ପିଏମ୍ଜିଏସ୍ୱାଇ ରାସ୍ତାରେ ଚାଲୁଛି ଭାରିଯାନ: ଉଠିଯାଉଛି ପିଚୁ, ସ୍ଥାୟିତ୍ୱ ନେଇ ପ୍ରଶ୍ନ
ସମ୍ବଲପୁର, ୧୩ା୭ (ଶୁଭାଶିଷ ପାଢୀ): ପ୍ରତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ)ରେ ରାସ୍ତା ନିର୍ମାଣ କରାଯାଇ ଗ୍ରାମାଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ହେଲେ ନିୟମ ବାହାରକୁ ଯାଇ ବହୁ ଗାଡି ଚାଳକ ଭାରିଯାନ ଚଳାଉଥିବାରୁ ରାସ୍ତା ଖରାପ ହୋଇଯାଉଥିବା…
ପାଉଁଶରେ ପୋତାହେବ ଜଳାଶୟ, ବଢୁଛି ଜନ ଅସନ୍ତୋଷ
ସମ୍ବଲପୁର, ୧୩ା୭ (ଶୁଭାଶିଷ ପାଢୀ): ଭୂତଳ ଜଳସ୍ତର ନିୟନ୍ତ୍ରଣ, ଜଳ ସଂରକ୍ଷଣ ସହ ଲୋକଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ରାଜ୍ୟ ସରକାର ପୋଖରୀ ଖନନ କରୁଛନ୍ତି। ଦୁଇଦିନ ତଳେ ଏଥିପାଇଁ ସ୍ବତନ୍ତ୍ର ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି। ହେଲେ ସମ୍ବଲପୁର ଜିଲାରେ…
ଅଫିସ ଦୌଡୁଥିଲେ ବି ମିଳୁନି ଭତ୍ତା
ସମ୍ବଲପୁର,୧୦ା୭(ଶୁଭାଶିଷ ପାଢୀ) : ରାଜ୍ୟ ସରକାର ବିଧବା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କ ପଇଁ ଭତ୍ତା ବ୍ୟବସ୍ଥା କରିଛନ୍ତି। ଏବେ ଭତ୍ତା ଟଙ୍କା ଜମାଖାତାରେ ଦେବା ବ୍ୟବସ୍ଥା ଲାଗୁ ହେବା ପରେ ହିତାଧିକାରୀଙ୍କ ଦୁଃଖ ବଢିଯାଇଛି। ମାସ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ…
ଜଙ୍ଗଲରୁ ମିଳିଲା କଙ୍କାଳ
ରେଢାଖୋଲ,୯ା୭(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ଚାରମାଳ ପୋଲିସ ରବିବାର ଲମ୍ବଖେତା ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଜବତ କରିଛି। ଏ ନେଇ ଚାରମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିିଥିବା ଥାନା ଅଧିକାରୀ ପବିତ୍ର…
କୂଅରେ ପଡ଼ିଗଲେ ଶିଶୁକନ୍ୟା
ରେଢାଖୋଲ,୯ା୭(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢାଖୋଲ ସହର କୁରୁମଟିକିରା ପଡାର ଏକ ଦେଢବର୍ଷର ଶିଶୁକନ୍ୟା କୂଅରେ ପଡି ମୃତ୍ୟୁବରଣ କରିଛି। ସେ ହେଲା କୃଷ୍ଣଚନ୍ଦ୍ର ସାହୁଙ୍କ ଝିଅ ଆଦ୍ୟାଶା। ସୂଚନାମତେ ଆଦ୍ୟାଶା ଅପରାହ୍ନ ୪ଟା ବେଳେ ବାଡିପଟେ ଖେଳୁଥିବା ବେଳେ କୂଅରେ…
୩୦ ଫୁଟ ପୋଲ ତଳକୁ ଖସିଲ ଟ୍ରେଲର, ଚାଳକ ଗୁରୁତର
ଜମନକିରା,୯।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ୫୩ ପିଠାମାରେନ ପୋଲରେ ଏକ ଟ୍ରେଲର ରେଜିଷ୍ଟେଶନ ନ.(ଏଲଏଲ ୦୧ ଏନ ୮୫୫୯) ଦୁର୍ଘଟଣାଗ୍ରସ୍ଥ ହୋଇଛି। ନିୟନ୍ତ୍ରଣ ହରାଇ ଟ୍ରେଲରଟି ପୋଲର ୩୦ ଫୁଟ ତଳକୁ ଖସି ପଡିଥିଲା। ଏଥିରେ ଚାଳକ…
ଯାତ୍ରୀଙ୍କୁ ଶୋଷୁଛି ରେଲଓ୍ବେ
ସମ୍ବଲପୁର,୮ା୭(ଶୁଭାଶିଷ ପାଢ଼ୀ): ଦେଶରେ ରେଳ ଏକ ପ୍ରମୁଖ ସେବା ଭାବେ ପରିଗଣିତ ହୋଇଥାଏ। ପରିବହନର ଅନ୍ୟାନ୍ୟ ମାଧ୍ୟମଠାରୁ ଅପେକ୍ଷାକୃତ ଭାବେ ଏହା ଶସ୍ତା ହୋଇଥିବାରୁ ଯାତ୍ରୀମାନେ ତାହାର ସୁବିଧା ନେଇଥାନ୍ତି। ହେଲେ କିଛିବର୍ଷ ହେବ ରେଲଓ୍ବେ ତା’ର କେତେକ ଭାଗକୁ ଧୀରେ…
୨ ଘଣ୍ଟାର ପରିଶ୍ରମ ପରେ ଜୀବିତ ଉଦ୍ଧାର ହେଲା ଷଣ୍ଢ
ନାକଟିଦେଉଳ,୭ା୭(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ବାଟଗାଁ ପଞ୍ଚାୟତ କୁଞ୍ଜାମୁରା ଗ୍ରାମର ଏକ ଖୋଲା କୂଅ ଭିତରେ ପଡ଼ିଥିବା ବୁଲା ଷଣ୍ଢକୁ ଶୁକ୍ରବାର ଦମକଳ ବାହିନୀ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଏକ ବୁଲା ଷଣ୍ଢ କୌଣସି କାରଣରୁ…
ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ
କୁଚିଣ୍ଡା,୫ା୭(ବିରଞ୍ଚି ଦର୍କା): ବିଦ୍ୟୁତ୍ ଆଘାତରେ ସମ୍ବଲପୁର ଜିଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅଧୀନ ବଡମୁଣ୍ଡାଲୋଇ ଗ୍ରାମର ସଞ୍ଜୟ ବାଘ ଓରଫ ଘଁସିଆ(୪୦)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ପୋଲିସ ଏକ ମାମଲା (ନଂ.୭୫/୨୩) ରୁଜୁ କରି ବୁଧବାର ମୃତଦେହ ବ୍ୟବଚ୍ଛେଦ…
ଦଳିତ ବୋଲି ମିଳୁନି ଘରଭଡ଼ା
ସମ୍ବଲପୁର,୪ା୭(ଶୁଭାଶିଷ ପାଢ଼ୀ): ଜାତିକୁ ନେଇ ଆଜି ବି ସମାଜରେ ବିଭେଦ ଲାଗିରହିଛି। ଛଆଁଅଛୁଆଁ ଭାବ ସତେ ଯେମିତି ଲୋକଙ୍କୁ କବଳିତ କରିରଖିଛି। ଦଳିତ ଶ୍ରେଣୀର ହୋଇଥିବାରୁ ପରିବାରକୁ ମିଳିଲାନାହିଁ ଘରଭଡ଼ା। ଫଳରେ ଖୋଲା ଆକାଶ ତଳେ ଦୟନୀୟ ଭାବେ କାଳ କାଟୁଛନ୍ତି…
ଛିଡ଼ାହୋଇଥିବା ଟ୍ରକ୍ ପଛରେ ପିଟିହେଲା ବସ୍: ୨ ଚାଳକ ଗୁରୁତର
ଜମନକିରା,୧ା୭:(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଜାତୀୟ ରାଜପଥ ୫୩ନଂ. ବାଇପାସ୍ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବିଭାଗ ପକ୍ଷରୁ କରାଯାଇଥିବା ନୂତନ ରାସ୍ତାର ଭିତ୍ତିପ୍ରସ୍ତର ଠିକ୍ ନଥିବା ଯୋଗୁ ଏଭଳି ଅସୁବିଧା ହେଉଥିବା ନେଇ ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି। ଏଭଳି…
ଆନ୍ତଃ ରାଜ୍ୟ ର଼୍ୟାକେଟ ସମ୍ପୃକ୍ତି: ୯ ଗିରଫ
ସମ୍ବଲପୁର,୧ା୭(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ଗଡଗଡବାହାଲ ନିକଟ ଗାୟତ୍ରୀ କମ୍ପାନୀ ଅଫିସ ନିକଟରେ ଗୁରୁବାର ହାଇୱାଗୁଡିକୁ କାଟି ବିକ୍ରି କରାଯାଉଥିବାବେଳେ ପୋଲିସ ଚଢାଉ କରିଥିଲା। ଶୁକ୍ରବାର ଏହି ଆନ୍ତଃରାଜ୍ୟ ସ୍କ୍ରାପ ଚୋରି ର଼୍ୟାକେଟର…
Archives


