ମିଛକୁ ପସନ୍ଦ
ଇଆନ ବୁରୁମା ଆମେରିକାକୁ ଧୋକା ଦେବା ଏବଂ ଆମେରିକୀୟମାନଙ୍କୁ ସେମାନଙ୍କ ଭୋଟ୍ ଅଧିକାରରୁ ବଞ୍ଚତ୍ତ କରିବା ପାଇଁ ଷଡ଼ଯନ୍ତ୍ର କରିବାର ଚାରିଟି ଆପରାଧିକ ମାମଲାରେ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଅଭିଯୁକ୍ତ କରାଯାଇଛି। ଫ୍ଲୋରିଡ଼ା ଫେଡେରାଲ କୋର୍ଟରେ ଗୁପ୍ତଚର ଆଇନର ଉଲ୍ଲଂଘନ ସମେତ…
ଏଇ ଭାରତରେ
ଅବସର ପରେ ପ୍ରକୃତି ସେବାରେ ବ୍ରତୀ ଗୁଜରାଟର ଏକ ଦମ୍ପତିଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ରାଙ୍ଖେଶ୍ୱରର ଧନୋରା ଗାଁରେ ରହୁଥିବା ଏହି ଦମ୍ପତି ହେଲେ ଦିନେଶ ଚନ୍ଦ୍ର ଓ ଦେବିନ୍ଦ୍ରା ଠାକୁର। ଉଭୟ ଏବେସୁଦ୍ଧା ତାଙ୍କ ଗାଁରେ ଛୋଟ…
ପୁରୁଷଙ୍କୁ ସୁରକ୍ଷା କେବେ
ଦୀପ୍ତିମୟୀ ନାୟକ ଆମେ ସବୁବେଳେ ନାରୀ ସୁରକ୍ଷା ନେଇ ଅନେକ ପ୍ରଶ୍ନ ଉଠାଉଛେ, ହେଲେ କେବେ କେଉଁଠି ଦେଖିଛନ୍ତି କି କିଏ ପୁରୁଷଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠେଇବାର। ହଁ, କ୍ୱଚିତ୍ କେତେବେଳେ ପୁରୁଷଙ୍କ ସୁରକ୍ଷା ବିଷୟରେ ଧ୍ୟାନ ଦିଆଯାଏ…
ତନ୍ତ୍ର ଦେବୀ ବରାହୀ
ଭଗବାନ୍ ବିଷ୍ଣୁ ହିଂସ୍ର ଶୂକର ରୂପ ନେଇଥିବା ବିଷୟ ଆମେ ଶୁଣିଛେ। ଏହି ରୂପରେ ସେ ସମୁଦ୍ର ଭିତରକୁ ଯାଇ ଅସୁରମାନଙ୍କୁ ପରାସ୍ତ କରିବା ସହ ଧରିତ୍ରୀଦେବୀଙ୍କୁ ତାଙ୍କ ଥୋଡ଼ିରେ ଉପରକୁ ଉଠାଇ ଆଣିବା କଥା ମଧ୍ୟ ଆମେ ଜାଣିଛେ। ଏ…
ସହରିଆ ନଦୀ
୧୮ ବର୍ଷ ପୂର୍ବେ ମୁମ୍ବାଇରେ ଦେଖାଦେଇଥିବା ସହର ବନ୍ୟାର ଭୟାବହତା ସାରା ଦେଶରେ ଆଲୋଚନା ହୋଇଥିଲା। ୨୬ ଜୁଲାଇ ୨୦୦୫ରେ ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ ୯୪୪ ମି.ମି. ବର୍ଷା ହେବା ଯୋଗୁ ୧୪,୦୦୦ ଘର ଭାଙ୍ଗିବା ସହ ପାଖାପାଖି ୧,୦୦୦…
ଆଶୀର୍ବାଦ ନା ଅଭିଶାପ
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସମ୍ଭାବ୍ୟ ଭୟାବହତାକୁ ନେଇ ୧୯ ଜୁଲାଇ, ୨୦୨୩ରେ ବ୍ରିଟେନ ଦ୍ୱାରା ଆୟୋଜିତ ଜାତିସଂଘ ନିରାପତ୍ତା ପରିଷଦର ସର୍ବପ୍ରଥମ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏବେ ବ୍ୟଗ୍ରତା ପ୍ରକାଶ ପାଇଛି। ଆଲୋଚନାରେ ଭାଗନେଇ ଅନେକ ଏଆଇ କମ୍ପାନୀର ପ୍ରତିଷ୍ଠାତାମାନେ…
