ସମ୍ବଲପୁର

ଘର ଉପରେ ପଡ଼ିଲା ବରଗଛ

ସମ୍ବଲପୁର,୨୩ା୮(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଗୋବିନ୍ଦତୋଳା ପୋଲିସ କଲୋନୀଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜୋରରେ ବର୍ଷାପବନ ହେବାରୁ କଲୋନୀର ଆଭାଷ ଖାନଙ୍କ ଘର ଉପରେ ଏକ ପୁରାତନ ବରଗଛ ଭାଙ୍ଗିପଡିଥିଲା। ଏହି ସମୟରେ ଘର ଭିତରେ ଥିବା ୧୩ଜଣ ସଦସ୍ୟ…

ବର୍ଷାରେ ଧସିଲା କାନ୍ଥ: ଅଳ୍ପକେ ବର୍ତ୍ତିଲେ ପରିବାର

ଜମନକିରା,୨୨।୮: ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୂଆଡିହି ଗ୍ରାମରେ ବର୍ଷା ଯୋଗୁ ଘର ଧସି ଯାଇଛି। ତେବେ ଭାଗ୍ୟବଶତଃ ସପରିବାର ଅନ୍ୟ କୋଠରୀ ପଟେ ଥିବାରୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେହି ଘରେ କୁଞ୍ଜବନ କୁମୂରା(୪୫) ନିଜ…

ଟ୍ରାକ୍ଟରରେ ବୁହାହେଲେ ରୋଗୀ

ସମ୍ବଲପୁର,୨୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ରାଶିଖାଇ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା କାଦୁଅ ଯୋଗୁ ଆମ୍ବୁଲାନ୍ସ ଅଧାରେ ଅଟକି ରହିବାରୁ ରୋଗାକ୍ରାନ୍ତ ନୀରବତୀ ବେହେରାଙ୍କୁ ଟ୍ରାକ୍ଟର ଯୋଗେ ପ୍ରାୟ ୧ କିଲୋମିଟର…

ବନ୍ୟାପାଣିରେ ଭାସି ଯାଇଥିଲା କାର: ମିଳିଲା ଶଳା, ଭିଣୋଇଙ୍କ ମୃତଦେହ

ସମ୍ବଲପୁର/କୁଚିଣ୍ଡା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଫାସିମାଲ- ଲଇଡ଼ା ରାସ୍ତାର ନକଟିପାଲି ଗାଁ ନିକଟସ୍ଥ ବାରଟେଙ୍ଗରା ନାଳ ବନ୍ୟାପାଣିରେ ଭାସି ଯାଇଥିବା କାର ଭିତରୁ ରବିବାର ଶଳା, ଭିଣୋଇଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ହେଲେ ଜମନକିରା ବ୍ଲକ କୁଚିଣ୍ଡା ଥାନା…

ଗର୍ଭବତୀ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା

ସମ୍ବଲପୁର,୨୧।୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଗଇଲଗୁଡି ଗ୍ରାମର ମଙ୍ଗଳୁ ଶବର ନିଜ ଗର୍ଭବତୀ ସ୍ତ୍ରୀ ପଦ୍ମିନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ମାମଲାକୁ ଚପାଇଦେବାକୁ ଚେଷ୍ଟାକରି ସେ ଜଙ୍ଗଲ ଭିତରେ ପୋତି ଦେଇଥିବା ମୃତଦେହ ୪ଦିନ ପରେ ଜବତ ହୋଇଛି।…

ହୀରାକୁଦରେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୨୦ା୮(ବ୍ୟୁରୋ): ହୀରାକୁଦରେ ବନ୍ଦ ହେଲା ଆଉ ୬ ଗେଟ୍‌। ବର୍ତ୍ତମାନ ମାତ୍ର ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ମଧ୍ୟାହ୍ନସୁଦ୍ଧା ଖୋଲାଥିବା ୧୦ ଗେଟ୍‌ ମଧ୍ୟରୁ ଅପରାହ୍ନରେ ଆଉ ୬ଟି ବନ୍ଦ କରିଦିଆଯାଇଛି। ଏବେ ୪ଟି ଗେଟ୍‌ ଦେଇ ଜଳ…

ହୀରାକୁଦ ଡ୍ୟାମ୍‌ର ୧୬ ଗେଟ୍‌ରୁ ବନ୍ଦ ହେଲା ଆଉ ୬ ଗେଟ୍‌

ସମ୍ବଲପୁର,୨୦।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌ରୁ ଆଉ ୬ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏହା ପୂର୍ବରୁ ସକାଳେ ୪ଟି ଗେଟ୍‌କୁ ବନ୍ଦ କରାଯାଇଥିଲା।

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍‌

ସମ୍ବଲପୁର,୨୦।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌କୁ ଶନିବାର ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ୧୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି। ଅନ୍ୟପଟେ, ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୦.୭୧ ଫୁଟ୍‌ ରହିଛି। ସେହିପରି ୧ଲକ୍ଷ ୮୩ ହଜାର ୩୮୧…

ଲଘୁଚାପ ବର୍ଷା, ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି

ସମ୍ବଲପୁର,୨୦ା୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀକୁଳକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ମାନେଶ୍ୱର ଓ ଧନକଉଡ଼ା ବ୍ଲକରେ ହୋଇଥିବା ଧାନ ଫସଲରେ ପାଣି ଜମି ନଷ୍ଟ ହୋଇଛି। ଚଳିତ ଖରିଫ ଋତୁ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାର୍ଯ୍ୟ ଆଗେଇପାରି…

ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ସମ୍ବଲପୁର,୧୯।୮(ବ୍ୟୁରୋ): ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ପୂର୍ବାହ୍ନ ୧୦ ଟା ୫୬ ମିନିଟ୍‌ରୁ ୧୧ଟା୧୦ ମଧ୍ୟରେ ନବାହ୍ନ ଲାଗି ହେବ। ଉକ୍ତ ଦିନ ତୁଲା ଲଗ୍ନେ ମା’ସମଲେଶ୍ୱରୀଠାରେ…

ପୁଣି ଯାନବାହନ ଯାଞ୍ଚ: ୪୧ଜଣ ଗଣିଲେ ୧ଲକ୍ଷ ୨୭ ହଜାର ଜରିମାନା

କୋଲାବିରା,୧୯ା୮(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅଧୀନ ୪୯ନଂ. ଜାତୀୟ ରାଜପଥର ଶିରିଆପାଲି ନିକଟରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଯାନବାହନ ଯାଞ୍ଚ କରାଯାଇଥିଲା। ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସ୍ବାହା ହେମ୍ବ୍ରମଙ୍କ ନେତୃତ୍ୱରେ ପରିବହନ ବିଭାଗର…

କମିଛି ବର୍ଷା, କମିନି ଦୁର୍ଦ୍ଦଶା

ସମ୍ବଲପୁର,୧୯ା୮(ବ୍ୟୁରୋ):ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ୨୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଅନ୍ୟପଟେ ଦିନତମାମ ସମ୍ବଲପୁର ସହରରେ ବର୍ଷା ହୋଇନାହିଁ। ତେଣୁ ତଳି ଅଞ୍ଚଳରେ ପ୍ରଭାବିତମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ହେଲେ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା କମିନାହିଁ। ଅନେକ ଗୃହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri