ଯୋକଡ଼ିଆରେ ନିର୍ମାଣ ହେବ ୨ୟ ବ୍ୟାରେଜ
ରସୁଲପୁର,୧୩।୭(ଡି.ଏନ.ଏ.): ଯାଜପୁର ଜିଲାର ରସୁଲପୁର ବ୍ଲକ ଅଧୀନ ଯୋକଡ଼ିଆଠାରେ ୧୩୮ବର୍ଷ ପରେ ୨ୟ ବ୍ୟାରେଜ ନିର୍ମାଣ ହେବାର ପରିକଳ୍ପନା କରାଯାଇଛି। ଉକ୍ତ ବ୍ୟାରେଜ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ବିଭାଗର ଏହି ପ୍ରସ୍ତାବକୁ ଏକପ୍ରକାର ମଞ୍ଜୁରୀ ମିଳିସାରିଛି।…
ରାଉସପାଟଣା କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା
କଟକ ଅଫିସ,୧୩ା୭: କଟକ ମହାନଗର ନିଗମର(ସିଏମ୍ସି)ର ୩୭ ନମ୍ବର ଓ୍ବାର୍ଡ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସିଏମ୍ସି ପକ୍ଷରୁ ଏହି ଘୋଷଣା ହୋଇଛି। ରବିବାର ଏଠାରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ୩୭ ବର୍ଷୀୟା ମହିଳା…
୧୪ ଘଣ୍ଟା ପରେ ଉଠାଗଲା ମୃତଦେହ
ଅନୁଗୋଳ ଅଫିସ୍, ୧୩ା୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ପରେ କରୋନା ସନ୍ଦେହରେ ଦୀର୍ଘ ୧୪ ଘଣ୍ଟା ମୃତଦେହ ପକାଇ ରଖାଯାଇଥିଲା। ରବିବାର ଅପରାହ୍ନ ୪ଟାରେ ସ୍ବାବ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯାଇ…
କଟକ ଆବର୍ଜନାରେ ବେଣ୍ଟୁଆବାସୀ ଅତିଷ୍ଠ
ନରାଜ, ୧୩।୭ (ଡି.ଏନ୍.ଏ.): କଟକ ଜିଲା ବାରଙ୍ଗ ବ୍ଲକ ମୁଣ୍ଡଳି ପଞ୍ଚାୟତର ବେଣ୍ଟୁଆ ଗ୍ରାମବାସୀ ଅଳିଆ ଆବର୍ଜନା ଗନ୍ଧରେ ଛଟପଟ ହେଉଛନ୍ତି। ୧୨ ବର୍ଷ ହେବ କଟକ ସହରର ସମସ୍ତ ଅଳିଆ ଏହି ଗ୍ରାମ ପାଖରେ ପକାଯାଉଛି। ଫଳରେ ଆବର୍ଜନା ପଚିଶଢ଼ି…
ହକ୍ ପାଇଁ ୧୪ ବର୍ଷର ଲଢ଼େଇ
ପରଜଙ୍ଗ, ୧୩।୭(ଡି.ଏନ.ଏ.) ଜନ୍ମରୁ ଆଖିକୁ ଦିଶୁନି କି କାନକୁ ଶୁଭୁନି। ଶାରୀରିକ କ୍ଷେତ୍ରରେ ୮୦% ଦିବ୍ୟାଙ୍ଗ ବୋଲି ୧୪ବର୍ଷ ତଳୁ ସାର୍ଟିଫିକେଟରେ ମୋହର ମାରିସାରିଛି ପ୍ରଶାସନ। ଏହାସତ୍ତ୍ୱେ ଦିବ୍ୟାଙ୍ଗ ଭତ୍ତା ଖଣ୍ଡିଏ ପାଇଁ ଧାଇଁ ଧାଇଁ ଥକିଗଲେଣି ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ…
କଟକଣା ମାନୁନାହାନ୍ତି ବାବୁ: ପ୍ରଶାସନ ନିର୍ଦ୍ଦେଶନାମା ଉଲ୍ଲଂଘନ ଚର୍ଚ୍ଚା
ଅନୁଗୋଳ ଅଫିସ୍, ୧୩ା୭: କୌଣସି ହଟ୍ସ୍ପଟ ଜିଲା ବା ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ବାଧ୍ୟତାମୂଳକ ଭାବେ ୧୪ ଦିନିଆ ସରକାରୀ କ୍ବାରାଣ୍ଟାଇନ୍ରେ ରହିବେ ବୋଲି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଶନିବାର ନିର୍ଦ୍ଦେଶନାମା (ନଂ ୩୪୧/ଆବାସିକ/୧୧ା୭ା୨୦୨୦) ଜାରି କରାଯାଇଛି। ଏହାପୂର୍ବରୁ ଶୁକ୍ରବାର…