ଘରୋଇହିଂସାର ସମାଧାନ
ସାଧାରଣତଃ ଆମ ସମାଜରେ ଝିଅମାନଙ୍କୁ ବାଲ୍ୟକାଳରୁ ମାତା ପିତା ଓ ଅଭିଭାବକମାନେ ଶିକ୍ଷା ଦେଇଥାଆନ୍ତି କି ‘ଝିଅ ଜନମ ପର ଘରକୁ’, ‘ଶାଶୁଘରକୁ ପାଲିଙ୍କିରେ ବସି ଯିବାକୁ ହୁଏ ଓ ସେଠାରୁ କେବଳ କୋକେଇରେ ବାହାରିବାକୁ ପଡ଼େ’। ତେଣୁ ଶାଶୁଘରେ ସବୁ…
ଏଇ ଭାରତରେ
ମୁକ୍ତ ଜୀବନର ମୂଲ୍ୟ ବୁଝିଛନ୍ତି ଉତ୍ତରପ୍ରଦେଶର କନ୍ଷ୍ଟେବଲ ସୁରେଶ ସବ୍ଲୋକ। ସେ ବିକ୍ରି କରାଯାଉଥିବା ପିଞ୍ଜରାବଦ୍ଧ ପକ୍ଷୀଙ୍କୁ ଖୋଲା ଆକାଶରେ ଛାଡ଼ି ସେମାନଙ୍କୁ ମୁକ୍ତିର ଆନନ୍ଦ ଦେଉଛନ୍ତି। ଏହା ସହିତ ଭୋକିଲା ଏବଂ ତୃଷାର୍ତ୍ତ ପ୍ରାଣୀମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା…
ଏଇ ଭାରତରେ
ପାହାଡ଼ିଆ ଅଞ୍ଚଳରେ ପାନୀୟ ଜଳଠାରୁ ଆରମ୍ଭ କରି କୃଷି ପାଇଁ ହ୍ରଦର ଆବଶ୍ୟକତା ବେଶି। ସେଥିପାଇଁ ସଙ୍ଗେ ଲାମା ସିକିମର ସିମ୍ଗୋ ହ୍ରଦକୁ ବର୍ଜ୍ୟମୁକ୍ତ କରି ତାହାକୁ ବ୍ୟବହାର ଯୋଗ୍ୟ କରିପାରିଛନ୍ତି। ହ୍ରଦରେ ମିଲ୍କ କାର୍ଟୁନଠାରୁ ଆରମ୍ଭ କରି ସ୍ନାକ୍ସ ପ୍ୟାକେଟ,ବିସ୍କୁଟ…
ଜଳବାୟୁ ପରିବର୍ତ୍ତନ ଓ କୃଷ
ଡି. ଶୁଭମ୍ ଓଡ଼ିଶାରେ ଚାଷୀମାନେ ଉପତ୍ାଦିତ ଫସଲକୁ ଠିକ୍ ଭାବରେ ବିକ୍ରୟ କରିବାକୁ ଶତ ଚେଷ୍ଟା କରନ୍ତି ସତ କିନ୍ତୁ ଏଥିରେ ବିଫଳ ହୁଅନ୍ତି। ଚାଷୀ ନିଜ ଫସଲର ଉପଯୁକ୍ତ ମୂଲ୍ୟ ସବୁବେଳେ ଠିକ୍ ଭାବରେ ପାଏ ନାହିଁ। ତଥାପି ସେ…
ଆଶା ଓ ନିରାଶାରେ ମେଧାବୀ
ଅକ୍ଷୟ କୁମାର ମିଶ୍ର ପରୀକ୍ଷାର୍ଥୀମାନେ ଅଭିଯୋଗ କରୁଥିଲେ କଠିନ ପରିଶ୍ରମ କରି ଫଳ ଯାହା ମିଳିଲା ସବୁଦିନ ବୁଲାବୁଲି କରି ପାଠ ନ ପଢ଼ି ଫଳ ସେଇଆ ପାଇଲା। ଏବେ ଅଭିଯୋଗ ଉଠିଲାଣି ରାତି ଅନିଦ୍ରା ରହି ପାଠ ପଢ଼ିଲି ହେଲେ…
ମହିଳା ଚୋରିରେ ପୋଲିସ
ଭାରତ ବିଶ୍ୱର ସବୁଠୁ ଜନବହୁଳ ଦେଶ ହୋଇଗଲାଣି। ଏହାର ମୋଟ ଜନସଂଖ୍ୟାର ପାଖାପାଖି ଅଧା ହେଉଛନ୍ତି ମହିଳା। ସେଥିପାଇଁ ଭାରତରେ ମହିଳା ସଶକ୍ତୀକରଣ ଉପରେ ଡିଣ୍ଡିମ ପିଟାଯାଉଛି ଓ ବେଟି ବଚାଓ, ବେଟି ପଢ଼ାଓ ଧ୍ୱନି ଦିଆଯାଉଛି। ଅନ୍ୟପକ୍ଷରେ ସାମାଜିକ ଓ…
Archives


