ଏଇ ଭାରତରେ
କୀଟନାଶକର ନକାରାତ୍ମକ ପ୍ରଭାବରୁ ପ୍ରତିବର୍ଷ ଅନେକ ହଜାର ଚାଷୀଙ୍କ ଜୀବନ ଯାଉଛି। କୀଟନାଶକ ସ୍ପ୍ରେ କରିବା ସମୟରେ ସିଧାସଳଖ ଏହା ସଂସ୍ପର୍ଶରେ ଆସିବା ଯୋଗୁ ଏଭଳି ଘଟୁଛି। ତେବେ ଏହି ସମସ୍ୟାର ସମାଧାନ କରିବା ସହ ମୃତ୍ୟୁ ସଂଖ୍ୟା କମାଇ ପାରୁଛି…
ବିଜୁଳି କାଟ୍ର ପ୍ରତିକାର କାହିଁ
ଗଙ୍ଗାଧର ସାମଲ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇ ଏବେ ଝାଞ୍ଜି ପବନ ଆରମ୍ଭ ହୋଇଯାଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଚଣ୍ଡ ଖରା ତାତିରେ ସିଝିବା ପରେ ଏବେ ଉପକୂଳ ଓଡ଼ିଶାରେ ତାତି ଅନୁଭବ ହେଉଛି। ବର୍ତ୍ତମାନ…
ପଶୁତ୍ୱର ଆକ୍ରମଣ
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ମଣିଷ ମୂଳତଃ ଗୋଟିଏ ପଶୁ ଏବଂ ପ୍ରକୃତିଗତ ଭାବରେ ଆହାର-ନିଦ୍ରା-ଭୟ-ମୈଥୁନର ଆଦିମ ସମ୍ବେଗ ଅନ୍ୟାନ୍ୟ ପଶୁ ଭଳି ତାହାର ଜୀବନକୁ ମଧ୍ୟ ପରିଚାଳିତ କରିଥାଏ। ଏହି ପଶୁ ପ୍ରବୃତ୍ତିର ଊର୍ଦ୍ଧ୍ୱକୁ ଉଠି ଉନ୍ନତ ମାନବ ଧର୍ମର ଆଚାର-ଆଚରଣଗୁଡ଼ିକୁ…
ସେ ତ ଭକତ ଭାବରେ ବନ୍ଧା…
ରଞ୍ଜନ କୁମାର ଦାସ କାଳେ କାଳେ ସେ ଗୋଟିଏ କଥା ରହିଛି ଯେ, ଭଗବାନ ସବୁବେଳେ ଭକ୍ତର ଭାବରେ ବନ୍ଧା। ଯାହାକୁ ସେ ଥରେ ଭଲ ପାଆନ୍ତି ତାକୁ ଅନ୍ତରରେ ନେଇ ସ୍ଥାନ ଦିଅନ୍ତି। ଧ୍ରୁବଙ୍କଠାରୁ ଆରମ୍ଭକରି ପ୍ରହଲ୍ଲାଦ ଯାଏ…
ବଡ଼ ତ୍ରୁଟି
ଦିଲ୍ଲୀଠାରେ ୨୮ ମେ’ ୨୦୨୩ରେ ଦେଶର ନୂଆ ସଂସଦ ଭବନ ଉଦ୍ଘାଟିତ ହୋଇଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସହର ଯୋଜନାକାରୀଙ୍କ ମତରେ ଯେଉଁ ସ୍ଥାନରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କରାଗଲା ସେଠାରେ କୌଣସି ନୂତନତ୍ୱ ଆସିପାରିଲା ନାହିଁ। ଯଦି…
ଏଇ ଭାରତରେ
ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ କୁହାଯାଉଥିଲେ ବି ଅନେକ ସମୟରେ ଶିକ୍ଷକ ପିଲାମାନଙ୍କୁ ଦଣ୍ଡ ଦେଉଛନ୍ତି। ଏହା କୋହଳ ଦଣ୍ଡରେ ସୀମିତ ରହୁଛି। କିନ୍ତୁ ପିଲାଙ୍କ ଚୁଟି କାଟି ଦଣ୍ଡ ଦେବା ବିଷୟ କେବେ ଶୁଣିଛନ୍ତି କି? ଏଭଳି ଘଟଣା ଘଟିଛି…
ଟାଇମ୍ ଶେଲ୍ଟର ସ୍ରଷ୍ଟା
‘ଟାଇମ୍ ଶେଲ୍ଟର’। ଓଡ଼ିଆରେ ଅନୁବାଦ କଲେ ଏହା ହେବ ‘ସମୟ ଆଶ୍ରାସ୍ଥଳ ବା ସମୟର ଆଶ୍ରାସ୍ଥଳ’। ୨୦୨୩ ପାଇଁ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇଥିବା ଜିଓର୍ଜି ଗୋସ୍ପୋଡିନୋଭଙ୍କ ଏହା ହେଉଛି ଚର୍ଚ୍ଚିତ ଉପନ୍ୟାସ। ଅତୀତକୁ ମନେପକାଇ ଦେଉଥିବା ଏକ କ୍ଲିନିକ୍ ଉପରେ…
ଗଞ୍ଜନା ନ ପାଉ ଗଞ୍ଜେଇ
ଡ. ଗୌରୀଶଙ୍କର ସାହୁ ଭଗବାନ୍ ବୁଦ୍ଧଙ୍କ ଚିକିତ୍ସକ ବୈଦ୍ୟରାଜ ଜୀବକ ପ୍ରାଚୀନ ଗୁରୁକୁଳ ତକ୍ଷଶିଳାରେ ସାତବର୍ଷ ଧରି ଆୟୁର୍ବେଦ ଶିକ୍ଷାଲାଭ କରିବା ପରେ ଗୁରୁ ତାଙ୍କୁ ଓ ତାଙ୍କ ସହପାଠୀଙ୍କୁ ଅନ୍ତିମ ଜ୍ଞାନପରୀକ୍ଷା ମୁହୂର୍ତ୍ତରେ ନିର୍ଦ୍ଦେଶ ଦେଲେ, ”ଯାଅ,…
ପରିବର୍ତ୍ତନକୁ ବିରୋଧ
ଆକାର ପଟେଲ ଭାରତର ସଂସଦରେ ଉତ୍ତମ ମାନର ବିତର୍କ ଦେଖିବାକୁ ମିଳେନାହିଁ। ଏଠାରେ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ପର୍କିତ ଆଲୋଚନାରେ ସମୟ ଅଭାବ ରହୁଛି ଓ ବକ୍ତବ୍ୟର ଅଧିକାଂଶ ଭାଗରେ କୌଣସି ଅର୍ଥ ରହୁନାହିଁ। ଏହାବ୍ୟତୀତ ଅରାଜକତା ଓ ଅବ୍ୟବସ୍ଥା, ଘୋଡ଼ା…
ନିଯୁକ୍ତି ବିବାଦ
ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏହାକୁ ନେଇ ବିବାଦ ଦେଖାଯିବା ସହ ବାବୁ ଓ ରାଜନୈତିକ ପରିସରରେ ଚିନ୍ତା ପ୍ରକଟ କରାଯାଇଛି। ଆନ୍ଧ୍ରପ୍ରଦେଶର ୧୯୮୯…
ସାମ୍ବାଦିକତା ଓ କଳ୍ପନା ବିଳାସ
ସମ୍ପ୍ରତି ଗଣମାଧ୍ୟମ ଜନଜୀବନରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଛି। ୧୭୮୦ରେ ଭାରତରେ ‘ବେଙ୍ଗଲ ଗେଜେଟ’ ନାମରେ ପ୍ରଥମ ମୁଦ୍ରିତ ଖବରକାଗଜ ପ୍ରକାଶ ପାଇଥିଲା। ତା’ ପୂର୍ବରୁ ୧୭୬୮ରେ ଓଡ଼ିଶାରେ ସାଧୁସୁନ୍ଦର ଦାସ ପ୍ରଥମ ଖବରକାଗଜ ‘କୁଜିବର ପତ୍ର’ ତାଳପତ୍ର ଉପରେ…
ଅସୁରକ୍ଷିତ ଡାକ୍ତର, ଉନ୍ମତ୍ତ ନିଶା
ଅଭାବନୀୟ ଘଟଣାଟିଏ ଦେଖିବାକୁ ମିଳିଛି କେରଳରେ, ଯାହା ପୁଣି ସାବ୍ୟସ୍ତ କରିଦେଲା ଯେ ଡାକ୍ତରମାନଙ୍କ ଜୀବନ ଓ ଜୀବିକା ଉଭୟ ଅସୁରକ୍ଷିତ ଅବସ୍ଥାରେ ଅଛି। ରୋଗୀମାନଙ୍କ ପ୍ରତି ଚିକିତ୍ସାରେ ହେଉ କି ବ୍ୟବହାରରେ ହେଉ ଏତେ ଟିକିଏ ବ୍ୟତିକ୍ରମ ହେଲେ ଡାକ୍ତରମାନଙ୍କୁ…
Archives


