ଏଇ ଭାରତରେ

ପିଲାଦିନେ ଅଭାବକୁ ପାଖରୁ ଦେଖିଥିବା ଜଣେ ଦିନ ମଜୁରିଆଙ୍କ ପୁଅ ସ୍କୁଲ ପ୍ରଧାନଶିକ୍ଷକ ହେବା ପରେ ସ୍କୁଲକୁ ଏକ ସ୍ମାର୍ଟ କରିବାରେ ସକ୍ଷମ ହୋଇଛନ୍ତି। ସ୍କୁଲରେ କାନ୍ଥରେ ପ୍ରେରଣାଦାୟକ ଚିତ୍ର ଅଙ୍କନ କରିବା ସହ ସ୍କୁଲରେ ଆକର୍ଷଣୀୟ ଉଦ୍ୟାନ ଓ ଲାଇବ୍ରେରି କରିଛନ୍ତି। ଏହି ପ୍ରଧାନଶିକ୍ଷକ ଜଣକ ହେଉଛନ୍ତି କର୍ନାଟକ କାଲିଓ୍ବାଲା ଗାଁର ୩୯ ବର୍ଷୀୟ ଭେରନ୍ନା ମାଡିଓ୍ବାଲାର। ତାଙ୍କ ପିତା ଜଣେ ଦିନ ମଜୁରିଆ ଥିଲେ ଓ ପରିବାର ପାଇଁ ଦିନକୁ ଦୁଇବେଳା ଖାଇବା ଯୋଗାଡ଼ କରିବା କଷ୍ଟକର ଥିଲା ବୋଲି କହନ୍ତି ଭେରନ୍ନା। ସେଥିପାଇଁ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେ ଉଚ୍ଚଶିକ୍ଷା ଲାଭ କଲେ ଓ ୨୦୦୭ରେ ଜଣେ ଶିକ୍ଷକ ହୋଇପାରିଲେ। ପରେ ୨୦୧୬ରେ ନିଡାଗୁଡ଼ି ଆମ୍ବେଡକର ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଲେ। ପ୍ରଥମେ ସେ ସ୍କୁଲରେ ବୃକ୍ଷରୋପଣ କରି ସ୍କୁଲ ମରାମତି କାମ ଆରମ୍ଭ କରିଥିଲେ। ଏହାକୁ ସେ ଫେସ୍‌ବୁକ୍‌ରେ ଶେୟାର କରିବା ପରେ ତାଙ୍କୁ ଅନୁଦାନ ମିଳିବା ଆରମ୍ଭ ହୋଇଗଲା। ମହୀଶୂରର ଜଣେ ବ୍ୟକ୍ତି ୧.୫ ଲକ୍ଷ ଟଙ୍କା ଦାନ କରିବା ସହ ଅନ୍ୟ ଜଣେ ସ୍ମାର୍ଟ ଟିଭି ଦେଇଥିଲେ। ସ୍କୁଲରେ ବି ଏକ ଲାଙ୍ଗୁଏଜ ଲାବ ମଧ୍ୟ ଖୋଲିଯାଇଛି। ଏହି ସ୍କୁଲରେ ପିଲାମାନଙ୍କ ସଂଖ୍ୟା ବଢ଼ି ୭୬ରୁ ଏବେ ୧୩୬ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri