ସମ୍ପାଦକୀୟ

ଏଇ ଭାରତରେ

ଶନିବାର ରାଜସ୍ଥାନର ସିକର ସହରର ଦେବପୁରା ବାଲାଜୀ ମନ୍ଦିରରେ ହନୁମାନଜୀଙ୍କୁ ଏକ ନିଆରା ଭୋଗ ଅର୍ପଣ କରାଯାଇଛି। ଏଥିପାଇଁ ମନ୍ଦିରରେ ଏକ ବିଶାଳ ଚୁଲା ତିଆରି କରାଯାଇ ୨୭୦୦ କିଲୋଗ୍ରାମର ବିରାଟକାୟ ରୁଟି ପ୍ରସ୍ତୁତ କରାଯାଇଛି। ଯୋଧପୁର ଏବଂ ସୁରଟର ୨୦ଜଣ…

ଏ ଧରଣୀ ସୁଖ ମଣି, ବଇକୁଣ୍ଠ ନାହିଁ ଭଲ ଲାଗେ..

ଡ. ହୃଷୀକେଶ ମଲ୍ଲିକ କବି କାଳିନ୍ଦୀଚରଣ ପାଣିଗ୍ରାହୀ ଥିଲେ ଓଡ଼ିଆ ‘ସବୁଜ ଗୋଷ୍ଠୀ’ର କବିଙ୍କ ମଧ୍ୟରେ ମଧ୍ୟମଣି। ସେ ଏକାଧାରରେ ଥିଲେ କବି, କଥାକାର ଓ ଯୁଗପ୍ରବର୍ତ୍ତକ ଔପନ୍ୟାସିକ। ସବୁଜ ପାଞ୍ଚଜଣଙ୍କ ମଧ୍ୟରେ ଯୁଗକୁ ଅତିକ୍ରମ କରି ଯୁଗାନ୍ତରରେ ତାଙ୍କ ପ୍ରବେଶର…

ଓଡ଼ିଶା ରାଜନୀତିରେ ସାମାଜିକ ନ୍ୟାୟ ପ୍ରସଙ୍ଗ

ଅଧ୍ୟାପକ ଗୋପବନ୍ଧୁ ଓଡ଼ିଶା ରାଜନୀତିରେ ସାମାଜିକ ନ୍ୟାୟକୁ ଏକ ରାଜନୈତିକ ଇସ୍ୟୁ ଭାବେ ଅଦ୍ୟାବଧି ଗ୍ରହଣ କରାଯାଇ ନାହିଁ। ଭାରତବର୍ଷର ଅନେକ ରାଜ୍ୟରେ ଏହାକୁ ନେଇ ରାଜନୀତି ହୋଇଛି ଏବଂ ସଫଳତା ମଧ୍ୟ ମିଳିଛି। ରାଷ୍ଟ୍ରୀୟ ସ୍ତରରେ ମଣ୍ଡଳ କମିଶନ ସୁପାରିସର…

କର୍ତ୍ତବ୍ୟରେ ଅବହେଳା

ଜାତୀୟ ସୁରକ୍ଷାକୁ ‘ନାଗରିକତ୍ୱର ସୁରକ୍ଷା ଓ ପ୍ରତିରକ୍ଷା ପାଇଁ କୌଣସି ଦେଶର କ୍ଷମତା ଏବଂ ହିଂସା ଓ ଆକ୍ରମଣଜନିତ ବିପଦରୁ ନିଜକୁ ରକ୍ଷାକରିବାର ଦକ୍ଷତା’ ବୋଲି ବର୍ଣ୍ଣନା କରାଯାଇଛି। ତେବେ ନୂତନ ଭାରତର ସୁରକ୍ଷା ସିଦ୍ଧାନ୍ତକୁ ବୁଝିବାକୁ ହେଲେ ଜଣେ ଡୋଭାଲଙ୍କ…

ଆତ୍ମବିଶ୍ୱାସର ସଙ୍କଟ

କୋଭିଡ୍‌ ସେଣ୍ଟର ମହାଦୁର୍ନୀତି ଅଭିଯୋଗରେ ନିକଟରେ ଆଇଏଏସ୍‌ ଅଧିକାରୀ ସଞ୍ଜୀବ ଜୈଶ୍ୱାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଦକ୍ଷେପ ନେଇଛି। ଏହାକୁ ଭିତ୍ତିକରି ମହାରାଷ୍ଟ୍ରର ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଏକପ୍ରକାର ଭୟ ସୃଷ୍ଟି ହୋଇଛି। କ୍ଷମତା ସଂଗ୍ରାମରେ ଜଡ଼ିତ ଥିବା ହେତୁ ବିଗତ…

ଆଦିପୁରୁଷ ବିବାଦ ଅନ୍ତରାଳେ

ନିକଟରେ ହିନ୍ଦୀ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ତିନି ମାସ ତଳେ ଏହି ଚଳଚ୍ଚିତ୍ରର ଟିଜର୍‌ ରିଲିଜ୍‌ ହେବାବେଳେ ଏହାକୁ ହିନ୍ଦୁତ୍ୱବାଦୀ ସଙ୍ଗଠନମାନେ ବିରୋଧ କରିଥିଲେ। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ପରି ଭାଜପାର ଅନେକ ନେତା ଏହାକୁ…

