ଆମ ଜିଲା ଖବର

୬ ମାସ ପରେ ଖୋଲିଲା ସୂର୍ଯ୍ୟମନ୍ଦିର

କୋଣାର୍କ,୨।୯(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ମଙ୍ଗଳବାର ଖୋଲିଛି। ଏହା କେନ୍ଦ୍ର ସରକାରଙ୍କ ଅନଲକ ୪.୦ ଗାଇଡ୍‌ଲାଇନ ଅନୁଯାୟୀ ପର୍ଯ୍ୟଟକ ପରିଦର୍ଶନ ପାଇଁ ଖୋଲାଯାଇଛି। ସୂଚନା ଥାଉ କି, ଦେଶ…

ବଜ୍ରପାତ ନେଲା ୬ ଜୀବନ

ଆନନ୍ଦପୁର/ବାଲେଶ୍ୱର ଅଫିସ,୨ା୯(ସ୍ବ.ପ୍ର.): ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ବଜ୍ରପାତ ଘଟି ୬ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ କେନ୍ଦୁଝର ଜିଲାର ୪ ଓ ବାଲେଶ୍ୱରର ୨ ଜଣ ରହିଛନ୍ତି। କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ମଙ୍ଗଳବାର…

ସ୍ବାମୀଙ୍କ ମୃତ୍ୟୁର ୧୦ବର୍ଷ ପରେ ମିଳିନି ଭତ୍ତା

କଣ୍ଟାବାଞ୍ଜି, ୨ା୯(ଡି.ଏନ.ଏ.) – ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହିଆଁଲ ପଞ୍ଚାୟତ ଅନ୍ତର୍ଗତ ଦାବିରି ଗାଁର ଭୁଲେଶ୍ୱରୀ ମଲ୍ଲିକ(୪୭)। ୨୦୧୦ରେ ସ୍ବାମୀ ଶ୍ରୀଧର ମଲ୍ଲିକଙ୍କ ମୃତ୍ୟୁ ପରେ ପରିବାର ଭରଣ ପୋଷଣର ବୋଝ ତାଙ୍କ ଉପରେ ପଡିଲା। ସେହିଦିନୁ ପୁଅ, ଦୁଇ…

ରାତି ଦେଖିଲା ଅନୁଗୋଳ ବଜାର

ଅନୁଗୋଳ ଅଫିସ, ୨ା୯ – ଗତ ୫ ମାସ ହେଲା ବାରମ୍ବାର ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଓ କର୍ଫ୍ୟୁ ପରେ ମଙ୍ଗଳବାରଠାରୁ ଅନୁଗୋଳରେ ସ୍ବାଭାବିକ ହୋଇଛି ବ୍ୟବସାୟ ବାଣିଜ୍ୟ। ପୂର୍ଣ୍ଣକାଳୀନ ଦୋକାନ ଖୋଲାଯାଇଥିବା ବେଳେ ରାତି ଦେଖିଛି ଅନୁଗୋଳ ବଜାର। ସରକାରଙ୍କ ଅନ୍‌ଲକ୍‌-୪…

ବଦଳିଲେ ୫ ପୋଲିସ ଅଫିସର

କେନ୍ଦୁଝର, ୨ା୯(ଡି.ଏନ୍‌.ଏ.): ୫ ପୋଲିସ ଅଫିସରଙ୍କୁ କେନ୍ଦୁଝର ଜିଲାରୁ ବଦଳି କରାଯାଇଥିବାବେଳେ ୨ଜଣ ଜିଲାକୁ ଆସିଛନ୍ତି। ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଆଦେଶ ସଂଖ୍ୟା ୯୯/ ୩୧ା୮ା୨୦୨୦ରେ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ କାର୍ଯ୍ୟରତ ଇନ୍ସପେକ୍ଟର ମାନସ କୁମାର ସ୍ବାଇଁଙ୍କୁ…

ଡାଇଭର୍ସନ ଯୋଗୁ ବିଚ୍ଛିନ୍ନ ହେବ ଝୁମ୍ପୁରା-ଉଖୁଣ୍ଡା ରାସ୍ତା

ଝୁମ୍ପୁରା,୨ା୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ନିକଟରେ କାନପୁର ବୃହତ ଜଳସେଚନ ପ୍ରକଳ୍ପର ଗୋଟିଏ ପାର୍ଶ୍ୱର ମୁଖ୍ୟ କେନାଲ ଅତିକ୍ରମ କରୁଛି। ଏହି ସ୍ଥାନରେ ରାସ୍ତା ଉପରେ ପୋଲ ନିର୍ମାଣ ଲାଗି ଟେଣ୍ଡର ହୋଇଥିଲା। ମାତ୍ର ପୋଲ ନିର୍ମାଣ କେବଳ…

ବରୀ ବିଧାୟିକାଙ୍କୁ କରୋନା

ବରୀ,୧।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବିଧାୟିକା ସୁନନ୍ଦା ଦାସ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ସେ ଏବେ ହୋମ୍‌ ଆଇସୋଲେଶନରେ ଅଛନ୍ତି। କିଛି ଦିନ ଭିତରେ…

କଟକ ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହେଲେ ଆଉ ୧୯୮ ଆକ୍ରାନ୍ତ: ମୋଟ ସଂଖ୍ୟା ୫୦୦୦ ଟପିଲା

କଟକ ଅଫିସ,୧।୯: କଟକ ମହାନଗର ନିଗମ ଅଞ୍ଚଳରୁ ମଙ୍ଗଳବାର ଆଉ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୭ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ ରହିଥିବା ବେଳେ ୫୭ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ୭୪ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଏହାକୁ…

ମାସେ ବଢ଼ିଲା ପୁରୀ ସ୍ବର୍ଗଦ୍ୱାର କଟକଣା

ପୁରୀ ଅଫିସ,୧ା୯: ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ସ୍ବର୍ଗଦ୍ୱାରରେ ପୁରୀ ଜିଲା ବାହାର ମୃତଦେହ ଦାହ ଉପରେ କଟକଣା ଲଗାଯାଇଛି । ଗତ ଜୁଲାଇ ୭ ତାରିଖରୁ ପୁରୀ ଜିଲା ବାହାର ମୃତଦେହ ସ୍ବର୍ଗଦ୍ୱାରରେ ଦାହ କରାଯାଇପାରିବ ନାହିଁ ବୋଲି…

ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ଜୀବନ ଗଲା

କୋରାପୁଟ,୧।୯(ସ୍ବ.ପ୍ର): କୋରାପୁଟ ଜିଲା ଲମତାପୁଟ ବ୍ଲକ ଦେବଗଞ୍ଜର ଗ୍ରାମରେ ଏକ ଅଘଟଣ ଘଟିଛି । ପୋଖରୀରେ ବୁଡି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତାମିଲ ପରଜା(୧୨) ନିକିତା ଦଳପତି(୧୩) ଓ ସନ୍ତୋଷୀ ପାତ୍ରୀ(୧୪)। ମିଳିଥିବା ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ…

ଭଦ୍ରକରୁ ପୁଣି ୯୪ କରୋନା ଆକ୍ରାନ୍ତ ଚିହ୍ନଟ: ସମସ୍ତେ ସ୍ଥାନୀୟ ଅଞ୍ଚଳର

ଭଦ୍ରକ ଅଫିସ,୧।୯: ଭଦ୍ରକ ଜିଲାରୁ ମଙ୍ଗଳବାର ୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୨୭କୁ ବୃଦ୍ଧି ପାଇଛି। ତେବେ ଚିହ୍ନଟ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।…

ବଜ୍ରପାତରେ କୃଷକଙ୍କ ଜୀବନଗଲା

ବାଲେଶ୍ୱର ଅଫିସ,୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଗୋବରଘାଟା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ମହାନ୍ତି (୩୫)। କାର୍ତ୍ତିକ ବିଲକୁ ଯାଉଥିବା ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?