ରାୟଗଡା

ସୁନାବେଶରେ ଝଟକୁଛନ୍ତି ମା’ ମଝିଘରିଆଣୀ

ରାୟଗଡା ଅଫିସ,୪ା୪: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ରପର୍ବ ଝାମୁ ଯାତ୍ରା ଗତ ୧ ତାରିଖରୁ ଆରମ୍ଭ ହୋଇଛି । କରୋନା ମହାମାରୀ ପାଇଁ ଦୁଇ ବର୍ଷ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ଓ ଗତବର୍ଷ କଟକଣା ମଧ୍ୟରେ ହୋଇଥିଲା। ଚଳିତବର୍ଷ…

ପାଣି ପାଇଁ ସମସ୍ୟା ଭୋଗୁଛନ୍ତି କାମ୍ପ ମାଲିଗାଁବାସୀ

ରାୟଗଡ଼ା ଅଫିସ/ରାୟଗଡ଼ା,(ସ୍ବ.ପ୍ର.)୪ା୪: ରାୟଗଡ଼ା ଜିଲା ଗଠନର ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ବହୁ ଗ୍ରାମାଞ୍ଚଳରେ ପାନୀୟ ଜଳର ଅସୁବିଧା ଲାଗି ରହିଛି। ଗ୍ରୀଷ୍ମ ଆରମ୍ଭରୁ ଜିଲାବାସୀ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପ୍ରଶାସନିକ ଆନ୍ତରିକତା ଅଭାବ ସମସ୍ୟା…

ନଦୀରେ ଗର୍ଭବତୀଙ୍କୁ ବୋହିଲେ ମହିଳା

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.)/ଟିକିରି(ଡି.ଏନ୍‌.ଏ.)୪।୪: ରାୟଗଡା ଜିଲାରେ ଜନନୀ ଯନ୍ତ୍ରଣା ଥମୁନାହିଁ। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରିଲାନି। ତେଣୁ ଜଣେ ଗର୍ଭବତୀଙ୍କୁ ମହିଳାମାନେ ନଦୀରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଛନ୍ତି। ସୋମବାର କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡା…

ତରଭୁଜ, ପିଜୁଳି ଚାଷ କରିଛି ସ୍ବାବଲମ୍ବୀ

ରାୟଗଡା ଅଫିସ,୩ା୪: ଚାଷ କରି ଲାଭବାନ ହେଲା ବେଳେ ଖୁସି ହୁଏ, ପୁଣି କେବେ କ୍ଷତି ସହିଲେ ଏଥିରେ ଅବଶୋଷ ନ ଥାଏ ବୋଲି କହିଛନ୍ତି ରାୟଗଡ଼ାର ଜଣେ ଚାଷୀ। ଚାଷ କରି ସଫଳ ହେବା ସହ ଅନ୍ୟକୁ ରୋଜଗାର ଦେଇ…

ଭୁବନେଶ୍ୱରରୁ ଅଟୋରିକ୍ସାରେ କୋରାପୁଟ

ରାୟଗଡା ଅଫିସ,୧ା୪: ସାହାଯ୍ୟ କରିବା ପାଇଁ ଜଣେ ମହିଳା ସାହାସକିତା ଦେଖାଇଛନ୍ତି। ଭୁବନେଶ୍ୱରରୁ ସେ ଅଟୋ ଚଳାଇ କୋରାପୁଟ ଆସି ଏକ ଅସହାୟ ପରିବାରକୁ ଭେଟିଛନ୍ତି। କୋରାପୁଟ ଅଞ୍ଚଳର ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ପରେ ପରିବାର ବହୁ କଷ୍ଟରେ ଚଳୁଛନ୍ତି।…

ନାବାଳକ ବାଇକ୍‌ ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା,୨୮।୩(ସ୍ବ.ପ୍ର.): ରାୟଗଡ଼ା କଲେଜ ରୋଡରେ ୨ ନାବାଳକ ବାଇକ୍‌ ଚଳାଇବା ବେଳେ ଧରା ପଡିଛନ୍ତି। ଉକ୍ତ ଦୁଇ ଜଣ ନାବାଳକଙ୍କୁ ୨୫ ହଜାର ଲେଖାଏ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, ସ୍କୁଲ ଓ କଲେଜରେ ପଢୁଥିବା ନାବାଳକ ଓ ନାବାଳିକା ବିପଦଜନକ ଭାବେ…

ହଜିବାକୁ ବସିଲାଣି କମାରଶାଳ

ଟିକିରି,୨୭ା୩(ଡି.ଏନ୍‌.ଏ.):କମାରଶାଳରେ ଆଉ ଆଗଭଳି ଶବ୍ଦ ଶୁଣୁନି। ପୂର୍ବରୁ ଲୋକେ ଦା’, ଟାଙ୍ଗିଆ, କୋଡ଼ି, ଆଦି ତିଆରି କରିବାକୁ କମାରଶାଳ ଆସୁଥିଲେ। ଏବେ ଆଉ ସେ ସବୁ ନାହିଁ। ଆଧୁନିକ ଯନ୍ତ୍ରପାତି ଲୁହା କାମ କରୁଥିବା ଲୋକଙ୍କ ବୃତ୍ତି ବୁଡ଼ାଇବାକୁ ବସିଲାଣି। ରାୟଗଡ଼ା…

ଦେବଗିରି ଜଳକୁଣ୍ଡରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ରାୟଗଡ଼ା,୨୬।୩(ସ୍ବ.ପ୍ର.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ମହକୁମାସ୍ଥିତ ଐତିହାସିକ ଶୈବପୀଠ ଦେବଗିରି ପାହାଡ଼ରୁ ପୋଲିସ ରବିବାର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତା ଛାତ୍ରୀ ହେଲେ ବିରେନ ଗୌଡ଼ଙ୍କ ଝିଅ ଦେବକୀ। ତାଙ୍କ ଘର କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମରେ।…

ରେଳ ଡିଭିଜନ ପାଇଁ କୋଇଲାପଡ଼ା ବସ୍ତି ଉଚ୍ଛେଦ

ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର),୨୬।୩: ରାୟଗଡ଼ାରେ ରେଳ ଡିଭିଜନ ନିର୍ମାଣ ଓ ରେଳ ଲାଇନ ସମ୍ପ୍ରସାରଣ ପାଇଁ ରେଲଓ୍ବେ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଶନିବାର ରୟତ କଲୋନୀ ନିକଟସ୍ଥ କୋଇଲାପଡ଼ା ବସ୍ତି ଉଚ୍ଛେଦ କରାଯାଇଛି। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ…

ବ୍ୟବସାୟ ପ୍ରତିଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ବ୍ୟବସାୟ ପ୍ରତିଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରାୟଗଡ଼ା,୨୫ା୩(ସ୍ବ.ପ୍ର.): ରାୟଗଡ଼ା ସହରରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇନାହିଁ। ବ୍ୟବସାୟୀମାନେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ସାର୍ଟିଫିକେଟ ନ ନେଇ ମନଇଚ୍ଛା ଦୋକାନ, ସପିଙ୍ଗ ମଲ୍‌ ଆଦି…

ପରିମଳ ବିପର୍ଯ୍ୟସ୍ତ, ପଡ଼ିରହିଛି ୬ ନୂଆ ଅଳିଆବୁହା ଗାଡ଼ି

ଗୁଣପୁର,୨୪।୩(ଡି. ଏନ.ଏ.): ରାୟଗଡା ଜିଲା ଗୁଣପୁର ପୌର ପରିଷଦରେ ପରିମଳ ସେବା ବିପର୍ଯ୍ୟସ୍ତ ହୋଇପଡିଛି l ସହରରେ ଏବେ ଜନସଂଖ୍ୟା ବଢିବା ସହିତ ଓ୍ବାର୍ଡ ସଂଖ୍ୟା ମଧ୍ୟ ବଢ଼ିଛି। ହେଲେ ସଫେଇ କାର୍ଯ୍ୟ ଠିକ ଭାବେ ହୋଇପାରୁ ନ ଥିବାରୁ ଲୋକଙ୍କ…

ବର୍ଷା ପୂର୍ବରୁ ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ରାୟଗଡ଼ା/ଟିକିରି,୨୩।୨(ସ୍ବ.ପ୍ର./ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗଠନ ଇତି ମଧ୍ୟରେ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଜିଲାର ବହୁ ଅଞ୍ଚଳରେ ଗମନାଗମନ ସୁବିଧା ହୋଇପାରି ନାହିଁ। ଆଜି ବି ଲୋକେ ନଦୀ, ନାଳ ପାରି ହୋଇଯାଉଥିବା ଦେଖିବାକୁ ମିଳୁଛି। ଏନେଇ ବ୍ଲକଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?