ରାୟଗଡା

ଅବ୍ୟବହୃତ ଅବସ୍ଥାରେ ୨୫ ଶୌଚାଳୟ

ରାୟଗଡ଼ା,୨୫।୯(ଆଶିଷ ରଞ୍ଜନ ପଣ୍ଡା):ଉନ୍ନତ ସହର ଭାବେ ୩ ଥର ପୁରସ୍କୃତ ହୋଇଥିବା ରାୟଗଡ଼ା ସହରରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ପୌର ପରିଷଦ ପକ୍ଷରୁ ୨୫ଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ନିର୍ମାଣ ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକ୍ଷମ ନ ହୋଇ…

ଇଡିତାଲ ଚିତ୍ରରେ ଝଲସିବ କଳାର ଗାଁ ରିଞ୍ଜିତାଲ

ଗୁଣପୁର,୨୫।୯(ପ୍ରଦୀପ କୁମାର ପାଢ଼ୀ):ରାୟଗଡା ଜିଲା ଗୁଣପୁର ବ୍ଲକ୍‌ ପୁଟାସିଂ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ଇଡିତାଲ ଚିତ୍ରକଳା ଜିଆଇ ଟ୍ୟାଗ୍‌ ପାଇଁ ମନୋନୀତ ହୋଇଥିବାରୁ କଳାର ଗ୍ରାମ ରିଞ୍ଜିତାଲ ଉତ୍ସବମୁଖର ହୋଇଉଠିଛି। ବିଘ୍ନନାଶ, ଗୃହଶାନ୍ତି ପାଇଁ ଲାଞ୍ଜିଆ…

କନ୍ୟାଶ୍ରମରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ପୋଲିସ ବସ୍‌ ପୋଡ଼ିଲେ ଗ୍ରାମବାସୀ

ରାୟଗଡ଼ା/ଟିକିରି,୨୩।୯ (ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଶନିବାର ପୋଲିସ ଅଭିଯୁକ୍ତ ପିଅନ ଶିବପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି। ପରେ…

ନୋ ପାର୍କିଂ ଜୋନ୍‌ରେ ଗାଡ଼ି ପାର୍କିଂ

ରାୟଗଡ଼ା,୨୩।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଳିକନ୍ଦିଠାରୁ ଆରମ୍ଭକରି ଜାତୀୟ ରାଜପଥର ଅର୍ଦ୍ଧାଧିକ ରାସ୍ତା ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଏଭଳିକି ଜାତୀୟ ରାଜପଥରେ ନୋ ପାର୍କିଂ ବୋର୍ଡ ଲାଗିଥିଲେ ମଧ୍ୟ ଗାଡ଼ି ପାର୍କିଂ କରାଯାଉଛି। ଏହାଦ୍ବାରା ସହରରେ ଟ୍ରାଫିକ ସମସ୍ୟା ବିଗିଡ଼ିବା…

ସଚେତନତା ଅଭାବରୁ ସରକାରୀ ଯୋଜନାର ଲାଭ ପାଉନାହାନ୍ତି ଚାଷୀ

ରାୟଗଡ଼ା,୨୨।୯(ଭାଗ୍ୟଶ୍ରୀ ମିଶ୍ର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଯୋଜନା ସହାୟତା ଦେଇ ଭେଟି ଦେଇଛନ୍ତି। ଓଡ଼ିଶା ଦିବସରେ ଗୋଟିଏ କିସ୍ତି ଦିଆଯାଇଥିବାବେଳେ ବୁଧବାର ଏହାର ଦ୍ୱିତୀୟ କିସ୍ତି ଡିବିଟି ମାଧ୍ୟମରେ ପ୍ରତ୍ୟେକ ଚାଷୀଙ୍କୁ…

ରାୟଗଡ଼ାରେ ବଢ଼ୁଛି ଲୁଟ୍‌, ଚୋରି: ପୋଲିସ ନିଷ୍କ୍ରିୟ

ରାୟଗଡ଼ା,୨୨ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ସୁଯୋଗ ଉଣ୍ଡି ବସିଛନ୍ତି। ବ୍ୟାଙ୍କରୁ କିଏ ଟଙ୍କା ଉଠାଇ ନେବା ବେଳେ ତାଙ୍କୁ ପିଛା କରିବା ସହ ନିଛାଟିଆ ସ୍ଥାନ ଦେଖି ଟଙ୍କା…

ବାହ୍ୟ ଜଗତରୁ ବିଚ୍ଛିନ୍ନ ଗୁଞ୍ଜରାମପଞ୍ଜରା ଗାଁ, ୩ ଜିଲାକୁ ଯାତାୟତ ବନ୍ଦ

ରାୟଗଡ଼ା, ୨୧।୯(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନ ଶୁଣିଲାନି କି କୌଣସି ପଦକ୍ଷେପ ନେଲା ନାହିଁ। ଶେଷରେ ନିଜ ପାଖରେ ଥିବା ଟଙ୍କା ଓ ସ୍ତ୍ରୀଙ୍କ ସୁନାଗହଣା ବିକ୍ରି କରି ଜଣେ ଯୁବକ ନାଳ ଉପରେ ଗତବର୍ଷ କାଠ ପୋଲ ନିର୍ମାଣ କରିଥିଲେ।…

ତିଆରି ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ରେଳକୋଚ୍‌ ରେଷ୍ଟୁରାଣ୍ଟ, ଦେଖିବାକୁ ମିଳିବ ଡଙ୍ଗରିଆଙ୍କ କଳାକୃତି

ରାୟଗଡ଼ା,୨୧।୯ (ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାରେ ନୂତନ ରେଳ ଡିଭିଜନ କାର୍ଯ୍ୟ ଆରମ୍ଭ ହେବା ପରଠୁ ରାୟଗଡ଼ା ରେଳ ଷ୍ଟେଶନ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। କିଛି ମାସ ହେବ ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରେଳ ବିଭାଗ ପକ୍ଷରୁ ଏକ…

ଗଣେଶ ମୂର୍ତ୍ତି ବସର୍ଜନ କରିବାକୁ ଯାଇ ନଦୀସ୍ରୋତରେ ଭାସିଗଲେ ଯୁୁବକ

ରାୟଗଡ଼ା,୨୦ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଉପକଣ୍ଠ ଧୁମାଗୁଡ଼ା ଗାଁ ନିକଟ ନାଗାବଳୀ ନଦୀରେ ବୁଧବାର ଏକ ଅଘଟଣ ଘଟିଛି। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଲେ ମାଙ୍କଡଝୋଲା ବସ୍ତିର ଶ୍ରୀନିବାସ ଅଶୋକ…

୧୮୨୮ ସ୍କୁଲରୁ ୩୭୯ରେ ଦିଆଯାଉଛି ମଧ୍ୟାହ୍ନଭୋଜନ

ରାୟଗଡ଼ା,୧୭।୯ (ଆଶିଷ ରଞ୍ଜନ ପଣ୍ଡା) ୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି ସାରା ରାଜ୍ୟର ଶିକ୍ଷୟିତ୍ରୀ ଶିକ୍ଷକମାନେ। ଫଳରେ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ପ୍ରଦାନରେ ବ୍ୟାଘାତ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଜିଲାରେ ଥିବା ୧୮୨୮ ସ୍କୁଲ ମଧ୍ୟରୁ…

ମିଳୁନି ସ୍ଲଟ୍‌, ଡାଏଲିସିସ୍‌ ପାଇଁ କିଡ୍‌ନୀ ରୋଗୀ ହଇରାଣ

ରାୟଗଡ଼ା,୧୭।୯ (ଭାଗ୍ୟଶ୍ରୀ ମିଶ୍ର )ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲାର ବିଭିନ୍ନ ବ୍ଲକ୍‌ରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଲୋକେ ଡାଏଲିସିସ୍‌ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଏଠାରେ ଉଚିତ ସ୍ବାସ୍ଥ୍ୟସେବା ନ ପାଇ ହଇରାଣ…

ଜିଲାରେ ଖାଲି ପଡ଼ିଛି ୧୫୦ ଡାକ୍ତର ପଦବୀ

ରାୟଗଡ଼ା,୧୪।୯ (ଆଶିଷ ରଞ୍ଜନ ପଣ୍ଡା)ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଚିକିତ୍ସା ସେବାକୁ ଉନ୍ନତମାନର ଓ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ବାସ୍ତବ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳିଛ। ଜିଲାରେ ୧୫୦ ଡାକ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?