ରାୟଗଡା

ନିମ୍ନମାନର ରାସ୍ତା କାମ କରି ଅର୍ଥ ହଡପ ଅଭିଯୋଗ

ମାଥିଲି,୧୪ା୩ (ଡି.ଏନ.ଏ.):ଗ୍ରାମକୁ ରାସ୍ତା ହେଲେ ଗ୍ରାମର ବିକାଶ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବହୁ କୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି। ଜିଲା ପ୍ରଶାସନ ମଧ୍ୟ ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱ ଦେଉଛନ୍ତି । ମାତ୍ର…

୧୯ ବଦଳରେ ଅଛନ୍ତି ୩ ଡାକ୍ତର

ଗୁଣପୁର,୧୩ା୩(ଡି.ଏନ.ଏ):ରାୟଗଡା ଜିଲା ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ଦେଖାଦେଇଛି। ଏଠାରେ ୧୯ ଜଣ ଡାକ୍ତର ରହିବା ବଦଳରେ ଅଛନ୍ତି ମାତ୍ର ୩ ଜଣ। ଡେପୁଟେଶନରେ ଆସିଥିବା ୩ ଜଣଙ୍କୁ ମିଶାଇ ସମୁଦାୟ ୬ ଜଣ ଡାକ୍ତର ରୋଗୀ ସେବା…

୩୦ବର୍ଷର ଜିଲାରେ ଏବେ ବି ଗମନାଗମନ ଅସୁବିଧା

ରାୟଗଡ଼ା,୧୩ା୩(ସ୍ବ.ପ୍ର.):୧୯୯୨ରେ ରାୟଗଡ଼ା ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା। ଏହି ଜିଲାକୁ ଇତିମଧ୍ୟରେ ୩୦ ବର୍ଷ ପୁରିଛି। ହେଲେ ଏବେ ବି ଜିଲାର ବହୁ ଅଞ୍ଚଳକୁ ଗମନାଗମନ ସୁବିଧା ନାହିଁ ା ଜିଲାର ଉପାନ୍ତ ଅଞ୍ଚଳରେ ବିକାଶ କେବଳ କାଗଜ କଲମରେ ସିମୀତ…

ବାଇକ୍‌-ଅଟୋ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଟିକିରି,୧୧ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଗୋରଖପୁର ଗ୍ରାମ ନିକଟସ୍ଥ ବୁଲାଣି ନିକଟରେ ଶନିବାର ଏକ ଯାତ୍ରୀବାହୀ ଅଟୋ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର…

ଡାକଘରେ ୨୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗ

ରାୟଗଡ଼ା,୧୧ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଢ଼ାମୁଣିସ୍ଥିତ ଡାକଘରେ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱର ଠକେଇ ହୋଇଥିବା ଜିଲାପାଳଙ୍କ ନିକଟରେ ଜମା ଖାତାଧାରୀମାନେ ଅଭିଯୋଗ କରିଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସୋମନାଥ ପ୍ରଧାନ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ଏହାର ନିରପେକ୍ଷ…

ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ତେଜିଲା

ମୁନିଗୁଡ଼ା,୧୦ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ବ୍ୟବସାୟୀ ନଗରୀ ମୁନିଗୁଡାକୁ ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ଜୋର ଧରିବାରେ ଲାଗିଛି। ଶୁକ୍ରବାର ଏହି ଦାବି ନେଇ ସ୍ଥାନୀୟ କନ୍ୟକା ପରମେଶ୍ବରୀ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯନ୍ତ…

ଜିଲା ସଦର ମହକୁମାରେ ପାନୀୟ ଜଳ ଅଭାବ

ରାୟଗଡ଼ା,୧୦ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ପାନୀୟ ଜଳର ଅଭାବ ଦେଖାଦେଉଛି। ରାୟଗଡ଼ା ପରିପାର୍ଶ୍ୱରେ ନାଗାବଳୀ ଓ ଝଞ୍ଜାବତୀ ଦୁଇଟି ନଦୀ ପ୍ରବାହିତ ହୋଉଥିଲେ ମଧ୍ୟ ସହରବାସୀଙ୍କୁ ଉପଯୁ୍‌କ୍ତ ପରିମାଣର ପାଣି ମିଳୁନି। ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ପିଇବା ପାଣି ସମସ୍ୟା…

ବେଆଇନ ପଥର ଖନନରୁ ବଦଳୁଛି ନଦୀ ଗତିପଥ

ରାୟଗଡ଼ା,୭ା୩(ସ୍ବ.ପ୍ର.):ରାୟଗଡା ସଦର ମହକୁମା ଉପକଣ୍ଠ ତଥା ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କି.ମି. ଦୂରରେ ଥିବା ପଥର ଖାଦାନରୁ ବେଆଇନ ଭାବେ ଖନନ ଚାଲିଛି। ଧୁମାଗୁଡା ଗ୍ରାମ ନିକଟ ପାହାଡରେ ବିସ୍ଫୋରଣ କରି ପଥର ଚାଲାଣ ଦ୍ୱାରା ନାଗାବଳୀ ନଦୀର ଗତିପଥରେ…

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାୟଗଡ଼ା,୬ା୩ (ସ୍ବ.ପ୍ର.) – ରାୟଗଡ଼ା ଜିଲା କେଉଟଗୁଡା ରେଲଓ୍ବେ ଷ୍ଟେଶନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏହି ଟ୍ରେନଟି ରାୟଗଡ଼ାଠାରୁ ଦାମନଯୋଡି ନାଲକୋ କାରଖାନାକୁ ଯାଉଥିବା ବେଳେ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ୨ଟି ବଗିର ୮ ଚକ…

ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟକୁ ପରିବେଶ ପ୍ରଦୂଷଣ

ରାୟଗଡ଼ା,୪।୩(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ବଢ଼ି ଚାଲିଛି ବ୍ୟାପକ ବେଆଇନ କାରବାର। ବିଶେଷ ଭାବେ ପଥର, ମୋରମ ଓ ବାଲି ଚୋରା ଚାଲାଣ ସାଧାରଣ ଘଟଣା ହୋଇଗଲାଣି। ଜିଲାର ପ୍ରତ୍ୟେକ ତହସିଲ ଅଞ୍ଚଳରେ ଏହି କାରବାର ବଢ଼ି ଚାଲିଛି। ସରକାରଙ୍କୁ କୋଟି କୋଟି…

ଉତ୍ତରପ୍ରଦେଶର ୨ ଗଞ୍ଜେଇ ବେପାରୀ ଗିରଫ

ପଦ୍ମପୁର, ୩।୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ଗୁଲାମ ଖାନ(୨୫)ଓ ରାଜ ବାହାଦୁର(୨୪)। ସୂଚନା ଅନୁଯାୟୀ ଗୁରୁବାର ରାତିରେ ପଦ୍ମପୁର ପୋଲିସ ଗଞ୍ଜେଇ ଚାଲାଣ…

ଟିକିରିରେ ଭୂକମ୍ପ

ଟିକିରି,୩ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିରେ ଶୁକ୍ରବାର ସକାଳ ୫.୬ମିନିଟ୍‌ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ଧରି ଏହି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିବାଜଣାପଡ଼ିଛି। ଅଞ୍ଚଳରେ ଥିବା ବିଭିନ୍ନ ଘରଦ୍ୱାର ଦୋହଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?