ଶ୍ରୀଜଗନ୍ନାଥ ଓ ଗଜପତି

ଶ୍ରୀଜଗନ୍ନାଥଙ୍କ ସେବକ ତାଲିକାରେ ସର୍ବାଗ୍ରେ ଗଜପତିଙ୍କ ନାମ ଥିବାରୁ ସେ ଶ୍ରୀଜୀଉମାନଙ୍କର ଆଦ୍ୟ ସେବକ ଭାବେ ସ୍ବୀକୃତ। ସ୍କନ୍ଦ ପୁରାଣ ବର୍ଣ୍ଣିତ ଇନ୍ଦ୍ରଦ୍ୟୁମ୍ନ, ବିଦ୍ୟାପତି, ନୀଳମାଧବ ପ୍ରମୁଖଙ୍କ ବ୍ୟାଖ୍ୟାନ ସମୟରୁ ଏ ଯାବତ ହିନ୍ଦୁ ମତବାଦୀଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ, ହିନ୍ଦୁ ଏବଂ…

ଏଇ ଭାରତରେ

୧୦ମ ଶ୍ରେଣୀର ୫ ଜଣ ପିଲାଙ୍କ ନୂତନ ଚିନ୍ତାଧାରା ଏକ ଉଦାହରଣ ସୃଷ୍ଟି କରିଛି। ଦିଲ୍ଲୀର ଶିବନଦାର ସ୍କୁଲର ଭି. ସହେଲି, ଲକ୍ଷ୍ୟ ଗୋସ୍ବାମୀ, ଉଦୟ ସିଂ, ସୌରିଶ ଗ୍ରୋଭର ଏବଂ ଅର୍ମାନ ଶରନ ଏକାବେଳକେ ଦୁଇଟି କାମ କରୁଥିବା ଏକ…

ଏଆଇ ଓ ଆର୍ଥିକ ସୂଚନା

୧୯୪୪ର ବିବାଦୀୟ ତଥା ପ୍ରଭାବଶାଳୀ ପୁସ୍ତକ ‘ଦାସତ୍ୱର ମାର୍ଗ’ ପାଇଁ ଫ୍ରିଡ୍‌ରିକ ଭନ୍‌ ହାୟକ ବେଶ୍‌ ଜଣାଶୁଣା। କିନ୍ତୁ ଅର୍ଥନୀତିରେ ତାଙ୍କର ସବୁଠୁ ପ୍ରଶଂସନୀୟ କାର୍ଯ୍ୟ ହେଉଛି ଏକ ଛୋଟ ପ୍ରବନ୍ଧ। ତାହାର ନାମ ‘ଦି ୟୁଜ୍‌ ଅଫ୍‌ ନଲେଜ ଇନ୍‌…

ରୋଷଘର ଓ କୋଠଭୋଗ

ମହାପ୍ରସାଦର ଉତ୍ପତ୍ତିସ୍ଥଳ ଶ୍ରୀମନ୍ଦିରର ପବିତ୍ର ରୋଷଘର। ଶ୍ରୀମନ୍ଦିର ପରିସରର ଦକ୍ଷିଣପୂର୍ବ କୋଣରେ, ଭିତରବେଢ଼ା ଏବଂ ବାହାରବେଢ଼ାର ମଧ୍ୟବର୍ତ୍ତୀ ସ୍ଥାନରେ ପ୍ରାୟ ୧୫୦ଫୁଟ ଦୈର୍ଘ୍ୟ ଓ ୧୦୦ଫୁଟ ପ୍ରସ୍ଥ ବିଶିଷ୍ଟ ରୋଷଘର ଅବସ୍ଥିତ। ୧୦ଟି ଧୂଆଁନଳା ଥିବା ଏହି ପାକଶାଳାଟି ମାଙ୍କଡାପଥରରେ ନିର୍ମିତ।…

କୁମ୍ଭୀର ଆକ୍ରମଣ ଭୟ

ବର୍ଷାଦିନ ସହିତ ନଦୀରେ ବଢ଼ି ଆସିଲେ କୁମ୍ଭୀର ଆକ୍ରମଣର ଆଶଙ୍କା ଓ ଭୟ ଥାଏ, ଯାହାକି ଚିନ୍ତାର ବିଷୟ। ଏଥିପାଇଁ ନଦୀକୂଳରେ ବାସ କରୁଥିବା ଅଧିବାସୀ ଏବଂ ବନ୍ୟପ୍ରାଣୀ ସଂସ୍ଥା ଖୁବ୍‌ ସତର୍କତା ଅବଲମ୍ବନ କରିବା ଉଚିତ। ୧୪ ଜୁନ୍‌ ୨୦୨୩ରେ…

ଏଇ ଭାରତରେ

ଶ୍ରେୟାଂଶ ଭଣ୍ଡାରି ଏବଂ ରମେଶ ଧାମି ପୁରୁଣା ଜୋତାକୁ ଅପ୍‌ସାଇକେଲ କରି ସେଗୁଡ଼ିକୁ ପିଲାଙ୍କୁ ଦାନ କରୁଛନ୍ତି। ଏଥିପାଇଁ ଏହି ଦୁଇ ବନ୍ଧୁ ୨୦୧୩ରେ ‘ଗ୍ରୀନ୍‌ ସୋଲ’ ଷ୍ଟାର୍ଟଅପ୍‌ ଆରମ୍ଭ କରି ପୁରୁଣା ଜୋତା ଅପ୍‌ସାଇକେଲ କରିଥିଲେ। ଶ୍ରେୟାଂଶ ଓ ରମେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri