ରାୟଗଡା

ପୋଲିସ ଠିକା କମ୍ପାନୀର ଗୁଣ୍ଡା ସାଜିଛି: ମାଓବାଦୀ ସଂଗଠନ

ରାୟଗଡ଼ା,୧୬।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଓ ଘରୋଇ କମ୍ପାନୀ ବିରୋଧରେ ବାଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନାଲ ମାଓବାଦୀ କମିଟି ପ୍ରେସ୍‌ ରିଲିଜ ଜାରି କରିଛି। ଏସ୍‌ପି ଶର୍ମାଙ୍କ ନେତୃତ୍ୱରେ ଜିଲା ପୋଲିସ ଠିକା କମ୍ପାନୀର ଗୁଣ୍ଡା ସାଜିଛି। ପୋଲିସ…

ବିଶ୍ୱ କ୍ରସ୍‌ବୋ ଶୁଟିଂରେ ଭାଗନେବେ ଭଉଣୀଭାଇ

ରାୟଗଡ଼ା,୧୪।୧୦(ଆଶିଷ ରଞ୍ଜନ ପଣ୍ଡା): ପୂର୍ବରୁ ଜାତୀୟସ୍ତରରେ କ୍ରସ୍‌ବୋ ଶୁଟିଂ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା ଭାଇଭଉଣୀ ବର୍ତ୍ତମାନ ୧୦ତମ ବିଶ୍ୱ କ୍ରସ୍‌ବୋ ଶୁଟିଂରେ ଭାଗନେବା ପାଇଁ ଚୟନ ହୋଇଛନ୍ତି ା ଇଣ୍ଡିଆନ କ୍ରସ୍‌ବୋ ଶୁଟିଂ ଆସୋସିଏଶନ ପକ୍ଷରୁ ଉତ୍ତରପ୍ରଦେଶର ଆଗ୍ରା…

ସ୍ବାମୀ, ସ୍ତ୍ରୀଙ୍କୁ ୨ବର୍ଷ ଜେଲଦଣ୍ଡ

ଜୟପୁର,ରାୟଗଡା, ୧୨ା୧୦ (ପବନ ପାଣିଗ୍ରାହୀ/ଆଶିଷ ରଞ୍ଜନ ପଣ୍ଡା): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ କୋର୍ଟ ସ୍ବାମୀ ଓ ସ୍ତ୍ରୀଙ୍କୁ ଦଣ୍ଡିତ କରିଛନ୍ତି। ଭିଜିଲାନ୍ସ ଜଜ୍‌ ରାଜେଶ ଏକ୍କା ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି…

ପଞ୍ଜୀକରଣ ନମ୍ବର ପ୍ଲେଟ ବିନା ହିତାଧିକାରୀଙ୍କୁ ସ୍କୁଟି

ରାୟଗଡ଼ା,୧୨।୧୦ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ସ୍କୁଟର ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍କୁଟି ବଣ୍ଟନ କରାଯାଇଛି । ତେବେ ଯୋଜନାରେ ଆରମ୍ଭରୁ ଠକେଇ ହୋଇଥିବା ଦେଖିବାକୁ ମିଳିଛି । ଜିଲା ସଦର ମହକୁମାରେ ବଣ୍ଟନ ହୋଇଥିବା ସ୍କୁଟି…

ଉଦ୍‌ଘାଟିତ ହେଲା ରେଲକୋଚ୍‌ ରେଷ୍ଟୁରାଣ୍ଟ

ରାୟଗଡ଼ା,୧୦।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ପରିସରରେ ପ୍ରଥମ ଥର ପାଇଁ ରେଲକୋଚ୍‌ ରେଷ୍ଟୁରାଣ୍ଟ ଉଦ୍‌ଘାଟନ ହୋଇଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ…

ଦୁର୍ଗମ ଅଞ୍ଚଳକୁ ଯାଉନାହାନ୍ତି ଡାକ୍ତର

ରାୟଗଡ଼ା, ୧୦।୧୦(ଆଶିଷ ରଞ୍ଜନ ପଣ୍ଡା): ଗ୍ରାମାଞ୍ଚଳରେ ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ହେଲେ ଅଧିକାଂଶ ପିଏଚ୍‌ସିରେ ଡାକ୍ତର ନ ଥିବା ଯୋଗୁ ଗ୍ରାମାଞ୍ଚଳ ଲୋକେ ଉଚିତ ସ୍ବାସ୍ଥ୍ୟସେବା ପାଇପାରୁ ନ ଥିବା ଅଭିଯୋଗ ହେଉଛି।…

୧୧ଶହ ପୁରସ୍କାର ପାଇଁ ୨୭ ହଜାର ଗାଏବ

ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ଅଭିଯାନ ଚାଲିଛି। ଗାଁ ଗାଁ ଜନସଚେତନତା ପାଇଁ ରଥ ବୁଲି ପ୍ରଚାର କରୁଛି। ତେବେ ସଚେତନତା ଅଭାବରୁ ଶନିବାର ରାୟଗଡ଼ାରେ ଏକ ସାଇବର ଠକେଇର…

ଅଣ୍ଡର ପାସ୍‌ ରାସ୍ତା ବନ୍ଦ: ବଢିଲା ଜନ ଅସନ୍ତୋଷ 

ରାୟଗଡା,୭।୧୦(ଭାଗ୍ୟଶ୍ରୀ ମିଶ୍ର): ରାୟଗଡାରେ ରେଳ ବିଭଗ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି। ଏହି କ୍ରମରେ ରାୟଗଡାରେ ତୃତୀୟ ରେଳ ଲାଇନ୍‌ କାର୍ଯ୍ୟ ଚାଲଛି। ଏ ନେଇ ଜିଲା ପ୍ରଶାସନ ରାୟଗଡା ସହରର ଅଣ୍ଡର ଗ୍ରାଉଣ୍ଡ ରାସ୍ତା ବନ୍ଦ କରି…

ନାଗାବଳୀରୁ ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ

ରାୟଗଡ଼ା,୬।୧୦ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପ୍ରବାହିତ ଚିରସ୍ରୋତା ନାଗାବଳୀ ନଦୀରୁ ବେଆଇନ ଭାବେ ବାଲି ଖନନ କରାଯାଇ ପ୍ରତିଦିନ ୫୦ରୁ ୬୦ ଟ୍ରକ୍‌ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ନଦୀ ଗର୍ଭରେ ବଡ଼ ବଡ଼ ମେଶିନ ଲଗାଇ ବାଲି ଖନନ…

କଂସାରିଗୁଡ଼ାରେ ହେବ ଆଲୁମିନା ରିଫାଇନେରି

ଭୁବନେଶ୍ୱର,(ଅନିଲ ଦାସ)/ରାୟଗଡ଼ା,(ଆଶିଷ ରଞ୍ଜନ ପଣ୍ଡା), ୬।୧୦:ରାୟଗଡ଼ା ଜିଲା କାଶୀପୁର ବ୍ଲକ କଂସାରିଗୁଡ଼ାଠାରେ ଏକ ଆଲୁମିନା ରିଫାଇନେରି ସ୍ଥାପନ ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଏବଂ ହିଣ୍ଡାଲ୍‌କୋ ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି…

ଆର୍‌ଟିଓ ବିଭାଗ ପକ୍ଷରୁ ଚାଲିଛି ସ୍କୁଲ ବସ୍‌ ଯାଞ୍ଚ, ୬୫୦୦୦ ଟଙ୍କା ଫାଇନ୍‌ ଆଦାୟ

ରାୟଗଡ଼ା,୫ା୧୦(ଭାଗ୍ୟଶ୍ରୀ ମିଶ୍ର): ଓଡ଼ିଶା ଟ୍ରାନ୍ସ ପୋର୍ଟ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନିକିଆ ସ୍କୁଲ ବସ୍‌ ଯାଞ୍ଚ କରାଯାଉଛି। ରାୟଗଡ଼ା ସହରର କପିଳାସ ଛକରେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ଯାଞ୍ଚ କରାଯାଇଛି। ଇନ୍ସପେକ୍ଟର ଜେ.ଭରା ସଗରିଆଙ୍କ ନେତୃତ୍ୱରେ…

ବାଘଛାଲ,୨ ଦେଶୀ ବନ୍ଧୁକ ଜବତ: ଜଣେ ଗିରଫ

ମୁନିଗୁଡ଼ା, ୩।୧୦(ରାଧେଶ୍ୟାମ ଅଗ୍ରଓ୍ବାଲ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ଫରେଷ୍ଟ ବିଟ୍‌ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧମାଳ ସୀମାରେ ଥିବା ବଡ଼ କାନ୍ଦୁଲପଡା ଗ୍ରାମରୁ ପୋଲିସ ଗୋଟିଏ କଲରାପତରିଆ ବାଘଛାଲ, ୨ଦେଶୀ ବନ୍ଧୁକ ଓ କିଛି ବାରୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?