ସମ୍ପାଦକୀୟ

ଏବେକୁ ଏତେ, ଆଗକୁ କେତେ

ଦ୍ୱିତୀ ଚନ୍ଦ୍ର ସାହୁ ସକାଳର ପାଗ ସ୍ଥାୟୀ ରହେନି। କ୍ରମଶଃ ବଦଳିଯାଏ। ଆଜିକାଲି ପାଗ ସହ ମଣିଷର ଅବସ୍ଥା ବି ସେମିତି। ପାଗ ସହ ମଣିଷକୁ ତୁଳନା କରିବାର ଯଥେଷ୍ଟ କାରଣ ଅଛି। ପାଣିପାଗ ଓ ମଣିଷର ମାନସିକ ଅବସ୍ଥା ସ୍ଥିର…

ତରଳୁଛି ବରଫ

ଡ. ଜୟକୃଷ୍ଣ ପାଣିଗ୍ରାହୀ ଜାତିସଂଘ ସୁରକ୍ଷା ପରିଷଦରେ ସମୁଦ୍ର ପତ୍ତନ ବୃଦ୍ଧି ଉପରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିିଛନ୍ତି ଯେ, ସମୁଦ୍ର ଜଳ ପତ୍ତନ ବୃଦ୍ଧି ସମଗ୍ର ବିଶ୍ୱରେ କୋଟି…

କାର୍ଯ୍ୟକାଳ ବୃଦ୍ଧି ସମସ୍ୟା

ନିକଟରେ ନ୍ୟାଶନାଲ ମାଇନିଂ ଡେଭଲପ୍‌ମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି)ର ସିଏମ୍‌ଡି ସୁମିତ ଦେବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ଉକ୍ତ ପ୍ରସ୍ତାବ ସେଣ୍ଟ୍ରାଲ ପବ୍ଲିକ୍‌ ସେକ୍ଟର ଏଣ୍ଟର୍‌ପ୍ରାଇଜେସ୍‌(ସିପିଏସ୍‌ଇ)ର ବୋର୍ଡ ସ୍ତରରେ ଦାୟିତ୍ୱ ନିର୍ବାହ କରୁଥିବା ଅଧିକାରୀମାନଙ୍କ…

ବନ୍ଧୁତ୍ୱବାଦର ବିପଦ

ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟୀ ବ୍ୟବସାୟୀ ତଥା ଅତି ଧନୀ ବ୍ୟକ୍ତି ବିଶେଷ ଗୌତମ ଆଦାନୀଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଆସିଛି। ଏହା ଆଦାନୀଙ୍କୁ ଏସିଆରେ ସବୁଠୁ ଧନୀ ହେବାରେ ସାହାଯ୍ୟ କରିଛି। କିନ୍ତୁ…

ନକଲି ମୁଖା ତଳର ମନ

ଫାଲ୍‌ଗୁନ ମାସର ଦୋଳପୂର୍ଣ୍ଣିମା ହୋଇଥାଏ। ମୁଁ ଡ୍ରଇଂ ରୁମ୍‌ରେ ଗୀତ ଶୁଣୁଥିଲି। ଠିକ୍‌ ସେତିକିବେଳେ ମୋ ସାଙ୍ଗ ଅରୁଣ ଫୋନ୍‌ କଲା। କହିଲା, ଆଜି ଦୋଳପୁନେଇଁରେ କ’ଣ କରୁଛୁ? ଚାଲ୍‌ ଯିବା, ଠାକୁରଙ୍କ ମେଳନ ଦେଖିବାକୁ। ସଙ୍ଗେସଙ୍ଗେ ମୋ ଘରକୁ ଆସିଲା।…

ପରୀକ୍ଷା ପୂର୍ବରୁ ଆତ୍ମବିଶ୍ୱାସ

ଷ୍ଟନ ୟୁନିଭରସିଟିର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି କଲେଜ ଛାତ୍ରଙ୍କ ମଧ୍ୟରେ ଉଦାସୀନତା, ଦୁଶ୍ଚିନ୍ତା ଓ ନକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ୩୩ ହଜାର କଲେଜ ଛାତ୍ରୀଛାତ୍ରଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନରେ ଯେଉଁସବୁ କାରଣ ଯୁବପିଢ଼ିକୁ ଭାରାକ୍ରାନ୍ତ…

ଏଇ ଭାରତରେ

ବହୁ ସମୟରେ ଚାଷୀମାନେ ମାର୍କେଟ ତଥା ଶୀତଳଭଣ୍ଡାର ଅଭାବରୁ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କୃଷିଜାତ ଉପତ୍ାଦ ନଷ୍ଟ କରିଦିଅନ୍ତି। ଏଭଳି ସ୍ଥିତିରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡର ନିଧି ପନ୍ଥଙ୍କ ପରିବେଶ ଉପଯୋଗୀ ଫୁଡ୍‌ ପ୍ରୋସେସିଂ ପଦ୍ଧତି ଅନେକାଂଶରେ…

ଏଇ ଭାରତରେ

ମନ୍ଦିରର ବର୍ଜ୍ୟଫୁଲରୁ ବିଭିନ୍ନ ଜିନିଷ ତିଆରି କରି ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେଖାଉଛନ୍ତି ଦିଲ୍ଲୀର ପୁନମ୍‌ ସହରାବତ। ଖୁବ୍‌ କମ୍‌ ନିବେଶରେ କିଭଳି ବ୍ୟବସାୟରୁ ଲାଭ ମିଳେ ତାହାର ବାଟ ମଧ୍ୟ ଦେଖାଇଛନ୍ତି ପୁନମ୍‌। ସେ ବର୍ଜ୍ୟଫୁଲ ସଂଗ୍ରହ କରି ତାହାକୁ…

ମାନସିକ ଅସୁସ୍ଥତାରେ ପରିବାରର ଭୂମିକା

ରାଜୀବ କର୍ମୀ   ପରିବାର ଏମିତି ଏକ ସ୍ଥାନ, ଯେଉଁଠି ଶୈଶବରୁ ବ୍ୟକ୍ତିର ପୂର୍ଣ୍ଣାଙ୍ଗ ଜୀବନର ମୂଳଦୁଆ ପଡ଼ିଥାଏ। ବ୍ୟକ୍ତିର ଶାରୀରିକ ଏବଂ ମାନସିକ ବିକାଶ ଏହି ପରିବାରରୁ ହିଁ ଆରମ୍ଭ ହୋଇଥାଏ। ଭଲ ପାଇବା, ଘୃଣା କରିବା, ଦୁଃଖ ପ୍ରକାଶ…

ଜୀବନ ପ୍ରବାହ

ଅନୀତା ପଟ୍ଟନାୟକ   ପିଲାଦିନେ ଆମ ଘର ଆଗରେ ଗୋଟିଏ ଗଛରେ ଦୁଇଟି ଗୋବରା ଚଢ଼େଇ ରହୁଥିଲେ ଓ ତାଙ୍କ ନୀଡ଼ରେ ଦୁଇଟି ସୁନ୍ଦର ଛୁଆ ଦେଇଥିଲେ। ପକ୍ଷୀ ଦମ୍ପତିଙ୍କର ଫେରିବାର ସମୟ ହେଲେ ଛୁଆ ଚଢ଼େଇଗୁଡ଼ିକ ବ୍ୟତିବ୍ୟସ୍ତ ହୋଇ ରାବି…

ବିପର୍ଯ୍ୟୟର ସଙ୍କେତ

ଅଶୋକ ମୋଡି   ସମୁଦ୍ରପତ୍ତନରୁ ୬,୦୦୦ ଫୁଟ୍‌ ଉଚ୍ଚରେ ଥିବା ହିମାଳୟର ଜୋଷୀମଠ ଦବିଯାଉଛି। ଜାନୁୟାରୀ ପ୍ରାରମ୍ଭରେ ସେଠାରେ ଘର, ହେଟେଲ ଏବଂ ରାସ୍ତାରେ ବଡ଼ ଫାଟ ଦେଖାଯାଇଛି। ଏହି ସହରର ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଛି। ଜୋଷୀମଠ ହେଉଛି…

ବିଦ୍ୟାର୍ଥୀ ଆତ୍ମହତ୍ୟା

ଏବେ ଆରମ୍ଭ ହୋଇଛି ପରୀକ୍ଷା ଋତୁ। ଅଧିକ ନମ୍ବର ରଖିବା ଲାଗି ପିଲାମାନଙ୍କ ଉପରେ ମାତାପିତା, ଅଭିଭାବକଙ୍କଠାରୁ ଆରମ୍ଭକରି ଶିକ୍ଷୟିତ୍ରୀଶିକ୍ଷକ ଚାପ ପକାଇବାରେ ବ୍ୟସ୍ତ। ସାଧାରଣ ପାଠକୁ ଦେଖିଲେ ଯିଏ ଯେତେ ନମ୍ବର ରଖିପାରିବେ ସିଏ ସେତେ ବଡ଼ ଶିକ୍ଷାନୁଷ୍ଠାନରେ ପଢ଼ିପାରିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri