ଆମ ଜିଲା ଖବର

ସ୍କୁଲ, କଲେଜ ଫି ଛାଡ ଦାବିକଲା ଛାତ୍ର କଂଗ୍ରେସ

ବଲାଙ୍ଗୀର ଅଫିସ, ୨୮ା୫-କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଜୀବନ ସହ ଶିକ୍ଷାକ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହୋଇଛି ା ଦୀର୍ଘ ସମୟ ଧରି ଲକ୍‌ଡାଉନ ଯୋଗୁଁ ଦେଶ, ରାଜ୍ୟ ତଥା ବଲାଙ୍ଗର ଜିଲାର…

ଗ୍ୟାସ୍‌ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣା: ୩ ଗିରଫ

ତିହିଡ଼ି, ୨୮ା୫(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧାସ୍ଥିତ ରାଉତ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କୁ କେତେକ ଦୁର୍ବୃତ୍ତ ଆକ୍ରମଣ କରି ୧୧ଲକ୍ଷ ୯ହଜାର ୭ଶହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ଗୁରୁବାର ୩ଜଣ…

କରୋନା ବୁଡ଼ାଇଲା କୌଳିକ ବୃତ୍ତି : ସଙ୍କଟରେ ବାଉଁଶ କାରିଗର

କେନ୍ଦୁଝର, ୨୮ା୫(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଛି। କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସାଧାରଣ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଦେଇଥିବା ବେଳେ ଅନେକ ପରିବାର ଜୀବିକା ହରାଇ ଘରେ…

ଚୋରା ମଦବେପାରୀ ଗିରଫ

ଭଣ୍ଡାରିପୋଖରୀ , ୨୮।୫ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଭୁତିଆ ଗ୍ରାମରେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ବୁଧବାର ସନ୍ଧ୍ୟାରେ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଦୁଃଶାସନ ମୁଣ୍ଡା।…

ଏମଏନଆରଇଜିଏସ୍‌ କାମ ବେଳେ ଗଣ୍ଡଗୋଳ : ଠିକାଦାରଙ୍କୁ ଘେରିଲେ ଶ୍ରମିକ

ବାହାନଗା, ୨୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତରେ ଏମ୍‌ଜିଏନଆରଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ନିର୍ମାଣ ହେଉଥିବା ରାସ୍ତା କାମ ବେଳେ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ କାମ ବନ୍ଦ ରହିଛି। ଫଳରେ ଗୁରୁବାର…

ଗଡ଼ିଲା ସୀମିତ ସଂଖ୍ୟକ ଘରୋଇ ବସ୍‌

କଟକ ଅଫିସ,୨୮ା୫- ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ନିଷ୍ପତ୍ତି ଅନୁଯାୟୀ ଗୁରୁବାର ବସ୍‌ ଚଳାଚଳ ଆରମ୍ଭ କରିଛି। ତେବେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ ହେବାରୁ ସମସ୍ତ ବସ୍‌ ଗଡ଼ିନାହିଁ। କଟକରୁ ମାତ୍ର ୪ଟି ବସ୍‌ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବାବେଳେ…

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ପଶିଲା ବର୍ଷା ପାଣି

ସଜନାଗଡ଼, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର କାଣ୍ଡଗରଡ଼ିହି ପଞ୍ଚାୟତ ବାବା ପଞ୍ଚଲିଙ୍ଗେଶ୍ୱର ମହାବିଦ୍ୟାଳୟରେ ହୋଇଥିବା କ୍ୱାରଣ୍ଟାଇନ୍‌ କେନ୍ଦ୍ରରେ ଗୁରୁବାର ପୂର୍ବାହ୍ନରେ ବର୍ଷାପାଣି ପଶିଯିବାରୁ ସେଠାରେ ରହୁଥିବା ପ୍ରବାସୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏ ସମ୍ପର୍କରେ ପ୍ରବାସୀମାନେ କେନ୍ଦ୍ରର ନୋଡ଼ାଲ ଅଫିସରଙ୍କ…

ଚାଷୀଙ୍କୁ ଟେକି କଚାଡ଼ିଲା ହାତୀ

ଖୁଣ୍ଟୁଣୀ,୨୮ା୫(ଡି.ଏନ.ଏ.): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କୁମାରପୁର ପଞ୍ଚାୟତର ବଳୀପୁର ଗ୍ରାମରେ ବୁଧବାର ରାତିରେ ଏକ ହାତୀ ଜଣେ ଚାଷୀଙ୍କୁ ଟେକି କଚାଡ଼ି ଦେବାରୁ ଗୁରୁତର ହୋଇଛନ୍ତି। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଊଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ।…

ବଜ୍ରପାତରେ ୨ ଗୁରୁତର

ଚମ୍ପୁଆ,୨୮ା୫ (ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତର ପତଳା ଗ୍ରାମରେ ଗୁରୁବାର ସକାଳେ ବଜ୍ରପାତରେ ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାର୍ବତୀ ପାତ୍ର ଓ ଝୁମି ପାତ୍ର। ଗାଧେଇବାକୁ ଯାଉଥିବା ବେଳେ ସେମାନେ ବଜ୍ରପାତର ଶିକାର ହୋଇଥିଲେ। ପରିବାରେ ଉଭୟଙ୍କୁ…

ଅଭିଯୋଗ ପରେ ବିବାହ କଲେ ପ୍ରେମିକ

ନିମାପଡ଼ା,୨୮ା୫(ଡି.ଏନ.ଏ.): ପ୍ରଥମେ ବିବାହ ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ। ଯୁବତୀଜଣକ ଅନ୍ତଃସ୍ବତ୍ତା ହେବାପରେ ପ୍ରେମିକ ବିବାହ ହେବା ପାଇଁ ମନା କରିଦେଇଥିଲେ। ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଗ୍ରାମବାସୀ, ଉଭୟ ପରିବାର ଓ ପୋଲିସଙ୍କ…

ବେଆଇନ ବିଲ୍‌ ଆଦାୟ ବିରୋଧରେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ,୨୮।୫- ବାଲେଶ୍ୱର ଜିଲାର ବିଦ୍ୟୁତ୍‌ ସରବରାହ ପରିଚାଳନା ଦାୟିତ୍ୱରେ ଥିବା ନେସ୍କୋ ବିଦ୍ୟୁତ୍‌ ବିତରଣ ସଂସ୍ଥା ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ୍‌ ଶକ୍ତି ବ୍ୟବହାର ବାବଦରେ ଶୁଳ୍କ ବ୍ୟତୀତ ବିଭିନ୍ନ ଆଳରେ ଆଦାୟ କରି ଉପଭୋକ୍ତାମାନଙ୍କୁ ଦୀର୍ଘଦିନ ଧରି ଠକି ଆସିବାର…

ଶ୍ରମିକ, ଚାଷୀଙ୍କୁ ସହାୟତା ଯୋଗାଇ ଦିଅନ୍ତୁ କେନ୍ଦ୍ର, ରାଜ୍ୟ ସରକାର

ଜୟପୁର ,୨୮ା୫(ଡି.ଏନ.ଏ./ନି.ପ୍ର. )- କୋରାପୁଟ ଜିଲା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଗୁରୁବାର ଜିଲା କଂଗ୍ରେସଭବନଠାରେ ଏକ ଖବରଦାତା ସମ୍ମିଳନୀରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ, ଶ୍ରମିକ ଏବଂ ଚାଷୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?