ପଦ୍ମ ଧରିଲେ ବିଜେଡିର ଟାଣୁଆ ନେତା ଜଗନ୍ନାଥ
ରାୟଗଡ଼ା,୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଶିକ୍ଷିତ ତଥା ଟାଣୁଆ ବିଜେଡି ନେତା ଭାବେ ପରିଚିତ ଜଗନ୍ନାଥ ନୁଣ୍ଡୃକା ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି। ଜଗନ୍ନାଥ ନୁଣ୍ଡୃକା ଭୁବନେଶ୍ୱରଠାରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଜଗନ୍ନାଥଙ୍କ ଭାଜପାରେ ଯୋଗଦାନ ପରେ ବିଷମକଟକ ନିର୍ବାଚନମଣ୍ଡଳୀରେ…
ନାଗାବଳୀ ନଦୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ
ରାୟଗଡ଼ା,୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଚାନ୍ଦିଲି ଗାଁ ନିକଟ ନାଗାବଳୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ପାଣିରେ ବୁଡ଼ିଯାଇ ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁ ଅବଦୁଲ(୧୨) ଏବଂ ହେମାଦେଇ ସୁନା(୯)। ଉଭୟେ ସାନଚାନ୍ଦିଲି ଗ୍ରାମର।…
ନଡ଼ିଆ ବୋଝେଇ ଟ୍ରକ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
ପଦ୍ମପୁର,୨୯।୨(ପ୍ରଶାନ୍ତ କୁମାର କର)- ନଡ଼ିଆ ବୋଝେଇ ଟ୍ରକ୍ରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଖବରପାଇ ପଦ୍ମପୁର ପୋଲିସ ଗାଡି ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ପୋଲିସ ଗାଡ଼ିରୁ ୧୩୬୫ କେଜି ଗଞ୍ଜେଇ ସହ ନଗଦ…
ରାୟଗଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ଲାନେଟାରିୟମ ଉଦ୍ଘାଟିତ
ରାୟଗଡ଼ା,୨୯।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ କ୍ଷେତ୍ରରେ ସହଯୋଗ ଓ ସୁବିଧା ପାଇଁ ଦୀର୍ଘ ଦିନରୁ ଅପେକ୍ଷାରେ ରହିଥିବା ପ୍ଲାନେଟାରିଅମ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ରାୟଗଡ଼ା ବ୍ଲକ ଭାକୁରଗୁଡ଼ା ନିକଟସ୍ଥ ଦେଇ ଯାଇଥିବା ୩୨୬ନଂ…
ଖାର୍ଗେଙ୍କୁ ଭେଟିଲେ ସପ୍ତଗିରି, ପୁଣି ପ୍ରାର୍ଥୀ ହେବା ସମ୍ଭାବନା ବଢ଼ିଲା
ରାୟଗଡ଼ା,୨୯।୨(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍ପି ସପ୍ତଗିରି ଶଙ୍କର ଉଲାକା ବୁଧବାର ଦିଲ୍ଲୀରେ ଏଆଇସିସି ସଭାପତି ମଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ କରିଛନ୍ତି। ଆସନ୍ତା ନିର୍ବାଚନ ପ୍ରଚାର ପାଇଁ ଖାର୍ଗେ ରାୟଗଡ଼ା ଓ କୋରାପୁଟ ଜିଲା ଗସ୍ତରେ ଆସିବା ପାଇଁ ସପ୍ତଗିରି ତାଙ୍କୁ…
ସପ୍ତଗିରି କହିଲେ ପ୍ରାର୍ଥୀ ହେବେ, ଭାଇ ଲଢ଼ିବେନି
ରାୟଗଡ଼ା,୨୭।୨(ଆଶିଷ ରଞ୍ଜନ ପଣ୍ଡା):ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତ୍ରୁଟି ଯୋଗୁ ଝୋଡ଼ିଆ ସମ୍ପ୍ରଦାୟ ଆଦିବାସୀ ମାନ୍ୟତାରୁ ବଞ୍ଚତ୍ତ ହେଲେ। ସୌରା ଲିପି ଓ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲା ନାହିଁ। ଏହାର ପୁନର୍ବିଚାର ଦାବିରେ ମାର୍ଚ୍ଚ ପହିଲାରୁ ଦସ୍ତଖତ…
ଅମୃତ ଭାରତ ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ରାୟଗଡ଼ା,୨୬ା୨(ଆଶିଷ ରଞ୍ଜନ ପଣ୍ଡା): ଅମୃତ ଭାରତ ପ୍ରକଳ୍ପ ଯୋଜନାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ ଭାରତ ଯୋଜନାରେ ୪୧ ହଜାର କୋଟି ଟଙ୍କା ମୂଲ୍ୟରେ ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି…
ଛକାପଞ୍ଝାରେ କଂଗ୍ରେସ ଆଶାୟୀ ପ୍ରାର୍ଥୀ
ଗୁଣପୁର,୨୧ା୨(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୯ରୁ ବିଜେଡି ପ୍ରାର୍ଥୀ ଜିତିଆସୁଛନ୍ତି। ୨୦୦୪ରେ କଂଗ୍ରେସରୁ ହେମାବତୀ ଗମାଙ୍ଗ ବିଜୟୀ ହୋଇଥିଲେ। ତେଣୁ କଂଗ୍ରେସ ଆଗାମୀ ନିର୍ବାଚନରେ ଏହି ଆସନ ଅକ୍ତିଆର କରିବା ଲାଗି କସରତ ଆରମ୍ଭ କରିଦେଇଛି।…
ଅଳିଆ ଗଦାରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, ପୋଲିସ ହାତରେ ଲାଗିଲା ମେଡିକାଲ ରସିଦ
ରାୟଗଡ଼ା,୧୮।୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହର ନୂତନ ବସ୍ଷ୍ଟାଣ୍ଡ ସମ୍ମୁଖରେ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ କଡ଼ର ଅଳିଆ ଗଦାରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ମୃତଦେହ ସହିତ ଏକ ସରକାରୀ ଚିକିତ୍ସାଳୟର ରସିଦ ମଧ୍ୟ…
ବିଜେଡିରୁ ଭଉଣୀ, କଂଗ୍ରେସରୁ ଭାଇ ଆଶାୟୀ
ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା): ସାଧାରଣ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତି ଉପୁଜିଛି ଯେ, ପୁରୁଖା ରାଜନେତାଙ୍କ ପରିବାରରୁ ୨ ଜଣ ଲେଖାଏ ଆଶାୟୀ…
୨୪ ଘଣ୍ଟା ହେଲାଣି: ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି
ରାୟଗଡ଼ା,୧୨।୨(ରଞ୍ଜନ ପଣ୍ଡା): ରାୟଗଡ଼ା ସଦର ବ୍ଲକ ଅଧୀନ କୋତାପେଟା ପଞ୍ଚାୟତ ସିଲଟିଗୁଡ଼ା ଡ୍ୟାମରେ ରବିବାର ଇଞ୍ଜିନିୟରିଂ ଛାତ୍ର ଜି.ଚୈତନ୍ୟ କୁମାର(୧୭) ବୁଡି ନିଖୋଜ ହୋଇଯାଇଛନ୍ତି। ନିଖୋଜ ହେବାର ୨୪ ଘଣ୍ଟା ପରେ ମଧ୍ୟ ସୋମବାର ଛାତ୍ରଙ୍କ କୌଣସି ପତ୍ତା ମିଳିପାରି ନାହିଁ।…
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର କରି ପିଇଓ ସସ୍ପେଣ୍ଡ
ମୁନିଗୁଡା,୮/୨(ରାଧେଶ୍ୟାମ ଅଗ୍ରୱାଲ): (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା)ବିଏସକେୱାଇ ଯୋଜନା ନାଁରେ ମିଛ ପ୍ରଚାର କରି ସସପେଣ୍ଡ ହେଲେ ପାତ୍ରଗୁଡା ପିଇଓ ପ୍ରଭାକର ନାଲା। ତେବେ ଜିଆରଏସ ଗଣେଶ ପୂଜାରି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରଗୁଡା…

