୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ
ବାଲିଆପାଳ/ବସ୍ତା,୧୯।୮(ସ୍ବ.ପ୍ର.)-ଶିଶୁକନ୍ୟାମାନଙ୍କ ପ୍ରତି ଅସଦାଚରଣ, ବଳାତ୍କାର ରୋକିବା ଲାଗି କଠୋର ଦଣ୍ଡ ପ୍ରଣୟନ କରାଯାଇଛି। ଏସବୁ ସତ୍ତ୍ୱେ ସେମାନଙ୍କ ପ୍ରତି ଅତ୍ୟାଚାର କମିବାର ନଁା ନେଉନି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ବ୍ଲକ ସିଂଲା ଥାନା ଅଞ୍ଚଳରେ।…
ଉପେନ୍ଦ୍ରନାଥ କଲେଜରେ ଗଣ୍ଡଗୋଳ, ୬ ଛାତ୍ର ଗୁରୁତର ୨ ଅଣଛାତ୍ର ଅଟକ
ସୋର, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଉପେନ୍ଦ୍ରନାଥ କଲେଜ କ୍ୟାମ୍ପସ ବାହାରେ ଦୁଇ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି କ୍ୟାମ୍ପସ ମଧ୍ୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୬ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସୋର ପୋଲିସ…
ଘାଟିରୁ ଖସିଲା ବସ୍: ୩୦ରୁ ଊର୍ଦ୍ଧ ଆହତ
କୋଟଗଡ,୧୯ ।୮(ଡି.ଏନ.ଏ)- କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ଓରା ନିକଟ ଡାଡୁମାହା ଘାଟିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। କେଟଗଡ଼ ପୋଲିସ ପକ୍ଷରୁ ସେମାନଙ୍କୁ…
ଟ୍ରେନ୍ରେ କଟି ବୃଦ୍ଧଙ୍କ ମୃତ୍ୟୁ
ଭଣ୍ଡାରିପୋଖରୀ, ୧୯।୮ (ଡି.ଏନ.ଏ.)- ଭଦ୍ରକ ଜିଲା ମଞ୍ଜୁରିରୋଡ ରେଳ ଷ୍ଟେଶନ ନିକଟରେ ସୋମବାର ଟ୍ରେନ୍ରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ସାନଶାସନ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମର କେଶବ ଜେନା(୬୨)। ସେ ବାଲେଶ୍ୱର ଯିବା ପାଇଁ ରେଳଧାରଣା…
ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବି: କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି
ଜୟପୁର,୧୯।୮(ନି.ପ୍ର.): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସୋମବାର ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭଗ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଶ୍ରେଣୀ ଗୃହରେ ତାଲା ପକାଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ନେଇ ବାରମ୍ବାର ଦାବି…
ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଜୟପୁର,୧୯।୮(ଡି.ଏନ୍.ଏ): କୋରାପୁଟ ଜିଲା ଜୟପୁର ଉପଖଣ୍ଡର ୬ଟି ବ୍ଲକ ଏବଂ ଗୋଟିଏ ପୌରାଞ୍ଚଳରେ କାର୍ଯ୍ୟରତ ୫୪ ଅସ୍ଥାୟୀ ବିଏସ୍ଏନ୍ଏଲ୍ କର୍ମଚାରୀ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ନିଜର ସୁରକ୍ଷା ଏବଂ ପରିଚୟ ପତ୍ର ଦାବି ନେଇ ଏହି ଆନ୍ଦୋଳନ ହୋଇଥିବା ଜଣାପଡ଼ିଛି।
କୋରାପୁଟ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ
ଜୟପୁର,୧୯।୮(ଡି.ଏନ୍.ଏ): କୋରାପୁଟ ଜିଲା ଡିଏଫଓଙ୍କ କାର୍ଯ୍ୟାଳୟ ସୋମବାର କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ଘେରାଉ କରାଯାଇଛି। ସୁପରଭାଇଜର, ଚେକର ଓ ଚପରାସିଙ୍କୁ ବାର୍ଷିକ ନିର୍ଦ୍ଧାରିତ ଦିନ କାର୍ଯ୍ୟପ୍ରଦାନ କରିବା ସହିତ ପାରିଶ୍ରମିକ ଦେବା ଦାବି ନେଇ ଘେରାଉ ହେରଇଛି।
ସନ୍ଦେହ ହେଲା କାଳ: ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର
ମାଧପୁର, ୧୯।୮(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଦେହ କାରଣରୁ ନିଜ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗ୍ରାମର ଶେଷ କୁଦେଇଙ୍କ…
ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ମାଲକାନଗିରି/ଖଇରପୁଟ,୧୯।୮(ଡି.ଏନ୍.ଏ.): ଚାଷଜମିକୁ ଯାଇ ନିଖୋଜ ହୋଇ ଯାଇଥିବା ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଝରିଆଗୁ୍ଡ଼ା ଗ୍ରାମର ଜଣେ ଯୁବକଙ୍କ ଗଳିତ ମୃତଦେହ ତିନିଦିନ ପରେ ସୋମବାର ଉଦ୍ଧାର ହୋଇଛିା ସେହେଲେ ମଙ୍ଗଳା ପୁଜାରୀ ସୂଚନାଯୋଗ୍ୟ, ମଙ୍ଗଳା ତିନିଦିନ ପୂର୍ବରୁ ଜମି ଚାଷ…
କଳାହାଣ୍ଡିର ଦୁର୍ନୀତିଗ୍ରସ୍ତ ୫ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର, ୨ ଅଧିକାରୀଙ୍କ ପେନ୍ସନ୍ ବନ୍ଦ
ଭବାନୀପାଟଣା, ୧୯।୮ (ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଦୁର୍ନୀତି ମୁକ୍ତ କରିବା ପାଇଁ ବର୍ତ୍ତମାନ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁର୍ନୀତିି ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା କଳାହାଣ୍ଡି ଜିଲାର ୫ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ…
ନେଟ୍ ଜୋନ୍ରେ ଆର୍ପିଏଫ୍ ପକ୍ଷରୁ ଚଢ଼ାଉ, ନକଲି ରେଳ ଟିକେଟ ଜବତ
ଅତାବିରା,୧୯।୮(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗା-ଲହଣ୍ଡା ରାସ୍ତା ପାଶର୍ବରେ ଥିବା ଏକ ନେଟ୍ ଜୋନ ଉପରେ ସୋମବାର ପୂର୍ବାହ୍ନରେ ବରଗଡ଼ ଆର୍ପିଏଫ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉରେ ଉକ୍ତ ନେଟ୍ ଜୋନ୍ରୁ ନକଲି ରେଳ ଟିକେଟ ଆଦି ଜବତ ହୋଇଛି।…
ବିପଦ ସଂକେତ ଊର୍ଦ୍ଧ୍ୱରେ ଜଳକା: ଦିନ୨ଟା ସୁଦ୍ଧା ଜଳସ୍ତର ୬.୧୭ ମିଟର
ବସ୍ତା,୧୯।୮(ସ୍ବ.ପ୍ର.): ବିପଦ ସଂକେତ ଊର୍ଦ୍ଧ୍ୱରେ ବାଲେଶ୍ୱର ଜିଲାର ଜଳକା ନଦୀ ପ୍ରବାହିତ ହେଉଛି। ମଥାନୀଠାରେ ଜଳ ସ୍ତରର ବିପଦ ସଂକେତ ୫.୫୦ ମିଟର ଥିବା ବେଳେ.େସାମବାର ଦିନ ୨ଟା ସୁଦ୍ଧା ଏଠାରେ ଜଳସ୍ତର ୬.୧୭ ମିଟର ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି…

