
କୁଜି ସୁପରପାୱାର
କିଛିବର୍ଷ ଧରି ଭାରତ ସରକାର, ପ୍ରତ୍ୟେକ ରାଜ୍ୟ ସରକାର, ଦେଶର ବିଭିନ୍ନ ବଡ଼ କମ୍ପାନୀ ଏବଂ ଏପରିକି ବ୍ୟବସାୟ କିମ୍ବା ସରକାର ସହିତ ସମ୍ପୃକ୍ତ ଭାରତୀୟ ବ୍ୟକ୍ତିବିଶେଷମାନେ କେବଳ ଆମେରିକୀୟ ଡଲାରରେ କଥାବାର୍ତ୍ତା ହେଉଛନ୍ତି। ଅର୍ଥମନ୍ତ୍ରୀ ତାଙ୍କର ବାର୍ଷିକ ବଜେଟ ପଢ଼ିସାରିବା…
ଏଇ ଭାରତରେ
କର୍ନାଟକରେ ଧର୍ମୀୟ ଭାଇଚାରାର ଏକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି। କାଲାବୁରଗି ଜିଲାରେ ଅବସ୍ଥିତ ଦରଗାହ ପରିସରରେ ଉଭୟ ଶିବରାତ୍ରି ପାଳନ କରାଯିବା ସହ ନମାଜ ପାଠ କରାଯାଇଛି। ଦରଗାହରେ ହିନ୍ଦୁମାନଙ୍କୁ ଶିବରାତ୍ରି ପାଳନ କରିବା ଏବଂ ମୁସଲମାନମାନଙ୍କୁ ନମାଜ ପାଠ କରିବା…
Archives


