ଏଇ ଭାରତରେ
ପ୍ରାକୃତିକ ସମ୍ପଦର କ୍ଷତି ନ କରି ଏକ ପରିବେଶ ଉପଯୋଗୀ ଘର ନିର୍ମାଣ କରିବା କଷ୍ଟକର ହେଲେ ବି ତାହା ସମ୍ଭବ ହୋଇପାରିଛି ହାଇଦ୍ରାବାଦର ଏକ ପିତା-ପୁତ୍ର ଯୋଡ଼ିଙ୍କ ଦ୍ୱାରା। ଏମାନେ ହେଉଛନ୍ତି ଏମ୍.ଭି. ରାମଚନ୍ଦ୍ରାଡୁ ଏବଂ ଭବାନୀ। ପିତା-ପୁତ୍ର ମିଶି…
ମଣିଷ-ଈଶ୍ୱର
ଡ. ଛାୟାକାନ୍ତ ଷଡ଼ଙ୍ଗୀ ଥରେ କୌଣସି ଏକ ଶୀତଦିନର ପୂର୍ବାହ୍ନରେ ଦଶ ବର୍ଷ ବୟସର ଜଣେ ଗରିବ ବାଳକ ଗୋଟିଏ ଜୋତା ଦୋକାନ ସାମନାରେ ଛିଡ଼ା ହୋଇ ଦୋକାନ ଭିତରେ ଶୋଭାପାଉଥିବା ଜୋତାକୁ ଏକ ଲୟରେ ଚାହିଁରହିଥାଏ। ମାତ୍ର ଜୋତା କିଣିବା…
ଚାଇନା ନିଜକୁ ବଞ୍ଚାଉ
ଗର୍ନଟ ୱାଗନର, କନୋର ଓ୍ବାଲ୍ସ ଅର୍ଥନୈତିକ ଅଭିବୃଦ୍ଧିରେ ଚାଇନା ମଡେଲର ଏକ ଚମତ୍କାର ସଫଳତା ରହିଆସିଛି। ରପ୍ତାନି ପ୍ରୋତ୍ସାହନ, ପୁଞ୍ଜି ନିବେଶ ଏବଂ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦେଇ ଏହା ଗତ ୪୦ ବର୍ଷ ମଧ୍ୟରେ ପ୍ରାୟ ୮୦୦ ନିୟୁତ…
ବିଶ୍ୱ ଦେଖ ମଧୁମୟ
କିଶୋର ମହାନ୍ତି ଜୀବନ ପରି ଜୀବନ ନେଇ ବଞ୍ଚତ୍ବା ସ୍ବପ୍ନ ସାର୍ଥକ ହୁଏ ଏହି ପୃଥିବୀରେ। ପୃଥିବୀଠାରୁ ସୁନ୍ଦର ତଥା ମନୋରମ ସୁରକ୍ଷିତ ଆଶ୍ରୟସ୍ଥଳ ଆଉ ସତରେ କାହିଁ। କେଉଁ ମନ୍ବନ୍ତର କାଳରୁ ଏ ଜନବସତି। ପୁରାତନ ପ୍ରସ୍ତର ଯୁଗରୁ ଡେଇଁ…
ଏଇ ଭାରତରେ
ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେବା ଲାଗି ପ୍ରତି ବର୍ଷ ପ୍ରାୟ ୨ ଲକ୍ଷ ଛାତ୍ରୀଛାତ୍ର ରାଜସ୍ଥାନ କୋଟାର ବିଭିନ୍ନ କୋଚିଂ ସେଣ୍ଟରରେ ନାମ ଲେଖାଉଛନ୍ତି। ଉଦ୍ବେଗର ବିଷୟ ହେଉଛି, ସେଠାରେ ପଢ଼ାଚାପ ଯୋଗୁ ଅନେକ ପିଲା…
ଦ୍ଵନ୍ଦ୍ୱରେ ଶିକ୍ଷକ
ଡ. ମନୋରଞ୍ଜନ ପ୍ରଧାନ ଜଣେ ଅଭିଭାବକ ବା ଅଧ୍ୟାପକ ଭାବରେ ବିଭିନ୍ନ ସମୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀରେ ଯୋଗଦେବା ପାଇଁ ସୁଯୋଗ ମିଳିଥାଏ। ବିଦ୍ୟାଳୟ ଓ ପରିବାର ମଧ୍ୟରେ ସମ୍ପର୍କ, ସମ୍ବନ୍ଧ ଓ ସମନ୍ବୟ ସ୍ଥାପନା ଦିଗରେ ଅଭିଭାବକ ସମ୍ମିଳନୀ…
ଗ୍ରାମୀଣ ଜୀବନ
