ସମ୍ବଲପୁର

ବଳାତ୍କାର କରି ବ୍ଲାକମେଲିଂ କରୁଥିଲେ

କୁଚିଣ୍ଡା,୨୮ା୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୨୦୨୦ ଲକ୍‌ଡାଉନ ସମୟରେ ଟ୍ୟୁଶନରୁ ଫେରିବା ବାଟରେ କିରାଶାସନ ଗ୍ରାମର ବାଦଲ ମିଞ୍ଜ ଓ ନାରେନ ମାଝି ଟେକିନେଇ ବଳାତ୍କାର କରି ଏହାର ଭିଡିଓ ଉତ୍ତୋଳନ କରିଥିଲେ। ସେହିଦିନରୁ...

ଶୀତଳ ଷଷ୍ଠୀ ଲାଗି ୩ ଦିନ ବନ୍ଦ ରହିବ ମଦ ଦୋକାନ

ସମ୍ବଲପୁର,୨୮।୫(ବ୍ୟୁରୋ): ଆଗକୁ ଆସୁଛି ଶୀତଳ ଷଷ୍ଠୀ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ୩ ଦିନ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩ ତାରିଖ ରାତି ୧୦.୩୦ରୁ...

ପେଡ୍‌ ପିରିୟଡ ଲିଭ୍‌ ଦାବି କଲେ ସମ୍ବଲପୁର ଝିଅ

ସମ୍ବଲପୁର,୨୮ା୫(ବ୍ୟୁରୋ): ଋତୁସ୍ରାବ ସମୟରେ କର୍ମଜୀବୀ ମହିଳା ଅସ୍ବସ୍ତି ଅନୁଭବ କରିଥାନ୍ତି। ଏଥିରୁ ଆଶ୍ୱସ୍ତି ପାଇବା ପାଇଁ ସମ୍ବଲପୁର ଏନ୍‌ଗୁହା ଲାଇନର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ଆଗେଇ ଆସିଛନ୍ତି। ସେ ପେଡ୍‌ ପିରିୟଡ ଲିଭ୍‌ ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ...

ସମବାୟ ନିର୍ବାଚନ: ୧୦୩ ନାମାଙ୍କନ ପତ୍ର ଦାଖଲ

ଜମନକିରା,୨୭ା୫(ଡି.ଏନ.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକରେ ଥିବା ୩ଟି ଲ୍ୟାମ୍ପ୍‌ସରେ ମୋଟ ୧୦୩ଜଣ ପ୍ରାର୍ଥୀ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନା ଅନୁସାରେ, ପ୍ରତ୍ୟେକ ଲାମ୍ପ୍‌ସକୁ ୧୫ଟି ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇ ନିିର୍ବାଚନ ପ୍ରକ୍ରିୟା ହେଉଛି। ଧାର୍ଯ୍ୟ ତାରିଖ...

୨୮ବର୍ଷ ବିତିଲା, ହେଲାନି କଂସରଝରଣ ଜଳଭଣ୍ଡାର

ସମ୍ବଲପୁର,୨୭ା୫(ବ୍ୟୁରୋ): ୧୯୯୪ ମସିହା ଏପ୍ରିଲ ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଗସ୍ତରେ ଆସି କୟାକୁଦ ପଞ୍ଚାୟତ ଅଫିସ ଓ ଯୁଯୁମୁରା ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଥିଲେ। ସେ ସମୟରେ ଚାଷୀ ଓ...

ହାଇଓ୍ବା ଧକ୍କାରେ ୩ ଜଣଙ୍କ ଜୀବନ ଗଲା

ସମ୍ବଲପୁର ଅଫିସ,୨୫ା୫: ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ପେଟ୍ରୋଲ ପମ୍ପ ସାମ୍ନା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଯୁବକଙ୍କ ମୃତ୍ୟୁ...

ଯୁବତୀଙ୍କ ଚୁଟି କାଟି ବିଷ ପିଆଇଦେଲେ

ସମ୍ବଲପୁର,୨୫ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଅଞ୍ଚଳରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଘରେ ପଶି ଜଣେ ଯୁବତୀଙ୍କ ଚୁଟି କାଟି ବିଷ ପିଆଇ ଦେଇଥିଲେ। ଚେତାଶୂନ୍ୟ ହୋଇଯିବାରୁ ପରିବାର ଲୋକେ ଯୁବତୀଙ୍କୁ ଡାକ୍ତରଖାନା ନେଇଯାଇଥିଲେ।...

ଥଟ୍ଟା କରିବାରୁ ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ

ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା କେଶାପାଲି ଗ୍ରାମରେ ଥଟ୍ଟା କରିବାକୁ ନେଇ ମାରପିଟ ହୋଇଛି। ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ଥାନାରେ ୭୯/୨୨ ଏବଂ ୮୦/୨୨ ୨ଟି ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଗତ ଶନିବାର...

ଶିଶୁକନ୍ୟା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ସମ୍ବଲପୁର,୨୧ା୫(ବ୍ୟୁରୋ)- ୨୦୧୪ରେ ଘଟିଥିବା ଏକ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ସମ୍ବଲପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ପୋକ୍‌ସୋ କୋର୍ଟ ବିଚାରପତି ମଧୁମିତା ମହାନ୍ତି ଅଭିଯୁକ୍ତ ଯୁଯୁମୁରା ଥାନା ଜାମଟାଲ ଗ୍ରାମର ସଞ୍ଜୀବ...

ସୁନା ବ୍ୟବସାୟୀଙ୍କଠାରୁ ଚୋରିକରି ପଳାଉଥିଲେ ଡ୍ରାଇଭର

ଦେବଗଡ଼,୧୯ା୫(ଡି.ଏନ୍‌.ଏ.)-ପଶ୍ଚିମବଙ୍ଗର ଜଣେ ସୁନା ବ୍ୟବସାୟୀଙ୍କଠାରୁ ୭ଲକ୍ଷ ୧୦ ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ଡ୍ରାଇଭରଙ୍କୁ ଦେବଗଡ଼ ପୋଲିସ ଗିରଫ କରିଛିି। ତାଙ୍କ ନାମ ମୁକୁଳ ସନ୍ତୋଷ ଦାଶ। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର...

ବାପାଙ୍କ କଟୁରି ଚୋଟରେ ପୁଅ ମୃତ

ଦେବଗଡ଼,୧୮ା୫(ଡି.ଏନ୍‌.ଏ.)- ଯେଉଁ ପୁଅକୁ କାଖେଇ କୋଳେଇ ବଡ଼ କରିଥିଲେ, ସେହି ବଢ଼ିଲା ପୁଅଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି ବାପା। ମଙ୍ଗଳବାର ରାତିରେ ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ। ରାତି...

କିଣିବାକୁ ଆସି ଝାମ୍ପି ନେଲେ ୪ ସୁନା ଚେନ

ରେଙ୍ଗାଲି,୧୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ମହାବୀର ଛକ ନିକଟ ଏକ ସୁନା ଦୋକାନରୁ ଜଣେ ଦୁର୍ବୃତ୍ତ ୪ଟି ସୁନା ଚେନ ଝାମ୍ପି ନେଇ ଫେରାରହୋଇ ଯାଇଥିବା ଜଣାପଡିଛି। ପ୍ରକାଶ ଯେ, ସୋମବାର ରାତିରେ ମହାବୀର ଛକରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri