ଆମ ଜିଲା ଖବର

ତାତିଲେ ଗାଁ ସାଥୀ, ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବଙ୍କୁ ହଟାଇବା ଲାଗି ଦାବି

କେନ୍ଦୁଝର,୩୦ା୯(ସ୍ବ.ପ୍ର.): ରାଜ୍ୟପାଳଙ୍କୁ ବେଖାତିର କରି ଗାଁ ସାଥୀଙ୍କ ପାଇଁ ନକାରାତ୍ମକ ଚିଠି କରିଥିବା ପଞ୍ଚାୟତ ବିଭାଗର ପ୍ରମୁଖ ଶାସନ ସଚିବ ଆଇଏଏସ ଡି.କେ. ସିଂଙ୍କ ବିରୋଧରେ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସଂପୃକ୍ତ ଅଧିକାରୀ…

୨ରେ ଖୋଲିବ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ

ବାରଙ୍ଗ,୩୦ା୯(ଡି.ଏନ୍‌.ଏ.):ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅକ୍ଟୋବର୨ ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀରେ ଖୋଲିବ ବୋଲି ଡିଏଫ୍‌ଓ କେଦାର ସ୍ବାଇଁ କହିଛନ୍ତି। କୋଭିଡ୍‌ କଟକଣାରେ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବାବେଳେ କୋଭିଡ୍‌ ନିୟମ ମାନି ପର୍ଯ୍ୟଟକ ପ୍ରବେଶ କରିବେ। ଏଥିନିମନ୍ତେ ସାମାଜିକ ଦ୍ୱରତ୍ୱ ସହ ମାସ୍କ ପିନ୍ଧିବାକୁ…

ଲକ୍ଷାଧିକ ଟଙ୍କା ହେରଫେର ଗନ୍ଧ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗିଲେ ବିଡିଓ

ପାଟଣା,୩୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଜେନାଙ୍କ ପଞ୍ଚାୟତ କାର୍ଯ୍ୟାଳୟ ତାଲାକୁ ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଡିଓ ଭାଙ୍ଗିଦେଇଛନ୍ତି। ମିଳିଥିବା ସୁଚନା ଅନୁଯାୟୀ, ବାଉଁଶୁଳି ପଞ୍ଚାୟତ ପିଇଓ ଜେନା ଏସ୍‌ଏଫ୍‌ସି ଓ ସିଏଫ୍‌ ସି…

ଗ୍ରୁପରେ ଅଶ୍ଳୀଳ ଫଟୋ ଛାଡ଼ିବା ପଡିଲା ମହଙ୍ଗା: ହରଡ଼ଘଣାରେ ଅତିରିକ୍ତ ଆର୍‌ଏମ୍‌ସି ସମ୍ପାଦକ

ଜୁନାଗଡ଼,୩୦।୯(ଡିଏନଏ) : କଳାହାଣ୍ଡି ଜିଲା ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟିର ଅତିରିକ୍ତ ଆର୍‌ଏମ୍‌ସି ସମ୍ପାଦକ ସୁରେନ୍ଦ୍ର କୁମାର ବାଗ ଜୁନାଗଡ଼ ଆର୍‌ଏମ୍‌ସିର ଅଫିସିଆଲ ହାଟ୍ସଆପ ଗ୍ରୁପରେ ଅଶ୍ଳୀଳ ଫୋଟୋ ଛାଡ଼ିବା ନେଇ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି। ଏହାକୁ ନେଇ ଅତିରିକ୍ତ…

ଚାନ୍ଦିପୁରରୁ ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌,୩୦।୯: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି। ଭାରତ ଏବଂ ରୁଷିଆ ମିଳିତ ଜ୍ଞାନ କୌଶଳରେ ନିର୍ମିତ ସୁପରସୋନିକ କ୍ରୁଜ୍‌ ମିଶାଇଲ୍‌ ‘ବ୍ରହ୍ମୋସ’ ବୁଧବାର ସକାଳ ୧୦.୨୭ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ୍‌…

ଜମି କିଣାଇଦେବାକୁ କହି ୧୭ ଲକ୍ଷ ଟଙ୍କା ଟଙ୍କା ଠକି ନେଲେ, ଦମ୍ପତି ଗିରଫ

ପାଟଣା,୩୦।୯(ସ୍ବ. ପ୍ର.):କେନ୍ଦୁଝର ଜିଲା ପାଟଣା ପୋଲିସ ଠକେଇ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦମ୍ପତି ହେଉଛନ୍ତି ପାଟଣା ବ୍ଲକ କେନ୍ଦେଇ ପଶି ପଂଚାୟତ ଗମ୍ଭାରୀଆ ଗ୍ରାମର ବୁଦ୍ଧଦେବ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି…

ପୋଖରୀରେ ବୁଡି ଯୁବକଙ୍କ ଜୀବନଗଲା

ଦିଗପହଣ୍ଡି,୩୦।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଆଠ ଗଡ଼ିଆ ସାହିର ବି.ଦିନବନ୍ଧୁ ନାମକ ଜଣେ ଯୁବକ ପୋଖରୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟାରୁ ସେ ଘରୁ ଯାଇଥିଲେ ମଧ୍ୟ ରାତି ୧୦ ଟା ଯାଏ ଘରକୁ ଫେରି…

ଗୁରୁତର ସିଂହୀ ସୁପ୍ରିୟାର ମୃତ୍ୟୁ

ବାରଙ୍ଗ,୩୦ା୯(ଡି.ଏନ୍‌.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନର ସିଂହ ସଫାରିରେ ଗୁରୁତର ହୋଇ ଚିକିତ୍ସା ହେଉଥିବା ସିଂହୀ ସୁପ୍ରିୟାର ମଙ୍ଗଳବାର ମୃତ୍ୟୁ ଘଟିଛି। ୨୬ବର୍ଷୀୟ ଏହି ସିଂହୀଟି ଗତ କିଛିଦିନ ହେବ ଅସୁସ୍ଥ ଥିଲା। ଏପରି କି ସେ ଧୀରେ ଧୀରେ ରୁଗ୍‌ଣ ହୋଇପଡ଼ିବା ସହ…

ସଂକ୍ରମିତ ସେବାୟତଙ୍କୁ ଶ୍ରୀମନ୍ଦିର ମନା

ପୁରୀ ଅଫିସ,୩୦ା୯: କରୋନା ସଂକ୍ରମିତ ସେବାୟତ କିମ୍ବା କର୍ମଚାରୀ କେହି ବି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା…

ଢେଙ୍କାନାଳ ପୌରସଂସ୍ଥା ରୋଲ୍‌ ମଡେଲ

ଢେଙ୍କାନାଳ ଅଫିସ, ୩୦।୯ – ମଳପଙ୍କ ପରିଚାଳନାରେ ଢେଙ୍କାନାଳ ପୌରସଂସ୍ଥା ସମଗ୍ର ଦେଶରେ ରୋଲ୍‌ ମଡେଲ। ଏପରି ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସମସ୍ତ ତଥ୍ୟାବଳୀ ଗ୍ରାମାଞ୍ଚଳରେ ପହଞ୍ଚାଇବା ମୂଳ ଉଦ୍ଦେଶ୍ୟ। ଏହି ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ଲାଗି ପ୍ରଶାସନ ବଦ୍ଧପରିକର…

‘ଅର୍ଥ ଥାଇ ଉନ୍ନତି ହେଉନି’

ଢେଙ୍କାନାଳ ଅଫିସ, ୩୦।୯ – ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଅର୍ଥ ଥାଇ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ଏଥିପାଇଁ ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଏମ୍‌ପି ମହେଶ ସାହୁ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଜିଲାରେ ଅର୍ଥ ଥାଇ…

ଆବର୍ଜନାରୁ ପ୍ରସ୍ତୁତ ହେଲା ଜୈବିକ ଖତ

ଅନୁଗୋଳ ଅଫିସ, ୩୦ା୯ – ଅନୁଗୋଳ ସହରରେ ପ୍ରତିଷ୍ଠା କରାଯାଇଥିବା ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି) ମଧ୍ୟରୁ ଗୋଟିଏରୁ ଉତ୍ପାଦନ ଆରମ୍ଭ ହୋଇଛି। ସହରରୁ ସଂଗୃହୀତ ଓଦା ଆବର୍ଜନାରୁ ମଙ୍ଗଳବାର ପ୍ରଥମ କରି ଜୈବିକ ଖତ ପ୍ରସ୍ତୁତ କରିଛି ହୁଲୁରିସିଂହା ଏମ୍‌ସିସି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?