ତୈଳର ନିରଙ୍କୁଶ ମହାଜନି
ବିମଳ ପାଣ୍ଡିଆ ଦିନଥିଲା ପେଟ୍ରୋଲ, ଡିଜେଲ ଦର ବଢ଼ିଲେ ସରକାର ଉପରେ ସବୁ ରୋଷ କଚାଡ଼ି ହୋଇ ପଡୁଥିଲା। ଏବେ ପେଟ୍ରୋଲ, ଡିଜେଲ ଦର କେତେ ବଢ଼ିଲା କି କମିଲା ତହିଁରେ କୁଆଡେ ସରକାରଙ୍କ କିଛି ଲେନା ନାହିଁ କି ଦେନା…
ପରିବର୍ତ୍ତନ ସଙ୍କେତ
ନୀତିନ ଅଗ୍ରଓ୍ବାଲାଙ୍କୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ବିଏସ୍ଏଫ୍ ଏବଂ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ମଧ୍ୟରେ ପ୍ରତିବର୍ଷ ଭଳି ଚଳିତ ଥର ହେଉଥିବା ୪ ଦିନିଆ ଦ୍ୱିପାକ୍ଷିକ ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ…
କୋଠଭୋଗ ଖିଆ…
ରଞ୍ଜନ କୁମାର ଦାସ ଜଗତର ନାଥ ଜଗନ୍ନାଥଙ୍କ ଲୀଳା ଅପ୍ରମେୟ। ତାଙ୍କଠାରେ ଯେତିକି ଦେବତ୍ୱ ଆରୋପିତ ତହୁଁ ବଳି ମାନବତ୍ୱ ପ୍ରତୀତ। ତାଙ୍କର ନିତ୍ୟଲୀଳାକୁ ଅବଗାହନ କଲେ ଦେଖାଯାଏ ସେ ଯେତିକି ଈଶ୍ବର ସେତିକି ମଣିଷ। ଯେତିକି ରାଜକୀୟ ସେତିକି ପ୍ରଜାପାଳକ,…
ଏଇ ଭାରତରେ
ବ୍ୟାଙ୍କ ଚାକିରି ଛାଡ଼ି ଅମିତ କିଷାନ ଏବେ ଜଣେ ଆଗଧାଡ଼ିର କୃଷକ। ଚାଷ କରିବା ସହ ପାଖାପାଖି ୧୮ଟି ଗାଁର ୩୦୦୦ ମହିଳାଙ୍କୁ ସେ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି। ଅମିତ ବେଙ୍ଗାଲୁରୁରେ ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରୁଥିଲେ ଓ ୨୦୧୬ରେ…
ଗଣତନ୍ତ୍ରର ବାଧକ
ଅବାଧ ଓ ନିରପେକ୍ଷ ନିର୍ବାଚନ ଗଣତନ୍ତ୍ରର ମୁଖ୍ୟ ଆଧାର। ଆମେରିକାର ବିଶିଷ୍ଟ ରାଜନୀତି ବିଜ୍ଞାନୀ ରବର୍ଟ ଆଲାନ ଡାଲ୍ଙ୍କ ମତରେ ସର୍ବଦଳ ସ୍ବୀକୃତ ମୁକ୍ତ ଓ ବାଧ୍ୟବାଧକତା ଶୂନ୍ୟ ମତଦାନ ସହିତ ତ୍ରୁଟିରହିତ ମତଗଣନା ପ୍ରକ୍ରିୟା ହିଁ ଅବାଧ ଓ ନିରପେକ୍ଷ…
ଅସହିଷ୍ଣୁ ବିଚାର
ସ୍ଲାଭୋଜ ଜିଜେକ୍ ଚଳିତ ମାସର ପ୍ରାରମ୍ଭରେ ସିଏନ୍ଏନ୍ ପ୍ରକାଶ କରିଥିଲା ଯେ, ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜେଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରିବା ଆଦେଶ ବିରୋଧରେ ଅପିଲ କରିବା ପାଇଁ କୋର୍ଟ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଆସାଞ୍ଜେ ଆମେରିକାରେ ଏସ୍ପିଓନେଜ୍ ଆକ୍ଟରେ…
ଏଇ ଭାରତରେ
ବର୍ଜ୍ୟ ଜଳକୁ ବିଶୁଦ୍ଧ କରିବାରେ ଡ. ପ୍ରସନ୍ନ ଜଗଦେଓଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଜୈବିକ ପଦ୍ଧତି ଅର୍ଥାତ୍ ଡକ୍ଓ୍ବିଡ (ଔଷଧୀୟ ଗୁଣ ଏକପ୍ରକାର ଦଳ) ଦ୍ୱାରା ଏହା କରୁଛନ୍ତି। ପ୍ରସନ୍ନ ମେରାଇନ ବାୟୋଟେକ୍ନୋଲୋଜିରେ ୟୁନିଭର୍ସିଟି ଅଫ ଇଷ୍ଟ ଆଙ୍ଗଲିୟା (ବ୍ରିଟେନ)ରେ ୨୦୦୯-୧୦ରେ…
ମୂଲ୍ୟବୋଧଭିତ୍ତିକ ରାଜନୀତି
ହରେକୃଷ୍ଣ ପଣ୍ଡା ଭାରତୀୟ ରାଜନୀତିରେ କ’ଣ ମୂଲ୍ୟବୋଧଭିତ୍ତିକ ରାଜନୀତି ସମ୍ଭବ ହେବ ନାହିଁ? ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଯେତେବେଳେ ସମ୍ଭବ ହୋଇନାହିଁ ତାହା ଏବେ କାହିଁକି ଆଗାମୀ ଭବିଷ୍ୟତରେ କଦାପି ସମ୍ଭବ ହେବ ନାହିଁ ବୋଲି ମନେହୁଏ ।…
ନିମନ୍ତ୍ରଣ ଯାତନା
ଯଦୁମଣି ପାଣିଗ୍ରାହୀ ବାହାଘର, ବ୍ରତୋପନୟନ ଓ ଜନ୍ମଦିନ ପାଳନ ଆଦି ଅବସରରେ ନିଜର ପ୍ରିୟ ପରିଜନ, ପାଖ ପଡ଼ିଶା ଓ ଗାଁ ଲୋକ, ବନ୍ଧୁବାନ୍ଧବ ତଥା ଚିହ୍ନା ପରିଚିତ ଲୋକଙ୍କୁ ଭୋଜି ଖାଇବାକୁ ନିମନ୍ତ୍ରଣ କରାଯାଇଥାଏ। ଏଭଳି ପରମ୍ପରା ପୂର୍ବରୁ…
ତିବ୍ବତୀୟ ରାମାୟଣ
ବିଂଶ ଶତାବ୍ଦୀର ପ୍ରାରମ୍ଭରେ ରାମାୟଣର କିଛି ଅଂଶ ଥିବା ୬ଟି ଅସମ୍ପୂର୍ଣ୍ଣ ପାଣ୍ଡୁଲିପି ଚାଇନାର ଝିନ୍ଜିଆଙ୍ଗ ଅଞ୍ଚଳରୁ ମିଳିଥିଲା। ଏଗୁଡ଼ିକୁ ଡୁନ୍ହୁୁଆଙ୍ଗର ମୋଗାଓ ଗୁମ୍ଫାରୁ ଠାବ କରାଯାଇଥିଲା। ମୋଗାଓ ଗୁମ୍ଫା ଏକ ପ୍ରତ୍ନତାତ୍ତ୍ୱିକ ସ୍ଥଳ। ଏହା ଝିନ୍ଜିଆଙ୍ଗ ସ୍ଥିତ ସିଲ୍କ ରୋଡର…
ଏଇ ଭାରତରେ
ପିଲାଦିନେ ଅଭାବକୁ ପାଖରୁ ଦେଖିଥିବା ଜଣେ ଦିନ ମଜୁରିଆଙ୍କ ପୁଅ ସ୍କୁଲ ପ୍ରଧାନଶିକ୍ଷକ ହେବା ପରେ ସ୍କୁଲକୁ ଏକ ସ୍ମାର୍ଟ କରିବାରେ ସକ୍ଷମ ହୋଇଛନ୍ତି। ସ୍କୁଲରେ କାନ୍ଥରେ ପ୍ରେରଣାଦାୟକ ଚିତ୍ର ଅଙ୍କନ କରିବା ସହ ସ୍କୁଲରେ ଆକର୍ଷଣୀୟ ଉଦ୍ୟାନ ଓ ଲାଇବ୍ରେରି…
ବିଶେଷ କିଛି ହେବ ନାହିଁ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଛନ୍ତି। ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ହେବା ପରେ ମୋଦିଙ୍କର ଏହା ଦ୍ୱିତୀୟ ଗସ୍ତ। ଅପରପକ୍ଷେ ମୋଦି କ୍ଷମତାକୁ ଆସିବା ପରେ ଏହା ତାଙ୍କର ୮ମ ଆମେରିକା ଗସ୍ତ। ସେ ଆମେରିକା କଂଗ୍ରେସକୁ…
Archives