ବିପିନ ବିହାରୀ ମହାନ୍ତି ଗ୍ରାମାଞ୍ଚଳର ବିଶାଳ କଇଁ ପୋଖରୀ କେଉଁଠି ପୋତିହୋଇ ଗଲାଣି ତ ଆଉ କେଉଁଠି କଇଁଫୁଲକୁ ସଫାକରି ମାଛଚାଷ କରାଗଲାଣି। କଦବା କ୍ୱଚିତ୍ ଯେଉଁଠି କଇଁଫୁଲ ପୋଖରୀଟିଏ ରହିଛି ତାହା ଧୀରେଧୀରେ ଗାଁ ଲୋକଙ୍କ ସଚେତନତା ଅଭାବରୁ…
ଲକ୍ଷ୍ମୀ ଓ ଅଲକ୍ଷ୍ମୀ
କେତେଜଣ କୁହନ୍ତି, ଲକ୍ଷ୍ମୀ ପେଚା ଉପରେ ବସି ଯାତ୍ରା କରନ୍ତି। ଆଉ କେତେକେ ବିଶ୍ୱାସ କରନ୍ତି, ଯେତେବେଳେ ଲକ୍ଷ୍ମୀ ହାତୀ ଉପରେ ବସି ଯାଆନ୍ତି, ସେତେବେଳେ ପେଚା କେବଳ ତାଙ୍କ ସହିତ ରହିଥାଏ। ହାତୀ ହିଁ ଲକ୍ଷ୍ମୀଙ୍କର ଉପଯୁକ୍ତ ବାହନ; ଯାହା…
ସେପଟେ ମେଲା, ଏପଟେ ବନ୍ଦ
୨୦୦୫ରେ ସୂଚନା ଅଧିକାର (ଆର୍ଟିଆଇ)ଆଇନ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହେଲା। ଭାରତ ଭଳି ଏକ ବିରାଟ ଗଣତାନ୍ତ୍ରିକ ଦେଶ ପାଇଁ ଏହା ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସବୁ ଶ୍ରେଣୀରେ ସ୍ବୀକାର କରାଗଲା। ଏହି ଆଇନ ବଳରେ ସାଧାରଣ…
ମା’ ମୋ ହାତ ଛାଡ଼
ଅନୁ ଆଜି ଘରେ ମୁହଁ ଫୁଲେଇ ବସିଚି। ସହରର ଗୋଟିଏ ବଡ଼ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଅନୁଭା। ବାପା ସଫ୍ଟୱେର ଇଞ୍ଜିନିୟର। ମା’ ଉଚ୍ଚ ଶିକ୍ଷିତା ଓ ଜଣେ ଭଲ ମଣିଷ ଏବଂ ବହୁତ ଭଲ ମା’। ଦିହିଁଙ୍କ ଗେହ୍ଲା…
ସୀମାହୀନ ଯୋଜନା, ଲକ୍ଷ୍ୟଭ୍ରଷ୍ଟ ପରିଣତି
ଆମ ରାଜ୍ୟରେ ଥିବା ପ୍ରତ୍ୟେକ ବ୍ଲକର ୧୯୮୦ ମସିହା ପୂର୍ବର ହିସାବ ଦେଖିଲେ ଜଣାଯିବ ଯେ ସମସ୍ତ ବ୍ଲକରେ ଗ୍ରାମୀଣ ଗୃହ ଯୋଜନାରେ କିଛି ବ୍ୟକ୍ତିଙ୍କୁ ଋଣ ଦିଆଯାଉଥିଲା। ଋଣ ଗ୍ରହୀତାମାନେ ଘର ତିଆରି କରି ମୂଳ ସହ ସୁଧ ବି…
ଏଇ ଭାରତରେ
ଜୀବନର ଅପରାହ୍ନରେ ଥିବା ବୃଦ୍ଧାବୃଦ୍ଧଙ୍କ ସେବାରେ ଲାଗିପଡ଼ିଛନ୍ତି ଗୁଜରାଟର ରାକେଶ ପାଞ୍ଚାଲ। ସେ ଖେଡ଼ା ସହରରେ ୫୦୦ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ନିୟମିତ ଭାବେ ଟିଫିନ୍ ସର୍ଭିସ୍ ଯୋଗାଇଆସୁଛନ୍ତି। ଅର୍ଥାତ୍ ସେ ଦିନକୁ ଦୁଇବେଳା ଟିଫିନ୍ରେ ଖାଦ୍ୟ ନେଇ ସେମାନଙ୍କ ଘରେ ପହଞ୍ଚାଇ…
Archives


