ସମ୍ବଲପୁର

ମାଲିକଙ୍କ ଅଜାଣତରେ ଜମି ବିକ୍ରି ଉଦ୍ୟମ

ସମ୍ବଲପୁର,୨୪ା୮(ଶୁଭାଶିଷ ପାଢ଼ୀ)ସମ୍ବଲପୁର ଜିଲା ବୁର୍ଲା ଥାନା ଅଞ୍ଚଳରେ ମାଲିକ ଅଜାଣତରେ ହେଉଥିଲା ଜମି ବିକ୍ରି। ଦଲାଲମାନେ ନକଲି ଦସ୍ତାବିଜ ତିଆରି କରି ଜମି କିଣାବିକା କରୁଥିଲେ। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବୁର୍ଲା ଥାନା…

ଘର ନିର୍ମାଣ ଅନୁମତିରେ ଜାଲିଆତି

ସମ୍ବଲପୁର,୨୩।୮(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍‌ଡିଏ) ଅଫିସରେ ଚାଲିଥିବା ଜାଲିଆତିର ପର୍ଦ୍ଦାଫାଶ କରିଛି ପୋଲିସ। ଅଭିଯୁକ୍ତମାନେ ପ୍ଲାନିଂ ଅଫିସରଙ୍କ ଅଜାଣତରେ ତାଙ୍କ ଦସ୍ତଖତ, ଷ୍ଟାମ୍ପ, ଚିଠି ବ୍ୟବହାରକରି ବ୍ୟାଙ୍କ ଋ଼ଣ ଓ ଘର ନିର୍ମାଣ ପାଇଁ ଅନୁମତିପତ୍ର କରୁଥିଲେ। ଖୋଦ…

ନବ ଦାସ ହତ୍ୟା ଘଟଣା:ସେପ୍ଟେମ୍ବର ୨କୁ ଘୁଞ୍ଚିଲା ଶୁଣାଣି

ସମ୍ବଲପୁର,୨୨ା୮(ଶୁଭାଶିଷ ପାଢୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ସୋମବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଝାରସୁଗୁଡା ଅତିରିକ୍ତ ଜିଲା ଜଜ୍‌ କୋର୍ଟରେ ଶୁଣାଣି ରହିଥିଲା। ହେଲେ ବିଚାରପତିଙ୍କ ଅନୁପସ୍ଥିତ ଯୋଗୁ ଶୁଣାଣି…

ନୂଆଖାଇ ପରଦିନକୁ ସରକାରୀ ଛୁଟି ଘୋଷଣା କରାଯାଉ

ସମ୍ବଲପୁର,୨୧ା୮(ଶୁଭାଶିଷ ପାଢୀ): ଆସନ୍ତା ସେପ୍ଟେମ୍ବର ୨୦ରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ହେବ। ଏହି ଅବସରରେ ସରକାରୀ ଭାବେ ନୂଆଖାଇ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି। ଏହାକୁ ବୃଦ୍ଧି କରି ଦୁଇଦିନ ଛୁଟି ଘୋଷଣା କରାଯାଉ ବୋଲି…

ଭଙ୍ଗାଘରେ ୭ ପ୍ରାଣୀ କୁଟୁମ୍ବ

ସମ୍ବଲପୁର,୨୧ା୮(ବି.ଶଙ୍କର): ଲଗାତର ବର୍ଷା ଯୋଗୁ ସମ୍ବଲପୁର ମହନଗର ନିଗମ ଅନ୍ତର୍ଗତ ବଡବଜାର ସାହେବ ବଙ୍ଗଲାର ଏକ ଘର ଶନିବାର ପୂର୍ବାହ୍ନ ୯ ଟା ସମୟରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଉକ୍ତ ଘରେ ଫକୀର ମୋହନ ମିଶ୍ର, ପୁଅ, ସ୍ତ୍ରୀ, ବିଧବା ଝିଅ ଉମା…

ଟ୍ରକ ତଳେ ଚାପି ହୋଇ ଚାଲିଗଲା ଯବାନଙ୍କ ଜୀବନ

ଜମନକିରା,୨୦।୮: ( ରବୀନ୍ଦ୍ର ପ୍ରସାଦ ଦାନୀ) ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନାରେ ୩୦ବର୍ଷ କାଳ ସେବା କରି ସୁନାମ ଅର୍ଜନ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଥିଲେ। ଅବସର ନେବା ପରେ ଅନେକ…

ଝାରସୁଗୁଡ଼ା ଡିଏଚ୍‌ଏଚ୍‌ରେ ଶିଶୁ ବଦଳ ଅଭିଯୋଗ

ସମ୍ବଲପୁର,୨୦ା୮(ଶୁଭାଶିଷ ପାଢ଼ୀ)ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନା (ଡିଏଚ୍‌ଏଚ୍‌)ରେ ଶନିବାର ଏକ ନବଜାତ ଶିଶୁ ବଦଳ ନେଇ ଅଭିଯୋଗ ହୋଇଛି। ବ୍ରଜରାଜନଗର ରାମପୁରର ଦମ୍ପତି ରାଜକୁମାର ଗିରି ଓ ସ୍ତ୍ରୀ ଦୀପାଞ୍ଜଳିଙ୍କ ଅଭିଯୋଗକ୍ରମେ ପିଲା ଜନ୍ମହେବା ସମୟରେ ପୁଅ ହୋଇଥିବା ଡାକ୍ତରଖାନା ପକ୍ଷରୁ…

ପାଣି ପାଇପ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ

ସମ୍ବଲପୁର,୧୮ା୮(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ହୀରାକୁଦ ଥାନା ଅଞ୍ଚଳରେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ବିଛା ଯାଇଥିବା ପାଣି ପାଇପ୍‌ ଚୋରି ର଼୍ୟାକେଟର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ହୀରାକୁଦର ବସୁଦେବ ଓରାମ, ଯଶୋବନ୍ତ…

ଲଣ୍ଡା ପାହାଡ଼ରେ ସବୁଜିମା

ସମ୍ବଲପୁର,୧୮ା୮(ଶୁଭାଶିଷ ପାଢ଼ୀ): ସହର ଉପକଣ୍ଠରେ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ସମ୍ବଲପୁର ବନଖଣ୍ଡ ପକ୍ଷରୁ ବିଭିନ୍ନ ଯୋଜନାରେ ବୃକ୍ଷ ରୋପଣ କରାଯାଉଛି। ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କରିବା ସହ ପୁନରୁଦ୍ଧାର କରାଯାଉଛି। ତଥ୍ୟ ଅନୁଯାୟୀ ୩ବର୍ଷ ଭିତରେ ପ୍ରାୟ…

ବ୍ଲକ ଅଧ୍ୟକ୍ଷାଙ୍କ ସହ ଗଣ୍ଡଗୋଳ: ସମିତି ସଭ୍ୟ, ସହଯୋଗୀ ଗିରଫ

ଜମନକିରା,୧୪ା୮(ରବୀନ୍ଦ୍ର ପ୍ରସାଦ ଦାନି): ଜମନକିରା ବ୍ଲକ ଅଧ୍ୟକ୍ଷାଙ୍କ ଚାମ୍ବରରେ ପଶି ଗଣ୍ଡଗୋଳ କରିବା ଘଟଣାରେ ଜମନକିରା ପୋଲିସ ଜଣେ ସମିତି ସଭ୍ୟଙ୍କ ସହ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ…

ପଥରଖାଦାନ ବ୍ଲାଷ୍ଟିଙ୍ଗ: ନଷ୍ଟ ହେଉଛି ଫସଲ

ସମ୍ବଲପୁର, ୧୪।୮ (ଶୁଭାଶିଷ ପାଢ଼ୀ): ରାଜସ୍ବ ଆଦାୟ କରିବା ପାଇଁ ସରକାରୀ ସ୍ତରରେ ପଥରଖାଦାନଗୁଡିକ ଲିଜ୍‌ ସୂତ୍ରରେ ଦିଆଯାଉଛି। ହେଲେ ଲିଜ୍‌ ଦେବା ପରେ ପଥରଖାଦାନ ପାର୍ଶ୍ୱରେ ଥିବା ରୟତି ଜମିଗୁଡିକ କିଭଳି ଭାବେ ନଷ୍ଟ ହୋଇଯାଉଛି ତାହାକୁ ନ ଦେଖିଲେ…

ଅଙ୍ଗୁଳି ଯୋଡ଼ିବା ବଦଳରେ କାଟିଦେଲେ

ସମ୍ବଲପୁର,୧୩ା୮(ଶୁଭାଶିଷ ପାଢ଼ୀ)ଛତିଶଗଡ଼ ରାୟପୁରର ଏକ ଘରୋଇ ମେଡିକାଲ ଡାକ୍ତରଙ୍କ ଅବହେଳା ଯୋଗୁ ସମ୍ବଲପୁର ମହାନଗର ନିଗମ ହୀରାକୁଦର ଯୁବକ ସନତ କୁମାର ମହାନ୍ତି ତାଙ୍କ ଡାହାଣ ହାତର ବୁଢା ଅଙ୍ଗୁଳି ହରାଇ ବସିଛନ୍ତି। ଅଙ୍ଗୁଳି ଯୋଡିବା ବଦଳରେ ଡାକ୍ତର ବାରମ୍ବାର ଅପରେଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?