ସମ୍ବଲପୁର

ଦୋକାନ ଯୋଗୁ ଉପୁଜୁଛି ସମସ୍ୟା

ରାଉରକେଲା ଅଫିସ,୧୧।୨: ପୋନପୋଷ ସବ୍‌ ପୋଷ୍ଟ ଅଫିସ ରାଉରକେଲାର ସର୍ବପୁରାତନ ପୋଷ୍ଟ ଅଫିସ। ଏଠାରେ ପୋଷ୍ଟାଲ କାମ ସହ ନୂତନ ଆଧାର କାର୍ଡ, ଆଧାର କାର୍ଡ ସଂଶୋଧନ ଏବଂ ପୋଷ୍ଟାଲ ବ୍ୟାଙ୍କର ସମସ୍ତ କାର୍ଯ୍ୟ କରାଯାଉଛି। ମାତ୍ର ପୋଷ୍ଟ ଅଫିସ ସମ୍ମୁଖରେ…

ଦିଲ୍ଲୀ ଲିଙ୍କ୍‌ ନେଇ ଜୋର ଧରିଲା ଚର୍ଚ୍ଚା

ସମ୍ବଲପୁର,୧୧ା୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିକରି ହତ୍ୟା ଘଟଣାକୁ ଶୁକ୍ରବାର ୧୩ଦିନ ପୂରିଛି। ଘଟଣାର ପ୍ରଥମ ଦିନରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାବତ୍‌ ହତ୍ୟାର କାରଣ ସ୍ପଷ୍ଟ କରିପାରି ନାହିଁ। ଇତିମଧ୍ୟରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କୁ ଗୁଜରାଟ…

୨୯ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ

ସମ୍ବଲପୁର,୧୦ା୨(ବ୍ୟୁରୋ)- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ନଭେମ୍ବର ୨୯ରେ କୋର୍ଟ ସମ୍ମୁଖରେ ଠେଲାପେଲା ଓ ଡିସେମ୍ବର ୧୨ରେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା ସମ୍ବଲପୁର ବାର୍‌ର ୨୯ଜଣ ଓକିଲଙ୍କ ସହ ଜଣେ ବାର୍‌…

ଟ୍ରକ୍‌ରେ ଲାଗିଗଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଧ

ରେଢ଼ାଖୋଲ,୮।୨(ଡି.ଏନ.ଏ ): ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥର ରେଢ଼ାଖୋଲ ଥାନା ତେରବେଡା ଗ୍ରାମ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡରେ ଓଲଟି ପଡିବା ପରେ ନିଆଁ ଲାଗିଯାଇଛି। ଫଳରେ ଗାଡି ଭିତରେ…

ସୁସ୍ଥ ହୋଇ ଫେରିଲେ ଗୁଳିରେ ଆହତ ଜୀବନ

ସମ୍ବଲପୁର,୮ା୨(ବ୍ୟୁରୋ): ଝାରସୁଗୁଡ଼ା ଜିଲା ଗାନ୍ଧୀ ଛକରେ ଗତ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ସମୟରେ ସ୍ଥାନୀୟ ବ୍ରଜରାଜନଗରର ଜୀବନ ନାଏକଙ୍କ ବେକରେ ଏକ ଗୁଳିି ବାଜିଥିଲା। ଘଟଣାର ୯ଦିନ ପରେ ବୁର୍ଲା ଭିମ୍‌ସାରରେ ଚିକିତ୍ସିତ ହେଉଥିବା ଜୀବନ ସୁସ୍ଥ…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ କେନ୍ଦ୍ର ରାଜି: ରିଜିଜୁ

ସମ୍ବଲପୁର,୮ା୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆବଶ୍ୟକ ନ ଥିବା ସୁପ୍ରିମକୋର୍ଟ କହିବା ପରେ ଅଞ୍ଚଳବାସୀଙ୍କ ଆଶା ମଉଳି ଯାଇଥିଲା। ହେଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଚିଠି ଏହି ଆଶାକୁ ଉଜ୍ଜୀବିତ କରିଛି। ବରଗଡ଼ ଲୋକ ସଭା…

ସୁରକ୍ଷାକର୍ମୀଙ୍କୁ ପୁଣି ମାଡ଼ ଅଭିଯୋଗ

ସମ୍ବଲପୁର,୭ା୨(ବ୍ୟୁରୋ): ସମ୍ବଲପୁର ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ଏଆଇପିଏଲ୍‌ ପୂର୍ବରୁ ବାଉନ୍‌ସର ଲଗାଇ ଡ୍ରାଇଭରମାନଙ୍କୁ ମାଡ ମାରିଥିବା ଅଭିଯୋଗକ୍ରମେ ଯୁଯୁମୁରା ଥାନାରେ ମାମଲା ରୁଜୁ ହୋଇଥିଲା। ଏବେ ଘରୋଇ ସୁରକ୍ଷାକର୍ମୀଙ୍କୁ ପୁଣି ବାଉନ୍‌ସର ଲଗାଇ ମାଡ଼ ମରାଯାଇଥିବା…

ସମ୍ବଲପୁର ମଣ୍ଡଳ: ୧୬ ଷ୍ଟେଶନର ହେବ ଆଧୁନିକୀକରଣ

ସମ୍ବଲପୁର,୪ା୨(ବ୍ୟୁରୋ): କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ପ୍ରାୟ ୧୦ ହଜାର କୋଟି ବ୍ୟୟ ବରାଦ ହୋଇଛି। ସମ୍ବଲପୁର ରେଳମଣ୍ଡଳର ଅନେକ ଷ୍ଟେଶନ, ରେଳ ଲାଇନ ତଥା ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ। ଅମୃତ ଷ୍ଟେଶନ ଯୋଜନାରେ ସମ୍ବଲପୁର ମଣ୍ଡଳର ୧୬ ଗୋଟି…

ମନ୍ତ୍ରୀ ହତ୍ୟା ମାମଲା, ସମ୍ବଲପୁରରେ କ୍ରାଇମବ୍ରାଞ୍ଚ ଟିମ୍‌

ସମ୍ବଲପୁର,୩।୨(ବ୍ୟୁରୋ): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ବୁର୍ଲା ଭୀମସାରରେ ତଦନ୍ତ ଆରମ୍ଭ କରିଛି। ୨ ଡିଏସ୍‌ପିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ବୁର୍ଲାରେ ପହଞ୍ଚି ତନାଘନା ଚଳାଇଛି। ଗୁଳିକାଣ୍ଡ ସମୟରେ ଆହତ ହୋଇଥିବା ଅନ୍ୟ…

ଜୀବନ ହାରିଲେ ଯୁବକ, କାରଣ ଖୋଜୁଛି ପୋଲିସ

ନାକଟିଦେଉଳ,୩ା୨(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧୀନ ନାକଟିଦେଉଳ ମେଡ଼ିକାଲ ଛକଠାରେ ରହୁଥିବା ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ନିରଞ୍ଜନ ବେହେରା (୩୨)। ସୂଚନା ମୁତାବକ, ନିରଞ୍ଜନଙ୍କ ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ନିରଞ୍ଜନ…

ଗୋପାଳଙ୍କୁ କେନ୍ଦ୍ରୀୟ ସୁରକ୍ଷା ଲୋଡ଼ା: ଜୟନାରାୟଣ

ସମ୍ବଲପୁର, ୩ା୨(ବ୍ୟୁରୋ):ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗିରଫ ହୋଇଥିବାବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏଭଳି ସ୍ଥିତିରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ…

‘ମନ୍ତ୍ରୀଙ୍କ ମୃତଦେହ ଧରି ସରକାର ଡ୍ରାମା କରୁଛନ୍ତି’

ସମ୍ବଲପୁର,୧।୨(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କୁ ରବିବାର ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଖବର ରହିଛି ଏବଂ ସବୁ ଆଡେ ଚର୍ଚ୍ଚା ମଧ୍ୟ ହେଉଛି। ଗୁଳିକାଣ୍ଡ ପରେ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?