ସମ୍ପାଦକୀୟ

ଏଇ ଭାରତରେ

ସେବାର ଇଚ୍ଛାଶକ୍ତିକୁ ବୟସ ଅଟକାଇପାରେନାହିଁ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ୩୦ ବର୍ଷୀୟା ଆଶା ରାଜପୁରୋହିତଙ୍କ ଜୀବନରେ। ଆଶା ଏବେ ଅସହାୟ ବୃଦ୍ଧାମାନଙ୍କ ଆଶାବାଡ଼ି ପାଲଟିଛନ୍ତି। ସେ ଡିସାରେ ‘ସୁଦାମା ବୃଦ୍ଧାଶ୍ରମ’ ଚଳାଉଛନ୍ତି ଓ ସେଠାରେ ୨୨ ଜଣ…

ସୁଶାସନର ଏକ ନମୁନା

ଡ. ସନ୍ତୋଷ କୁମାର ମହାପାତ୍ର   ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ୨୦୨୩ ବର୍ଷ ପାଇଁ ‘ଗଭର୍ନର ଅଫ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଦ୍ୱାରା ଦେଶର…

ଗତାନୁଗତିକ ନୂଆବର୍ଷ ପାଳନ

ଡ. ମନୋରଞ୍ଜନ ପ୍ରଧାନ     ଜାନୁୟାରୀ ପହିଲା ଇଂରାଜୀ ନବ ବର୍ଷ। କେବଳ କ୍ୟାଲେଣ୍ଡର ବଦଳାଇବା ଦିନଟିଏ ବିଶେଷକରି ଭାରତୀୟମାନଙ୍କ ପାଇଁ। କାରଣ ଏ ନୂଆବର୍ଷ ଆମ୍ଭମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ନାହିଁ କି ଏହାର କୌଣସି ଐତିହାସିକ, ସାଂସ୍କୃତିକ,…

ଏଆଇ: ନିୟନ୍ତ୍ରଣ ଲୋଡ଼ା

ଅତ୍ୟାଧୁନିକ ଯୁଗରେ ବିଜ୍ଞାନର ବଡ଼ ସଫଳତା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)। ଏହି କ୍ରମରେ ନିକଟରେ ଗବେଷକମାନେ ଏକ ନୂଆ ଏଆଇ ବିକାଶ କରିଛନ୍ତି, ଯାହା ବ୍ୟକ୍ତିର ଜୀବନକାଳ ଉପରେ ଆକଳନ କରିପାରିବ। ଅର୍ଥାତ୍‌ ବୁଝିବାକୁ ହେବ ଯେ,…

କରୋନାର ସମ୍ଭାବ୍ୟ ପୁନରାଗମନ

୨୦୨୩ ନଭେମ୍ବରରେ ଗୋଟିଏ ଉଦ୍‌ବେଗଜନକ ଖବର ଲୋକଲୋଚନକୁ ଆସିଲା। ବିଷୟଟି ଚାଇନାରେ ଦେଖାଦେଇଥିବା ଏକ ଅଜଣା ସଂକ୍ରାମକ ରୋଗ। ଏଥିରେ ମୁଖ୍ୟତଃ ଶିଶୁମାନେ ପୀଡ଼ିତ ହୋଇଥାନ୍ତି। ଏହାର ଲକ୍ଷଣରୁ ଜଣାଯାଏ ଯେ, ଏହା ଶ୍ୱାସକ୍ରିୟାଜନିତ ରୋଗ। ଏହାର ପ୍ରାଦୁର୍ଭାବର ପରିଣାମ ସ୍ବରୂପ…

ପିଲାଙ୍କ ପିକ୍‌ନିକ୍‌

ସମ୍ପ୍ରତି ଶୀତର ପ୍ରକୋପ ଟିକିଏ ବଢ଼ୁଥିବା ବେଳେ ଖ୍ରୀଷ୍ଟମାସ ଛୁଟି ପାଳନ ଅବସରରେ ମା’ବାପାଙ୍କ ସହ ପିଲାଙ୍କ ବୁଲାବୁଲି ଆରମ୍ଭ ହୋଇଯାଇଛି। ପିଲାଙ୍କ ବିଦ୍ୟାଳୟ ଛୁଟି ରହୁଥିବାରୁ ଇଂଲିଶ ନୂଆବର୍ଷକୁ ବିଦାୟ ସହ ଆଗାମୀ ବର୍ଷକୁ ସ୍ବାଗତ କରିବା ପାଇଁ ପ୍ରାୟତଃ…

ଏଇ ଭାରତରେ

ଦୁର୍ଗମ ଅଞ୍ଚଳର ସମସ୍ୟା ସମାଧାନ କରିବାରେ ଆଇଏଏସ୍‌ ଅଧିକାରୀ କ୍ରିଷ୍ଣନୌନି ଏଚ୍‌ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାମିଲନାଡୁ ଏରୋଡ୍‌ ଜିଲାର ଚେନ୍ନମପଟ୍ଟି ଜଙ୍ଗଲରେ ଥିବା ଲୋକେ ବହୁ ମୌଳିକ ସେବାକୁ ବଞ୍ଚିତ ହୋଇଥାନ୍ତି। ଏହି ଦୁଗର୍ର୍ମ ଅଞ୍ଚଳରେ ଏବେ ସୁଦ୍ଧା…

ଏଇ ଭାରତରେ

ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳ ବସ୍ତର ଓ ଦାନ୍ତଓ୍ବୋଡାରେ ଶିକ୍ଷା ଓ ଗମନାଗମନର ସୁବିଧା କମ୍‌। ଦୁର୍ଗମ ଗାଁଗୁଡ଼ିକରେ ରହୁଥିବା ପିଲାମାନେ ବି ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସେଭଳି ଅଞ୍ଚଳରୁ ଭଲ ପଢ଼ି ମେଡିକାଲ ପାଇଁ ନିଟ୍‌ କିମ୍ବା ଜେଇଇରେ କୃତକାର୍ଯ୍ୟ ହେବା…

ନିଷିଦ୍ଧ ଜୀବିକା

ସତ୍ୟବ୍ରତ ପାଣିଗ୍ରାହୀ ଗୋଟିଏ ଜାତିର ଜୀବନ ଜୀବିକା ସହ ଯୋଡ଼ି ହୋଇଥାଏ ଅନେକ କଥା ଓ ପ୍ରଥା, ଆଉ ତା’ସହ ସମ୍ମାନର ପ୍ରଶ୍ନ ଓ ସାମାଜିକ ଦର୍ଶନ। କର୍ମଭିତ୍ତିକ ଜାତିରୁ ଜାତିଭିତ୍ତିକ କର୍ମରେ ପରିଣତ ହେବା ଯାଏ ଭାରତୀୟ ସମାଜ ବ୍ୟବସ୍ଥାରେ…

କ୍ଷମତାରୁ ଗଲାପରେ

ଅକ୍ଷୟ କୁମାର ମିଶ୍ର ସ୍ୱାଧୀନତା ପରେ ଆମ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହେଲା। ଲୋକେ ବାଛିଲେ କାହା ହାତରେ ଶାସନ ଡୋରି ଦେବେ। ପାଞ୍ଚବର୍ଷ ବ୍ୟବଧାନରେ ଥରେ ବାଛିବାର ଅଧିକାର ଦିଆଗଲା। ଏହି କ୍ଷମତା ହାତେଇବା ପାଇଁ କେତେ କୌଶଳ, କେତେ…

ମହାକାଶ: ବର୍ଜ୍ୟର ଭଣ୍ଡାର

ମଣିଷ ଚନ୍ଦ୍ରରେ ପହଞ୍ଚତ୍ବା ପରେ ଏବେ ଅନ୍ୟଗ୍ରହରେ ବାସୋପଯୋଗୀ ପରିବେଶ ସନ୍ଧାନରେ ଲାଗିପଡ଼ିଛି। ଏହାସହ ସୂର୍ଯ୍ୟର ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଛି। ଆମେରିକା, ଜାପାନ, ଚାଇନା ଓ ୟୁରୋପୀୟ ସ୍ପେଶ ଏଜେନ୍ସି ପରେ ଭାରତ ଏ କ୍ଷେତ୍ରରେ ଆଗକୁ ବଢ଼ିଛିି।…

ଏଇ ଭାରତରେ

ବୟସ ୭୦ ଛୁଇଁଲାଣି। ଚିକିତ୍ସା କରିବାର ଇଚ୍ଛାଶକ୍ତି ଆଗରେ ବୟସ ହାର ମାନିଛି। ଏଭଳି ଜଣେ ସେବାରେ ସମର୍ପିତ ଡାକ୍ତର ହେଉଛନ୍ତି ଅରୁଣୋଦୟ ମଣ୍ଡଳ। ସେ ପଶ୍ଚିମବଙ୍ଗର ଦୁର୍ଗମ ସୁନ୍ଦରବନ ଅଞ୍ଚଳକୁ ସପ୍ତାହାନ୍ତରେ ଗସ୍ତକରି ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?