ସମ୍ପାଦକୀୟ

ପାଣି ମୁନ୍ଦାଏ

ପ୍ରଚଣ୍ଡ ଗ୍ରୀଷ୍ମ ଲହରରେ ଏବେ ମଣିଷଠାରୁ ଆରମ୍ଭ କରି ପ୍ରାଣୀ ସମସ୍ତେ କଲବଲ ହେଉଛନ୍ତି। ମଣିଷ ଅସହ୍ୟ ତାତିରୁ ନିଜକୁ ରକ୍ଷା କରିବା ପାଇଁ ନୂଆ ନୂଆ ଉପାୟ ଖୋଜୁଥିବାବେଳେ ଜଙ୍ଗଲୀ ଜୀବ କିମ୍ବା ବୁଲା ପ୍ରାଣୀମାନେ ଏହାର ଶିକାର ହେଉଛନ୍ତି।…

ଓଡ଼ିଶାର ଜନଜାତି ଓ ମାଟିର ଭାଷା

ଏ ବର୍ଷ ଏପ୍ରିଲ ପହିଲାରେ ପଶ୍ଚିମା ଝଡ଼ ଯୋଗୁ ମେଘୁଆ ମେଘୁଆ ପାଗ ଥିଲା। ରହି ରହି ବର୍ଷା ହେଉଥିଲା। କିଛି କାମ ଲାଗି ଆମେ ବଜାର ଆଡ଼େ ଯାଇଥାଉ। ବଜାରରେ ଥିବା ବେଳେ ଜୋର ବର୍ଷା ହେବାରୁ ଆଶ୍ରୟ ଲାଗି…

ବିବାହ କାଲିର ଓ ଆଜିର

ଆଧୁନିକ ବିବାହ ପ୍ରକ୍ରିୟାରେ ମାତାପିତାଙ୍କର ରୁଚି ଅରୁଚିକୁ ଉପେକ୍ଷାକରି ପିଲାମାନେ ତାଙ୍କ ଜୀବନସାଥୀ ଚୟନ କରୁଛନ୍ତି। ମାତାପିତା ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ନୀରବ ରହୁଛନ୍ତି। ଗତ ଶତାବ୍ଦୀର ଅଶୀଦଶକ ସୁଦ୍ଧା କନ୍ୟା କିମ୍ବା ବର ଚୟନ ମାତାପିତା…

ଏଇ ଭାରତରେ

ପରିବେଶକୁ ପ୍ଲାଷ୍ଟିକ ବର୍ଜ୍ୟମୁକ୍ତ କରିବା ଲାଗି ଭାରତରେ ଯେଉଁ କେତେଜଣ ଉଦ୍ୟମ କରୁଛନ୍ତି ସେମାନଙ୍କ ମଧ୍ୟରେ କପିଳ ଭାଟିଆ ଅନ୍ୟତମ। ସେ ପ୍ଲାଷ୍ଟିକ୍‌ ବୋତଲକୁ ରିସାଇକ୍ଲିଂ କରି ସେଥିରୁ ପୋଷାକ ପ୍ରସ୍ତୁତ କରୁଛନ୍ତି। କପିଳ ୨୦୨୧ରେ ମୁମ୍ବାଇରେ ୟୁନିରେକ୍‌ ଷ୍ଟାର୍ଟ ଅପ୍‌…

ବେହିସାବୀ ବୟସ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ୨୦୧୯ ମସିହାରେ ରସାୟନ ବିଜ୍ଞାନରେ ଯେଉଁ ତିନିଜଣ ନୋବେଲ ବିଜୟୀ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜନ୍‌ ଗୁଡ୍‌ଏନଫ୍‌, ଷ୍ଟାନ୍‌ଲେ ହ୍ବିଟ୍ଟିଙ୍ଗହମ୍‌ ଓ ଆକିରା ୟାସିନୋ। ମିଥିଅମ୍‌ -ଆୟନ ବ୍ୟାଟେରି କ୍ଷେତ୍ରରେ ଅଭିନବ ଅବଦାନ ପାଇଁ ସେମାନେ…

ଖବରକୁ ପ୍ରତିରୋଧ

ଗତ କିଛି ବର୍ଷ ହେଲା ଇଣ୍ଟରନେଟ୍‌ ବନ୍ଦ କରିବାରେ ଭାରତ ବିଶ୍ୱରେ ସବୁଠୁ ଆଗରେ ଅଛି। ଗ୍ଲୋବାଲ ଡିଜିଟାଲ ରାଇଟ୍ସ ଗ୍ରୁପ୍‌ ଆସେସ୍‌ ନାଓ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ୨୦୧୪ରୁ ୨୦୨୨ ମଧ୍ୟରେ ମୋଟରେ ୬୭୪ ଥର ଇଣ୍ଟରନେଟ୍‌ ବନ୍ଦ…

ପ୍ରାଚୀନ ଐତିହ୍ୟର ସଂରକ୍ଷଣ

ଶୁଭେନ୍ଦୁ କୁମାର ଭୂୟାଁ ଇତିହାସ  ଆମ ଅତୀତର କଥା କୁହେ। ଐତିହ୍ୟ ଓ ପରମ୍ପରା- ଆମ ବୈଭବମୟ ଅତୀତକୁ ମନେପକାଏ, ତା’ର କୃତି ଓ କୀର୍ତ୍ତିକୁ ରୋମନ୍ଥନ କରେ। ଗୋଟିଏ ଜାତି ଏବଂ ଗୋଟିଏ ରାଷ୍ଟ୍ର ପାଇଁ ସେମାନଙ୍କର ଐତିହ୍ୟ ଏକ…

ଏଇ ଭାରତରେ

ଅଭ୍ୟାସ ବଳରେ ଜଣେ ଯେ କୌଣସି କାର୍ଯ୍ୟରେ ଦକ୍ଷ ହୋଇପାରନ୍ତି, ଯାହା ପ୍ରମାଣ କରିଛନ୍ତି ହାଇଦ୍ରାବାଦ୍‌ର ଅର୍ପିତା ରାୟ। ସେ ଦୁଇ ଗୋଡ଼ ହରାଇ ଗୋଟିଏ ସମୟରେ ଚାଲିପାରୁ ନ ଥିଲେ। ହେଲେ ଯୋଗାସନ ଅଭ୍ୟାସ କରି ଏବେ ସେ ଜଣେ…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଆଜି ଆପଣ ଅନ୍ୟକୁ ଭୁଲ୍‌ ପରାମର୍ଶ ଦେଇ ସମାଲୋଚିତ ହୋଇପାରନ୍ତି। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ଏବଂ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ନିଜ…

ଏଇ ଭାରତରେ

ଏମିତି କୃଷକ ହୁଏତ ଭାରତରେ କାହିଁକି ସାରା ବିଶ୍ୱରେ ବି କମ୍‌ ଥିବେ, ଯିଏ ନିଜେ ଚାଷ କରି ବିଭିନ୍ନ କିସମର ଦେଶୀ ବିହନ ସଂଗ୍ରହ କରିବା ସହ ଅନ୍ୟ ଚାଷୀମାନଙ୍କୁ ମାଗଣାରେ ତାହାକୁ ବାଣ୍ଟୁଛନ୍ତି। ମଧ୍ୟପ୍ରଦେଶର ନର୍ମଦାପୁରମ୍‌ ଗଲେ ଦେଖିବେ…

ମାନସିକ ଅସୁସ୍ଥ ମଣିଷଟି

ଡ.ବାସୁଦେବ ମିଶ୍ର   ଗାଡ଼ିମୋଟରରେ ଅଥବା ଚାଲିଚାଲି ଯିବାବେଳେ ଆମେ କେବେ କେମିତି କିଛି ଲୋକଙ୍କୁ ରାସ୍ତା କଡ଼ରେ, ଧୁମ୍‌ ଖରାରେ, ବର୍ଷାରେ ଅଥବା ଶୀତକାକରରେ ବସିଥିବାର, ଶୋଇଥିବାର ଦେଖୁ। ପ୍ରଚଣ୍ଡ ଖରାରେ ତାଙ୍କ ମୁଣ୍ଡ ଉପରେ ଗାମୁଛାଖଣ୍ଡେ ନ ଥାଏ…

ନିଶ୍ଚିତ ରୋଜଗାର ଯୋଜନା

ସହଦେବ ସାହୁ   ଗତ ଲେଖା ‘ବଜେଟ- ମୁଣ୍ଡପିଛା ୬୦ ହଜାର ଟଙ୍କା’ରେ ମୁଁ ଧାରଣା ଦେଇଥିଲି- ବର୍ତ୍ତମାନ ବିପିଏଲ୍‌ ଓ ଏପିଏଲ୍‌ ତାଲିକାରେ ଥିବା ଆମ ରାଜ୍ୟର ପ୍ରାୟ ୨ କୋଟି ୨୦ ଲକ୍ଷ ଗରିବ (ପ୍ରାୟ ୫୫ ଲକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri