ଘାଈରୁ ମାଟି ଉଠାଉଥିବା ଜେସିବିକୁ ୭୫ ହଜାର ଜରିମାନା
ବୁଗୁଡା,୨୮ା୫(ଡି.ଏନ୍.ଏ.)- ବୁଗୁଡା ତହସିଲ ଅନ୍ତର୍ଗତ ପଙ୍କଳବାଡି ଠାରୁ ଟିକରପଡା ମଧ୍ୟରେ ଥିବା ବଣଘାଈରୁ ଗୁରୁବାର ଅପରାହ୍ନରେ ଜେସିବି ସାହାଯ୍ୟରେ ବେଆଇନ ଭାବେ ମାଟି ଖୋଳି ଚାଲାଣ ଉଦ୍ୟମବେଳେ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ କର୍ମଚାରୀ ଚଢାଉ କରିଥିଲେ। ମାଟି ଖୋଳା…
ଚୌଧୁରୀଟିକରପଡାକୁ ଶଟ୍ଡାଉନ୍ କଲା ପ୍ରଶାସନ
ଦିଗପହଣ୍ଡି,୨୮ା୫(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ ଚୌଧୁରୀଟିକରପଡ଼ା ସରପଞ୍ଚ ସଞ୍ଜୁକ୍ତା ଚଣ୍ଡଙ୍କ ଅନୁରୋଧକ୍ରମେ ସମଗ୍ର ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଶଟ୍ଡାଉନ୍ ଘୋଷଣା କରାଯାଇଛି। ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ସଙ୍ଗରୋଧ କେନ୍ଦ୍ରରେ ଥିବା କେତେଜଣ ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ କରୋନା…
୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଲୁଟ୍: * ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ
ଧରାକୋଟ,୨୮ା୫(ଡି.ଏନ.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଲୁଟ୍ ହୋଇଛି। ୩ ବ୍ୟବସାୟୀଙ୍କ ଠାରୁ ଖଣ୍ଡା ଓ ମାଉଜର ଦେଖାଇ ନଗଦ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି…
ଲକ୍ଷାଧିକ ଟଙ୍କା ହଡ଼ପ କରି ଅଭିଯୁକ୍ତ ଗିରଫ
ଯୋଡ଼ା, ୨୮।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଆର୍ଥ ମୁଭର୍ସ ଓ ଡିପି ସିଂ ନାମକ ଦୁଇଗୋଟି ବ୍ୟବସାୟିକ ସଂସ୍ଥାରେ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗରେ ପୋଲିସ ଚମ୍ପୁଆ ଥାନା କାଳିକାପ୍ରସାଦ ଗ୍ରାମର ନରହରି ରାଉତଙ୍କୁ ଗୁରୁବାର ଗିରଫ କରିଛି। ପୋଲିସ…
ପରିବାରର ୫ ଜଣଙ୍କୁ ଆକ୍ରମଣ, ୫ ଗିରଫ
ବଇଣ୍ଡା, ୨୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା କୋରାବ ଗ୍ରାମର ଏକ ପରିବାରର ୫ ଜଣ ସଦସ୍ୟଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଭୁଜାଲିରେ ଆକ୍ରମଣ କରାଯାଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ନଂ. ୭୧/୨୦ରେ ଏକ ମାମଲା ରୁଜୁ…
୩ ଘଣ୍ଟା ଉଡିଲା ପାଉଁଶ
