ଆମ ଜିଲା ଖବର

ସରକାରୀ ନିୟମକୁ ଉଲ୍ଲଘଂନ: ବିନା ମାକ୍ସରେ କାମ କରୁଛନ୍ତି ୨୦ ଶ୍ରମିକ

ବିଜେପୁର,୮।୫(ଡି.ଏନ.ଏ.)-କରୋନାକୁ ନେଇ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସେହିପରି ସଂକ୍ରମଣ ପ୍ରତିହତ ପାଇଁ ସାମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧିବାକୁ ସରକାର ସଚେତନତା ସୁଷ୍ଟି କରୁଛନ୍ତି। ମାତ୍ର ବରଗଡ଼ ଜିଲା ବିଜେପୁର ଏନ୍‌ଏସି ଅଞ୍ଚଳରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଏକ…

କରୋନା ମୁକାବିଲା ଚିନ୍ତା: ଗଞ୍ଜାମ ଗଲେ ୩ ଆଇଏଏସ୍‌

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାରେ ୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲାରେ ପ୍ରବାସୀଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲା ଉପରେ ସ୍ବତନ୍ତ୍ର ନଜର…

ଅଧା ବାଟେ ଛାଡ଼ିଦେଲା ବସ୍‌: ହଟହଟା ହେଲେ ୨୩ ଶ୍ରମିକ

ବରଗଡ଼ ଅଫିସ୍‌,୮।୫-ଗଞ୍ଜାମ ଜିଲା ଭଞ୍ଜନଗରରୁ ବରଗଡ଼କୁ ଫେରୁଥିବା ଶ୍ରମିକଙ୍କୁ ହଟହଟା ହେବାକୁ ପଡ଼ିଛି। ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ୨୩ ଜଣ ଶ୍ରମିକଙ୍କୁ ବରଗଡ଼ ଜିଲା ପାଇକମାଲ ବ୍ଲକ କାଂସଡ଼ା ଅଞ୍ଚଳର ସେମାନଙ୍କ ଘରକୁ ପହଞ୍ଚାଇବା…

ବଡ଼ବିଲ ଥାନା ଅଞ୍ଚଳରୁ ଚୋରି ଘଟଣା: ଚୋରି ସାମଗ୍ରୀ ଜବତ, ୨ ଅଭିଯୁକ୍ତ ଗିରଫ

ବଡବିଲ,୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ସୁନ୍ଦରା ବସ୍ତି ଅଞ୍ଚଳର ଶିବ କୁମାର ଗିରିଙ୍କ ଘରୁ ଗତ ଏପ୍ରିଲ ୧୬ ତାରିଖରେ ଚୋରି ହୋଇଥିଲା। ଏ ନେଇ ପୋଲିସ ଏକ ମାମଲା (ନଂ. ୭୪/୨୦) ରୁଜୁକରି ତଦନ୍ତ ଚଳାଇଥିଲା। ଏଥିରେ ମମ୍ପୃକ୍ତ…

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଚୌଦ୍ୱାରରେ ସିଲ୍‌ ହେଲା ମଦ ଦୋକାନ

ଚୌଦ୍ୱାର,୮ା୫(ଡି.ଏନ୍‌.ଏ)-ମହାମାରୀ କରୋନାକୁ ନେଇ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। କଟକ ଜିଲାର ଚୌଦ୍ୱାର ସହର ଗ୍ରୀନ ଜୋନରେ ଯାଉଛି। ଗତ ୪ ତାରିଖରେ କେନ୍ଦ୍ର ସରକାର ଗ୍ରୀନ ଜୋନ ଅଞ୍ଚଳରେ ମଦ ଦୋକାନ ଖୋଲିବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚୌଦ୍ୱାର…

CORONAVIRUS UPDATE: ଭଦ୍ରକରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଲା

ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଶୁକ୍ରବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ସେ ଭଦ୍ରକ ଜିଲାର ୩୩ ବର୍ଷୀୟ ଯୁବକ। ନିକଟରେ ସେ ସୁରଟରୁ ଫେରିଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଛି। ଶୁକ୍ରବାର…

ନିର୍ମାଣ ଶ୍ରମିକଙ୍କୁ ମିଳୁନି ସହାୟତା, ଶ୍ରମ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ୍‌,୮।୫-କରୋନା(କୋଭିଡ୍‌-୧୯) ଭୂତାଣୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରାଯାଇଛି। ଏପରିସ୍ଥିତିରେ କାମଧନ୍ଦା ବନ୍ଦ ହୋଇଯାଇ ଥିବା ଯୋଗୁ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି। ମାତ୍ର କେତେକ ନିର୍ମାଣ ଶ୍ରମିକ ସେମାନଙ୍କ ପଞ୍ଜିକରଣକୁ ନବୀକରଣ କରିପାରି…

ଚାଲି ଚାଲି ଢେଙ୍କାନାଳରୁ ଛତିଶଗଡ଼ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ସରଣ୍ଡା,୮।୫(ଡି.ଏନ.ଏ)-ଛତିଶଗଡ଼ରୁ ଢେଙ୍କାନାଳ ଜିଲାକୁ ଦାଦନ ଖଟିବା ପାଇଁ ଆସିଥିବା ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ପୂର୍ବାହ୍ନରେ ସେମାନେ ନିଜ ପିଲା ଛୁଆଙ୍କୁ ଧରି ଅତାବିରା ଅତିକ୍ରମ କରିଛନ୍ତି। ସେମାନଙ୍କ ମଧ୍ୟରେ ୭ପୁରୁଷ, ୪ମହିଳା…

ତ୍ୱରାନ୍ବିତ ହେବ ରଥ ନିର୍ମାଣ କାର୍ଯ୍ୟ: ସମସ୍ତ ମହାରଣା, ସେବାୟତଙ୍କ ହେବ ସ୍ବାସ୍ଥ୍ୟ ପରୀକ୍ଷା

ପୁରୀ ଅଫିସ,୮।୫: ରଥ ନିର୍ମାଣ କାର୍ଯ୍ୟକୁ କିଭଳି ତ୍ୱରାନ୍ବିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ରଥ କାର୍ଯ୍ୟରେ ନିୟୋଜିତ ସେବାୟତମାନେ କିଭଳି ସୁରୁଖୁରୁରେ ରଥ ନିର୍ମାଣ କରିବେ ତା ଉପରେ ଗୁରୁତ୍ୱ…

କ୍ୱାରାଣ୍ଟାଇନ ବ୍ୟବସ୍ଥାରେ ଅବହେଳା: ପ୍ରତିବାଦରେ ଡାକ୍ତରଙ୍କ ସହ ଏମ୍‌କେସିଜି ଛାତ୍ରୀଛାତ୍ରଙ୍କ ଧାରଣା

ବ୍ରହ୍ମପୁର ଅଫିସ, ୮।୫: ବ୍ରହ୍ମପୁର ଉପକଣ୍ଠ ଶୀତଳାପଲିରେ ଥିବା ଟାଟା କୋଭିଡ-୧୯ ହସ୍ପିଟାଲରେ କାମସାରି ଫେରୁଥିବା ଡାକ୍ତରଙ୍କୁ କ୍ୱାରାଣ୍ଟାଇନରେ ରଖିବାନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଶୁକ୍ରବାର ଶିତଳାପଲ୍ଲି ଟାଟା କୋଭିଡ…

ଏମ୍‌କେସିଜିରେ ୨୯ କରୋନା ସନ୍ଧିଗ୍ଧ ଚିକିତ୍ସିତ

ବ୍ରହ୍ମପୁର ଅଫିସ, ୮।୫ -ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ନିକଟରେ ଗଞ୍ଜମକୁ ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ବିଭିନ୍ନ ସଙ୍ଗରୋଧ କକ୍ଷରେ ରଖାଯାଇଛି। ଏବେ ସେମାନଙ୍କ ସ୍ବାବ୍‌ ରିପୋର୍ଟରେ ଦିନକୁ ଦିନ କରୋନା…

ନୂଆପଡ଼ାରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ: ରହିଛି ୧୬୫ ଶଯ୍ୟା, ୫ ଆଇସିୟୁ

ଭୁବନେଶ୍ୱର, ୮।୫(ବ୍ୟୁରୋ): ନୂଆପଡ଼ା ଜିଲାରେ ଥିବା କୋଭିଡ ହସ୍ପିଟାଲକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶୁକ୍ରବାର ବୁଲି ଦେଖିବା ସହ ଏହାର କାର୍ଯ୍ୟ କାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଠାରେ ୧୬୫ଟି ଶଯ୍ୟା ଉପଲବ୍ଧ ଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri