ଧାନ କିଣାରେ ଅନିୟମିତତା : ଚାଷୀଙ୍କ ଆନ୍ଦୋଳନ ଚେତାବନୀ
ଖୁଣ୍ଟା, ୫।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡ଼ା ଲ୍ୟାମ୍ପରେ ଚାଷୀଙ୍କ ଠାରୁ ଧାନ କିଣାରେ ଅନିୟମିତତା କରାଯାଇଥିବା ନେଇ ଚାଷୀମାନେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ…
ବାଲେଶ୍ୱରରେ ଯୁବତୀ ଚାଲାଣ ର଼୍ୟାକେଟ୍ ସକ୍ରିୟ: ଟେର୍ ପାଉନି ପୋଲିସ
ବାଲେଶ୍ୱର ଅଫିସ, ୫।୬-ବାଲେଶ୍ୱର ଜିଲାରେ ଯୁବତୀ ଚାଲାଣ ର଼୍ୟାକେଟ୍ ସକ୍ରିୟ ହୋଇପଡ଼ିଛି। ପୋଲିସର କୋହଳ ତଦନ୍ତ ଯୋଗୁ ବିଭିନ୍ନ ଆଳ ଦେଖାଇ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହେଉଛନ୍ତି। ଗୁରୁବାର ଏନେଇ ଜିଲା ନାରୀସଂଘ ସଭାପତି ଗୋପାମୁଦ୍ରା ମହାପାତ୍ର ଅଭିଯୋଗ କରିଛନ୍ତି।…
ପୁରୀରେ ପଙ୍ଗପାଳ ଚର୍ଚ୍ଚା
ପୁରୀ ଅଫିସ,୪ା୬: ପୁରୀରେ ପଙ୍ଗପାଳ। ଏମିତି ଚର୍ଚ୍ଚା ଗୁରୁବାର ପୁରୀ ସହରର ବିଭିନ୍ନ ସ୍ଥାନରେ ଶୁଣିବାକୁ ମିଳିଥିଲା। ବାଲୁଖଣ୍ଡ ଅଭୟାରଣ୍ୟ ନୂଆନଈ ନିକଟ ରାସ୍ତା ପାର୍ଶ୍ୱ ଗଛରେ ଏମାନେ ବହୁ ସଂଖ୍ୟାରେ ବସିଥିବା ଗୁରୁବାର ପୂର୍ବାହ୍ନରେ ଲୋକେ ଦେଖିଥିଲେ। ପଙ୍ଗପାଳ ପଳାଇ…
ଗୋଷ୍ଠୀସଂଘର୍ଷକୁ ନେଇ ବୋମା ମାଡ଼
ବ୍ରହ୍ମଗିରି,୪ା୬(ଡି.ଏନ.ଏ): ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କିସ୍ତି ଟଙ୍କାକୁ କେନ୍ଦ୍ର କରି ପୁରୀ ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗ୍ରାମରେ ଗୁରୁବାର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଗୁରୁବାର ବୋମା ମାଡ଼ ହୋଇଛି। ଏ ନେଇ ଗ୍ରାମରେ ସଦର…
୭ ଦଫା ଦାବି ନେଇ ମତ୍ସ୍ୟଜୀବୀ ସଂଘର ଦାବି
ବ୍ରହ୍ମଗିରି,୪ା୬(ଡି.ଏନ.ଏ): ଫନୀ ବାତ୍ୟା ସହାୟତା ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ବ୍ରହ୍ମଗିରି ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଗୁରୁବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇଛି। ଏହାସହ ୭ ଦଫା ସମ୍ବନ୍ଧିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।…
ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା
ପିପିଲି,୪ା୬(ଡି.ଏନ୍.ଏ./ସ୍ବ.ପ୍ର.): ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ ଗୁରୁବାର ଏକ ଗ୍ୟାସ ସିଲିଣ୍ଡର ଫାଟି ୧୨ବଖରା ଜଳି ପାଉଁଶ ହୋଇଯାଇଛି। ସୂଚନା ମୁତାବକ, ଜେନା…
ଶନିବାର,ରବିବାର ଶଟ୍ଡାଉନ୍ ନେଇ କଟକଣା
ଭଦ୍ରକ ଅଫିସ,୪ା୬- ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତି ଶନିବାର ଓ ରବିବାର ଶଟ୍ଡାଉନ ନେଇ ଭଦ୍ରକ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଜିଲା ପାଇଁ ନୀତି ଧାର୍ଯ୍ୟ କରିବା ସହିତ ଆଇନକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି।…
ସହରରେ କେନ୍ଦ୍ରମନ୍ତ୍ରୀଙ୍କ ନିଖୋଜ ପୋଷ୍ଟର ଲାଗିବା ଘଟଣା: ଯୁବନେତାଙ୍କ ଗିରଫକୁ କଂଗ୍ରେସର ବିରୋଧ
ବାଲେଶ୍ୱର ଅଫିସ, ୪।୬-ବାଲେଶ୍ୱର ସହରରେ ଗତ ରବିବାର କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର ଲାଗିଥିଲା। ଉକ୍ତ ପୋଷ୍ଟରକୁ ଫଟୋ ଉଠାଇ ଫେସବୁକ୍ରେ…
କରୋନା ଲକ୍ଷଣ ଲୁଚାଅନି, ଡାକ୍ତରଙ୍କ ପରାମର୍ଶ ନିଅ: ଜିଲାପାଳ
ଛତ୍ରପୁର,୪ା୬(ଡି.ଏନ୍.ଏ.)-କରୋନା ଲକ୍ଷଣ ଦେଖାଗଲେ ନ ଲୁଚାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅ। ଏପରି କଲେ ପ୍ରାଣଘାତୀ ଭୂତାଣୁକୁ ହରାଇ ହେବ। ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଏହା କହିଛନ୍ତି। ଏଥିସହ ଜନଗହଳି ସ୍ଥାନକୁ ନ ଯିବା,…
ତାମିଲନାଡୁ, କେରଳରୁ ଫେରିଲେ ୧୩୬
ଶଙ୍କରାଖୋଲ,୪ା୬(ଡି.ଏନ୍.ଏ.)- ତାମିଲନାଡୁ, କେରଳରୁ ୧୩୬ ପ୍ରବାସୀ ଓଡ଼ିଆ ଗୁରୁବାର କନ୍ଧମାଳ ଫେରିଛନ୍ତି। ବ୍ରହ୍ମପୁରରେ ଟ୍ରେନରୁ ଓହ୍ଲାଇ ବସ୍ ଯୋଗେ ଜିଲାକୁ ଆସିଛନ୍ତି। ଏମାନେ ଦାରିଙ୍ଗବାଡି, ଟିକାବାଲି, ଜି.ଉଦୟଗିରି, ରାଇକିଆ, ଚକାପାଦ ଆଦି ଅଞ୍ଚଳର ବୋଲି ଜଣାପଡିଛି। ଚକାପାଦ ବ୍ଲକ ଶଙ୍କରାଖୋଲ ହାଇସ୍କୁଲ…
୨୫ କିମି ସାଇକେଲ ଚଳାଇ ସଚେତନତା ବାର୍ତ୍ତା ଦେଲେ ଶକ୍ତି ମନ୍ତ୍ରୀ
ଜୁନାଗଡ଼,୪।୬(ଡି.ଏନ୍.ଏ.)-ଜୁନାଗଡ଼ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ୨୫ କି.ମି. ସାଇକେଲ ଚଳାଇ ସଚେତନତା ବାର୍ତ୍ତା ଦେଇଛନ୍ତି ା ସାଇକେଲ ଚଳାଇବାର ଉପକାରିତା ଓ ଏଥିପ୍ରତି ଆଗ୍ରହ ସୃଷ୍ଟି ପାଇଁ ମନ୍ତ୍ରୀ ମିଶ୍ର ଗୁରୁବାର ସକାଳେ ଭବାନୀପାଟଣାସ୍ଥିତ ନିଜ…
ଛତ୍ରପତି ଶିବାଜୀଙ୍କ ଜୀବନୀ ଉପରେ ଆଲୋଚନା
ସଜନାଗଡ଼, ୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଭାଜପା ପକ୍ଷରୁ ଗୁରୁବାର ନୀଳଗିରି ଭାଜପା କାର୍ଯ୍ୟାଳୟରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସ୍ଥାନୀୟ ବିଧାୟକ ଇଂ.…
Archives