କଣିହାଁ, ୨୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ୩ ଘଣ୍ଟା ଧରି ଏନ୍ଟିପିସି ପ୍ରକଳ୍ପରୁ ପ୍ରବଳ ମାତ୍ରାରେ ପାଉଁଶ ଉଡିଥିଲା। ଏଥିଯୋଗୁ ରାସ୍ତାରେ ଯାଉଥିବା ଲୋକେ ଅସୁବିଧା ଭୋଗିବା ସହ ମଶୁଣିହତା, ବଡହୀରା, ଡେରେଙ୍ଗ, ଭୂଇଁପୁର, କଣିହାଁ,…
ପାନୀୟଜଳ ଓ ବିଦ୍ୟୁତ୍ ସେବା ଉପରେ ଗୁରୁତ୍ୱ
ବୌଦ୍ଧ,୨୮ା୫(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ ା ପ୍ରାକୃତିକ ବିପର୍ଯ୍ୟୟକୁ ଆଖି ଆଗରେ…
ପୁଣି ଫେରିଲେ ୧୩୧ ପ୍ରବାସୀ ଶ୍ରମିକ
ବୌଦ୍ଧ,୨୮ା୫ (ସ୍ବ.ପ୍ର.)-ଗୁରୁବାର ବୌଦ୍ଧ ଜିଲାରେ ପୁଣି ୧୩୧ ଜଣ ପ୍ରବାସୀ ଶ୍ରମିକ ପହଞ୍ଚିଥିବା ଜଣାଯାଇଛି। ଫଳରେ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨୬୩୧ରେ ପହଞ୍ଚତ୍ଛିି। ସେହିପରି ୬୦୫ ଜଣ ବାହାର ରାଜ୍ୟର ଶ୍ରମିକଙ୍କୁ ସ୍ବତନ୍ତ୍ର ଗାଡି ଯୋଗେ ସେମାନଙ୍କ ରାଜ୍ୟକୁ ପଠାଇ…
କରୋନା ରୋଗୀ ଚିହ୍ନଟ ପରେ ହରଡଖୋଲ ବଜାର ୪୮ଘଣ୍ଟା ସଟ୍ଡାଉନ
ସୋନପୁର,୨୮।୫(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢି ଚାଲିଛି। ବୁଧବାର ଜିଲାରେ ପୁଣି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୫ରେ ପହଞ୍ଚତ୍ଛି। ୪ ଜଣ କରୋନା ଆକ୍ରାନ୍ତ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ଟିଏମସି (ଅସ୍ଥାୟୀ…
ଜହ୍ନାପଙ୍କ ଅଞ୍ଚଳରେ କୂଆପଥର ବର୍ଷା
ଜହ୍ନାପଙ୍କ,୨୮।୫ (ଡି.ଏନ.ଏ.)-ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଝଡତୋଫାନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି କୂଆପଥର ବର୍ଷା ହୋଇଥିଲା। ଯାହାର ଓଜନ ୨୦୦ ଗ୍ରାମ ଉପରେ ହେବ । ବଡ ବଡ…
କରୋନା ଯୋଦ୍ଧାଙ୍କ ଘୋଷିତ ସୁବିଧା ଦିଅ
ବଲାଙ୍ଗୀର ଅଫିସ, ୨୮ା୫- ଚୁକ୍ତିଭିତ୍ତିକ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ମହିଳା) ଓ ଏଏନ୍ଏମ୍ମାନେ ଗୁରୁବାର ବଲାଙ୍ଗୀର ସିଡିଏମ୍ଓଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ା ଏହି ଦାବି ଆଗାମୀ ୩୦ ଦିନ୍ ମଧ୍ୟରେ ପୂରଣ ନହେଲେ ସେମାନେ…
ଟ୍ରକ ଧକ୍କାରେ ଜଣଙ୍କ ଜୀବନ ଗଲା
କେନ୍ଦୁଝର,୨୮ା୫(ସ୍ବ.ପ୍ର.)-ରାସ୍ତାପାର ହେଉଥିବାବେଳେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ସକାଳ ସମୟରେ ଏକ ପିକଅପ୍ରେ ବ୍ୟକ୍ତି ଜଣଙ୍କ ଯାଉଥିଲେ। ବନାଯୋଡ଼ି ଯୋଗୀମଠ ଛକ ନିକଟରେ ଛିଡ଼ାକରି ରାସ୍ତାକଡ଼ ଦୋକାନରେ ଚା’ ପିଇବା ପରେ ରାସ୍ତା ରାସ୍ତା ପାର ହେଉଥିବାବେଳେ କେନ୍ଦୁଝର…

