ଚିନିକଳ ବିକ୍ରି ଗୁଜବ : ଏକାଠି ହେଲେ କୃଷକ, ନେତା, ହେବ ଆନ୍ଦୋଳନ
ନୟାଗଡ଼ ଅଫିସ,୧୭ା୬: ନୟାଗଡ଼ ଜିଲା ସଦର ବ୍ଲକ ପାଣିପୋଇଲାଠାରେ ଥିବା ଚିନିକଳ ବିକ୍ରି ନେଇ ଗୁଜବ ପ୍ରଚାର ହେବା ପରେ ଏବେ ଜିଲାସାରା ଗୋଟିଏ ଚର୍ଚ୍ଚା। କିପରି ଏହାର ସୁରକ୍ଷା ହେବ ବା ଚିନିକଳ ଖୋଲିବ। ଏଥିପାଇଁ କୃଷକଙ୍କଠାରୁ ଆରମ୍ଭ କରି…
ଆବାସ ଯୋଜନାରୁ ବଞ୍ଚିତ ଗରିବ ପରିବାର : ଜୀବନ ବିତୁଛି ଝାଟିମାଟି ଘରେ
ଖଣ୍ଡପଡ଼ା ୧୭ା୬(ସ୍ବ.ପ୍ର.): ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏହି ଯୋଜନା ଅନେକ କ୍ଷେତ୍ରରେ କିପରି ବିଫଳ ହୋଇଛି ତାହାର…
ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା
ବୋଲଗଡ଼/ଭାପୁର,୧୭ା୬(ଡି.ଏନ୍.ଏ.)-ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ବୋଲଗଡ଼ଠାରେ ରବିବାର ସକାଳେ ଏକ କାର୍ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଭାପୁର ବ୍ଲକ ମନ୍ଦାର ବେରେଣୀ ଗ୍ରାମବାସୀ ତଥା ପୂର୍ବତନ ସରପଞ୍ଚ ନାରାୟଣ ତ୍ରିପାଠୀଙ୍କ ପୁଅ ଦେବାଶିଷ(୨୩)।…
ବଧୂ ହତ୍ୟା ଅଭିଯୋଗ : ସ୍ବାମୀ କୋର୍ଟଚାଲାଣ
ଯାଜପୁର ଟାଉନ,୧୭ା୬(ଡି.ଏନ୍.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନନ୍ଦପୁର ଗ୍ରାମର ରଶ୍ମିତା ଦଳାଇଙ୍କ ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଶନିବାର ରଶ୍ମିତାଙ୍କ ବାପା ଯୌତୁକ ଦାବିରେ ଝିଅଙ୍କୁ ଶାଶୁଘର ଲୋକେ ପିଟିମାରିଦେଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ…
କମେଣ୍ଟମରାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ
ଯାଜପୁରଟାଉନ, ୧୭ା୬(ଡି.ଏନ୍.ଏ.): ଯାଜପୁରସହର ନିକଟସ୍ଥ ଚିତାଳୋ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ରକରି ଶନିବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ରବିବାର ଉକ୍ତ ଯୁବକଙ୍କ ସାଙ୍ଗଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ୧୬୧/୧୯) ରୁଜୁକରିଥିଲା।…
ଆମ୍ବ ଚାଷୀଙ୍କ ବଇରି ସାଜିଛନ୍ତି ହାତୀ
ଚମ୍ପୁଆ, ୧୬।୬ (ଡି.ଏନ.ଏ.)- କେନ୍ଦୁଝର ଜିଲାର ଉପାନ୍ତ ଚମ୍ପୁଆ ସେକ୍ସନ ଅଧୀନ ବନାଞ୍ଚଳରେ ମାସେ ହେବ ହାତୀ ଉପଦ୍ରବ ଜାରିିରହିଛି। ସେମାନେ ଦିନରେ ଝାଡଖଣ୍ଡ ବନାଞ୍ଚଳରେ ରହି ରାତିରେ ଓଡିଶା ସୀମାକୁ ଆସି ଆମ୍ବ ବଗିଚା ସମେତ ବିଭିନ୍ନ ଫସଲ ଉଜାଡି…
ବାର ମାଲିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ
ଯୋଡ଼ା,୧୬।୬(ଡ଼ି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଥିବା ଏକ ବାରରେ ପଶି ବାର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେବା ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଲି ହଟିଂର ପ୍ରଶାନ୍ତ ରାଜ ଓରଫ…
ରଜ ମହୋତ୍ସବରେ ପ୍ରତିଯୋଗିତା
ବନ୍ତ, ୧୬।୬ (ଡି.ଏନ.ଏ.) – ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବାବାମଣି ମିଶନ କ୍ଲବ ପକ୍ଷରୁ ରଜ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଝୋଟି, ପୁଚି, କବାଡ଼ି, ତାସ, ଲୁଡୁ ଓ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।…
ଏମ୍ସିଏଲ୍ ସିଏମ୍ଡିଙ୍କ ସୂଚନା: ୫ ବର୍ଷରେ ହେବ ୩ଶହ ମିଲିୟନ ଟନ୍ ଉତ୍ପାଦନ
ତାଳଚେର,୧୬ା୬(ନି.ପ୍ର.)- ଆଗାମୀ ୫ ବର୍ଷରେ ଏମ୍ସିଏଲ୍ ୩ଶହ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିବ ବୋଲି ସିଏମ୍ଡି ଭୋଳାନାଥ ଶୁକ୍ଳା ପ୍ରକାଶ କରିଛନ୍ତି। ଡେରା ସିଏମ୍ଡି ବଙ୍ଗଳା ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସିଏମ୍ଡି କହିଥିଲେ ଯେ, ଏହି ସମୟ…
ସାହିତ୍ୟ ପ୍ରତି ରୁଚି ରହୁ
ବଇଣ୍ଡା,୧୬।୬(ଡି.ଏନ.ଏ.)-ଆଧୁନିକ ଯୁଗରେ ପୁରାତନ ସଂସ୍କୃତି ଲୋପ ପାଇବାରେ ଲାଗିଛି। ହେଲେ କେତେକ କବିଙ୍କ ଯୋଗୁ ସାହିତ୍ୟ ବଞ୍ଚି ରହିଛି। ଓଡ଼ିଆ ଭାଷାକୁ ସାରା ଦେଶରେ ପରିଚିତ କରିବା ପାଇଁ କବିମାନେ ବହୁ ପରିଶ୍ରମ କରିଆସୁଛନ୍ତି। ତେଣୁ ସମସ୍ତେ ଏଥିପ୍ରତି ଗୁରୁତ୍ୱ ଦେଇ…
ଐତିହାସିକ ରଞ୍ଜାଗୋଳ ରଜ: ଜମୁଛି ଭିଡ଼, ବଢୁଛି ଉତ୍ସାହ
ସାତମାଇଲ, ୧୬।୬(ଡି.ଏନ୍.ଏ.)-ଢେଙ୍କାନାଳ ଜିଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଆରମ୍ଭ ହୋଇଛି ଐତିହାସିକ ରଜ ମହୋତ୍ସବ ରବିବାର ତୃତୀୟ ଦିନରେ ପହଞ୍ଚତ୍ଛି। ୨୦୦ବର୍ଷ ପୁରୁଣା ଏହି ରଜ ଉତ୍ସବ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମଗମ…
ରଜ ମହୋତ୍ସବ ଉଦ୍ଯାପିତ
ବରୀ/ରତ୍ନଗିରି,୧୬।୬(ସ୍ବ.ପ୍ର./ଡି.ଏନ୍.ଏ.)- ଆଧୁନିକ ଚାକଚକ୍ୟରେ ଐତିହ୍ୟ, ସଂସ୍କୃତି, ପରମ୍ପରା, ସାହିତ୍ୟକଳା, ଲୋକଗୀତ ଓ ଭାଇଚାରା ହଜିଯାଉଛି। ଏସବୁ ଫେରିଲେ ବରୀ ହସିବା ସହ ରାଜ୍ୟ ହସିଉଠିବ ବୋଲି ଗଣପର୍ବ ରଜର ଶେଷ ଦିନରେ ବରୀ ବିଧାୟିକା ସୁନନ୍ଦା ଦାସ ସ୍ବାଇଁଖଣ୍ଡ ପଞ୍ଚାୟତ ଖରି…
Archives