ପୂର୍ତ୍ତ ରାସ୍ତାରେ ପଥଚାରୀ ହୀନସ୍ତା: ଶୁଖିଲାରେ ଧୂଳି, ବର୍ଷାରେ କାଦୁଅ
କଣିହାଁ, ୧୩ା୭(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ ମହକୁମା ହାଟ ପଡିଆଠାରୁ ପାଉଁଶ ପୋଖରୀ କଡ ଦେଇ ଯାଇଥିବା ପୂର୍ତ୍ତ ରାସ୍ତାରେ ହୀନସ୍ତା ହେଉଛନ୍ତି ପଥଚାରୀ। ତାଳଚେର ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଡେରେଙ୍ଗ, କାକୁଡିଆ, ବଡଗୁଣ୍ଡୁରୀ ପଞ୍ଚାୟତ ଦେଇ…
ପଢ଼ି ହେଉନି କାନ୍ଥ କାହାଣୀ: ନିରାଶ ହେବେ ଭକ୍ତ, ପର୍ଯ୍ୟଟକ
ପୁରୀ ଅଫିସ,୧୩।୭କେନ୍ଦ୍ର ସରକାରଙ୍କ ଆଇକନ ସିଟି ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଆଧ୍ୟାତ୍ମିକ ସହର ପୁରୀ। ଏଠାରେ ରହିଛି ବହୁ ପୁରାତନ ମଠ, ମନ୍ଦିର ଓ ଧର୍ମଶାଳା। ଶ୍ରୀମନ୍ଦିର ସାଙ୍ଗକୁ ମନୋରମ ବେଳାଭୂମି ବି ଅଛି। ତେଣୁ ଦେଶ ବିଦେଶରୁ ଲକ୍ଷାଧିକ…
ପ୍ରଘଟ ହେଉଛି କରୋନା ସଂକ୍ରମିତଙ୍କ ତଥ୍ୟ
ଅନୁଗୋଳ ଅଫିସ, ୧୩ା୭: କରୋନା ସଂକ୍ରମିତଙ୍କ ପରିଚୟ ବାହାରେ ପ୍ରକାଶ ନ କରିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ଅନୁଗୋଳ ଜିଲାରେ ଠିକ୍ ଭାବେ ଏହା ପାଳନ କରାଯାଉ ନ ଥିବା ଦେଖାଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ…
ଗଳିକନ୍ଦିରେ ଧଳାଜହର
ଢେଙ୍କାନାଳ ଅଫିସ, ୧୩।୭: ଧଳାଜହର ବ୍ୟବସାୟର ନୂଆ ଠିକଣା ପାଲଟିଛି ଢେଙ୍କାନାଳ। ଗଳିକନ୍ଦିରେ ଖୋଲାଖୋଲି ବିକ୍ରି ହେଉଛି ବ୍ରାଉନସୁଗାର। ପୋଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏପରି ବେଆଇନ ବ୍ୟବସାୟ ଧୀରେ ଧୀରେ କାୟା ବିସ୍ତାର କରି ଚାଲିଥିବାବେଳେ…
ଓଡ଼ିଶାରେ ପ୍ରଥମ: ଚିଲିକାରେ ମାଛ ସଂଗ୍ରହାଳୟ
ଭୁବନେଶ୍ୱର,୧୩।୭(ବ୍ୟୁରୋ): ଚିଲିକା ସହ ଯୋଡ଼ିହୋଇଛି ଆଉଏକ ସଫଳତା। ଦୀର୍ଘଦିନର ପ୍ରତୀକ୍ଷା ପରେ ଚିଲିକା ହ୍ରଦ କୂଳରେ ନିର୍ମାଣ ହୋଇଛି ଓଡ଼ିଶାର ପ୍ରଥମ ଫିଶ୍ ମ୍ୟୁଜିୟମ୍ ବା ମାଛ ସଂଗ୍ରହାଳୟ। ଏସିଆ ମହାଦେଶର ଏହି ସର୍ବବୃହତ୍ ଲବଣାକ୍ତ ହ୍ରଦ ଶତାଧିକ ପ୍ରଜାତି ମାଛଙ୍କ…
ମେଡିକାଲରୁ ଶିଶୁ ମୃତଦେହ ବାଇକରେ ନେଲେ ପରିବାର ଲୋକେ
ରାଇକିଆ,୧୩ା୭(ଡି ଏ ନ ଏ)- କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିବା ଜଣେ ଶିଶୁଙ୍କ ମୃତ୍ୟୁପରେ ମୃତଦେହକୁ ପରିବାର ଲୋକେ କୌଣସି ସୁବିଧା ନ ପାଇ ବାଇକରେ ଘରକୁ ଆଣିଛନ୍ତି। ପ୍ରକାଶ ଯେ, ଶୁଗଡବଡ଼ି ଗ୍ରାମର…
Archives


