ସମ୍ବଲପୁର

ହିଟ୍‌ ଆଣ୍ଡ ରନ୍‌: ଅଜଣା ଗାଡି ଧକ୍କାରେ ୨ମୃତ

କୁଚିଣ୍ଡା,୪।୧୦(ବିରଞ୍ଚି ଦର୍କା): କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡି ପଞ୍ଚାୟତ ଅଫିସ ସମ୍ମୁଖରେ ବୁଧବାର ଭୋର ପ୍ରାୟ ୫ଟା ସମୟରେ ଅଜଣା ଗାଡି ଧକ୍କାରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ପଣ୍ଡରିକଟା ଗ୍ରାମର ଦଧି ଦର୍କା(୭୦) ଓ ପାରୁଆଭାଡି ଗ୍ରାମର…

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୩ ନୂଆ ପାଠ୍ୟକ୍ରମ ଖୋଲିବ

ସମ୍ବଲପୁର, ୨।୧୦(ଶୁଭାଶିଷ ପାଢ଼ୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏବେ ତିନୋଟି ବିଷୟରେ ନୂତନ ପୋଷ୍ଟ ଗ୍ରାଜୁଏଟ (ପିଜି) ପାଠ୍ୟକ୍ରମ ଆରମ୍ଭ ହେବ। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶିକ୍ଷା, ବାଣିଜ୍ୟ ଏବଂ ସଂସ୍କୃତରେ ପିଜି ପାଠ୍ୟକ୍ରମ ପ୍ରବର୍ତ୍ତନ ପାଇଁ କେନ୍ଦ୍ର…

ବାଚସ୍ପତିଙ୍କୁ ଅସମ୍ମାନ କରାଯାଇଛି : ବିଜେଡି

ସମ୍ବଲପୁର,୧।୧୦(ଶୁଭାଶିଷ ପାଢ଼ୀ): ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଅସମ୍ମାନ ଘଟଣାରେ ଭାଜପା ବିଧାୟକଙ୍କ ବିରୋଧରେ ପ୍ରତିବାଦ କରୁଛି ବିଜେଡି। ଏ ନେଇ ସମ୍ବଲପୁର ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ସମ୍ପୃକ୍ତ ବିଧାୟକଙ୍କ ଆଚରଣକୁ ନିନ୍ଦା କରାଯାଇଛି। ବିଜେଡି କର୍ମକର୍ତ୍ତାମାନେ ଦର୍ଶାଇଥିଲେ, ମୁଖ୍ୟମନ୍ତ୍ରୀ…

ହୀରାକୁଦ ଡ୍ୟାମ୍‌ରେ ଜଳଧାରଣା କ୍ଷମତା ପୂର୍ଣ୍ଣ

ସମ୍ବଲପୁର,୩୦ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରେ ଜଳଧାରଣା କ୍ଷମତା ଶୁକ୍ରବାର ପୂର୍ଣ୍ଣ ହୋଇଛି। ସର୍ବାଧିକ ୬୩୦ ଫୁଟ୍‌ ଜଳସ୍ତର କ୍ଷମତା ପୂରା ହୋଇଛି। ପ୍ରତିବର୍ଷ ସେପ୍ଟେମ୍ବର ଶେଷ ବେଳକୁ ଡ୍ୟାମ୍‌ରେ ଜଳସ୍ତର ଏଭଳି ରହିଥାଏ। ଶୁକ୍ରବାରଠାରୁ ପଶ୍ଚିମ ଓଡ଼ିଶା ଓ…

ଗୋପୀଙ୍କୁ ସଙ୍କୁଚିତ, ହେମନ୍ତଙ୍କୁ ପ୍ରୋତ୍ସାହନ

ସମ୍ବଲପୁର,୨୯ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ବିଜେଡିର ନୂତନ କମିଟି ଗଠନ କରାଯାଇଛି। ରେଢ଼ାଖୋଲ ବିଧାନସଭାର ମାନେଶ୍ୱର ବ୍ଲକ ସଭାପତି ଭାବେ ପୁଣିଥରେ ବରିଷ୍ଠ ନେତା ଗୋପୀରଞ୍ଜନ ବେହେରାଙ୍କୁ ନିଯୁକ୍ତ କରାଯାଇଛି। ଜିଲାର ୯ ଗୋଟି ବ୍ଲକ୍‌ ଓ ମହାନଗର ନିଗମକୁ…

ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ

ରେଢ଼ାଖୋଲ,୨୮ା୯(ଅଚ୍ୟୁତାନନ୍ଦ ପୁରୋହିତ): ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ପ୍ରଧାନ (୫୪)ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁଟାସିଂହା ଗ୍ରାମର ଅଶ୍ବିନୀ ବଘାର (୨୭) ଓ ମହେଶ ବଘାର (୨୫)। ମିଳିଥିବା…

୬ମାସ ହେଲା ପାଇପ୍‌ ଫାଟି ଭାସୁଛି ପାଣି, ଅଭିଯୋଗ କଲେ ସୁଦ୍ଧା ପଦକ୍ଷେପ ଶୂନ

ରାଉରକେଲା,୨୮ା୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନ ଗାନ୍ଧୀଛକ ରାସ୍ତାରେ ଦୀର୍ଘ ୬ମାସ ହେଲା ପାଇପ୍‌ ଫାଟି ପାନୀୟ ଜଳ ନଷ୍ଟ ହେଉଛି। ଏ ନେଇ ଛକର ବ୍ୟବସାୟୀମାନେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ମରାମତି ଦିଗରେ ନା ଆରଏମସି…

ବଢ଼ିଲା ସଭ୍ୟ ସଂଖ୍ୟା, ମହିଳାଙ୍କୁ ଉପେକ୍ଷା

ସମ୍ବଲପୁର,୨୮ା୯(ଶୁଭାଶିଷ ପାଢ଼ୀ): ବିଧାୟକ ରୋହିତ ପୂଜାରୀ ସମ୍ବଲପୁର ଜିଲା ସଭାପତି ଭାବେ ଘୋଷଣା ହେବାର ଦିନକ ପରେ ବୁଧବାର ନୂତନ ଜିଲା କମିଟି ତାଲିକା ପ୍ରକାଶ ପାଇଛି। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସ୍ବୀକୃତି…

ପାଣିମୁରା, ଗିରିଶ୍ଚନ୍ଦ୍ରପୁର ଏଏନ୍‌ଏମ୍‌ ସବ୍‌ସେଣ୍ଟର: ଖାଲିପଡ଼ିଛି ମହିଳା ସ୍ବାସ୍ଥ୍ୟକର୍ମୀ ପଦବୀ

ନାକଟିଦେଉଳ,୨୮ା୯(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ବ୍ଲକର ଆଦିବାସୀ ଅଧ୍ୟୁଷିତ ପାଣିମୁରା ଓ ଗିରିଶ୍ଚନ୍ଦ୍ରପୁର ଏଏନ୍‌ଏମ୍‌ ସବ୍‌ସେଣ୍ଟରରେ ଦେଢବର୍ଷ ହେଲା ମହିଳା ସ୍ବାସ୍ଥ୍ୟକର୍ମୀ ପଦବୀ ଖାଲିପଡିଛି। ଏପରି କି ପାଣିମୁରା ସେଣ୍ଟରର ନିଜସ୍ବ ଗୃହ ଖଣ୍ଡିଏ ମଧ୍ୟ ନାହିଁ। ଫଳରେ ଗର୍ଭବତୀ ମହିଳା…

ବନ୍ଦ  ହେଲା ହୀରାକୁଦର ୪ ଗେଟ୍‌ 

ସମ୍ବଲପୁର ୨୬।୯: ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ବନ୍ଦ ହୋଇଛି । ବର୍ତ୍ତମାନ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଫଳରେ ବାମ ପାଶର୍‌ବରେ ୬ଟି ଏବଂ ଡାହାଣ ପାଶର୍‌ବରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ଜାରି…

ବର୍ଷାରେ ଭାଙ୍ଗିଲା ଘର: ସମ୍ପର୍କୀୟଙ୍କ ଘରେ ଆଶ୍ରୟ

କୁଚିଣ୍ଡା,୨୫ା୯(ବିରଞ୍ଚି ଦର୍କା): ଲଗାଣ ବର୍ଷାରେ ସମ୍ବଲପୁର ଜିଲା କୁଚିଣ୍ଡା ତହସିଲ କୁନ୍ତରା ଗ୍ରାମର ଦଶରଥ ଭଇଁଷାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଘଟଣା ଦିନରେ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ପରିବାର ଲୋକେ ବର୍ତ୍ତିଯାଇଛନ୍ତି। ଅନ୍ୟପକ୍ଷେ ପରିବାର ଲୋକେ ଅସହାୟ ଅବସ୍ଥାରେ ସମ୍ପର୍କୀୟଙ୍କ…

ସଫଳ ପିଜୁଳି ଚାଷୀ କୁଅଁର ଦମ୍ପତି, କରୁଛନ୍ତି ଲକ୍ଷାଧିକ ଟଙ୍କା ଆୟ

ସମ୍ବଲପୁର,୨୩ା୯ (ଶୁଭାଶିଷ ପାଢ଼ୀ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ମିଳେ। ସଂଘର୍ଷ କରି ଏଭଳି ସଫଳତା ପାଇଛନ୍ତି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଫଟାମୁଣ୍ଡା ଗାଁର ଚାଷୀ ଦମ୍ପତି ଯଜ୍ଞଶିନୀ କୁଅଁର ଓ ସ୍ବାମୀ ମହେନ୍ଦ୍ର। ଏମାନେ ପିଜୁଳି ଚାଷ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?