ଆମ ଜିଲା ଖବର

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଦିଆସିଲି କାଠିରେ କଳାକୃତି

ପୁରୀ ଅଫିସ,୨୯।୮: ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅଗଷ୍ଟ ୨୯ ତାରିଖକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ସାରା ଦେଶରେ ପାଳନ କରାଯାଇଥାଏ। ଏହି ପରିପେକ୍ଷ୍ରୀରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ…

‘ଗୁରୁଜୀ’ଙ୍କ ଗିରଫ ଦାବି ଜୋର ଧରିଲା

ଖୋର୍ଦ୍ଧା ଅଫିସ,୨୯ା୮: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କଡ଼ବା ଗ୍ରାମର ମାଗୁଣୀ ନାୟକ ଓ ପୁଅ ଆନନ୍ଦଙ୍କୁ ବନ୍ଦ କୋଠରିରେ ମାନବବାଦ ସଂଗଠନ କର୍ମକର୍ତ୍ତା ମାଡ଼ ମାରୁଥିବା ଭିଡିଓ ଭାଇରାଲ ଘଟଣାର ଗୁମର ଧୀରେ ଧୀରେ ଖୋଲୁଛି। ଶନିବାର ଜିଲା ଆରକ୍ଷୀ…

ଖୋଲିଲା ରାମଲିଙ୍ଗେଶ୍ୱର ଉଦ୍ୟାନ

ବ୍ରହ୍ମପୁର ଅଫିସ୍‌,୨୯ା୮: ବ୍ରହ୍ମପୁର ସହରକୁ ମନ୍ତ୍ରୀ ଓ ବିଧାୟକଙ୍କ ଗସ୍ତ ସମୟରେ ରାମ ଲିଙ୍ଗେଶ୍ୱର ଉଦ୍ୟାନ ବନ୍ଦ ରହୁଥିବା ବେଳେ ଶୁକ୍ରବାର ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି। କିନ୍ତୁ ପାର୍କରେ କଟକଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସହରକୁ ମନ୍ତ୍ରୀ ଓ ବିଧାୟକଙ୍କ…

ହସ୍ପିଟାଲରେ ଭର୍ତ୍ତି ହେଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ,୨୯ା୮: ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ. ସୁକାନ୍ତ ନାୟକ ଅସୁସ୍ଥ । ଶନିବାର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିସିନ ଖାଇଥିଲେ…

କେନ୍ଦୁଝରରେ ପ୍ରିୟ ବିଦେଶୀଙ୍କ ନାଲି ଚା’

କେନ୍ଦୁଝର, ୨୯ା୮(ସ୍ବ.ପ୍ର.): କେନ୍ଦୁଝର ସହରର ବିଭିନ୍ନ ସାହି ଗଳିରେ ଚା’ ଦୋକାନ ଖୋଲିଛି। କିନ୍ତୁ ସିନେମା ହଲ ନିକଟରେରେ ଥିବା ବିଦେଶୀ ନାୟକ(୭୧)ଙ୍କ ଦୋକାନରୁ ଚା’ପିଇବାର ମଜା ଅଲଗା। ଏଥିପାଇଁ ସକାଳ ଓ ସନ୍ଧ୍ୟାରେ ଭିଡ ଜମିଥାଏ। ଚାକିରିଆ ଲୋକଙ୍କ ଠାରୁ…

ମୋଟା ଅଙ୍କର ଟଙ୍କା ସହିତ ଧରାପଡ଼ିଲେ ବିଜେପୁର ବିଡିଓ

ସୋନପୁର/ବିଜେପୁର,୨୯ା୮(ନି.ପ୍ର./ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପଦ୍ମନାଭ ସାମନ୍ତରାୟ ରବିବାର ଭୋର୍‌ରୁ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ମୋଟାଅଙ୍କର ଟଙ୍କା ଧରି ଏକ ଗାଡ଼ିରେ ପୁରୀ ଜିଲା ଗଡଚାନ୍ଦପୁର ଗ୍ରାମର ନିଜ ଘରକୁ ଯାଉଥିବା ସୂଚନା ପାଇ…

ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଢେଙ୍କାନାଳ ଜିଲାର ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବ ସତ୍ତ୍ୱେ ନିଜ ଉଦ୍ୟମରେ ଅଭ୍ୟାସ ଜାରି ରଖିଛନ୍ତି ଅନେକ ପ୍ରତିଭାବାନ ଖେଳାଳି। ହେଲେ ହକିର ବିକାଶ ଲାଗି ଆଖିଦୃଶିଆ…

ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଏକଦା ହକିର ଗଡ଼ ଥିଲା ଢେଙ୍କାନାଳ। ଜିଲାର ବହୁ ପ୍ରତିଭାଦୀପ୍ତ କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଜାତୀୟସ୍ତରରେ ଅର୍ଜନ କରିଥିଲେ ସୁନାମ। ସମୟକ୍ରମେ ହତାଦର ହୋଇଯାଇଛି ହକି ଭଳି ଖ୍ୟାତିସମ୍ପନ୍ନ କ୍ରୀଡ଼ା। ପ୍ରଶିକ୍ଷଣ, ପଡ଼ିଆ, ପ୍ରୋତ୍ସାହନ ମିଳୁ ନ ଥିବାରୁ…

ଅଳ୍ପ ଦେଇ ମାଗୁଛନ୍ତି ଅଧିକ ଅର୍ଥ

ପାଲଲହଡା,୨୯ା୮: କରୋନା ମହାମାରୀ ସମୟରେ ହ୍ରାସ ପାଇଛି ରୋଜଗାର। ବ୍ୟାପକ ଛଟେଇ ସହ କର୍ମନିଯୁକ୍ତି ଅଭାବରୁ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି ଯୁବପିଢ଼ି। ତେଣୁ ଅଭାବ ମେଣ୍ଟାଇବାକୁ ସେମାନେ ବ୍ୟକ୍ତିଗତ ଋଣ ନେବାକୁ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କକୁ ବାରମ୍ବାର…

ଦୁବାଇରେ ଚାକିରି ଦେବାକୁ କହି ୫ ଲକ୍ଷ ନେଇଗଲେ

ଦିଗପହଣ୍ଡି,୨୯ା୮(ଡି.ଏନ.ଏ.): ଦୁବାଇରେ ଚାକିରି ଦେବାକୁ କହି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝରିପଦର ଗ୍ରାମର ୮ ଯୁବକଙ୍କଠାରୁ ସାଇବର୍‌ ଦଲାଲ୍‌ମାନେ ୫ ଲକ୍ଷ ଟଙ୍କା ଠକି ନେଇଥିବା ଶନିବାର ଅଭିଯୋଗ ହୋଇଛି। ଠକାମିରେ ଶିକାର ହୋଇଥିବା ଯୁବକମାନେ ହେଲେ ଝରିପଦର ଗ୍ରାମର…

ପୂର୍ବତନ ବିଧାୟକଙ୍କଠାରୁ ଟଙ୍କା ଲୁଟି ନେଲେ

ରାଇରଙ୍ଗପୁର,୨୮ା୮(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦାଙ୍କଠାରୁ ଶନିବାର ଦୁର୍ବୃତ୍ତମାନେ ୮୧ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ବହଳଦା ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ. ୮୧/୨୦୨୧) ରୁଜୁ କରିଛି। ମିଳିଥିବା…

ଶାଶୁ ଘର ଲୋକେ ମୋ ଝିଅକୁ ହତ୍ୟା କରିଛନ୍ତି

ବାସୁଦେବପୁର,୨୮।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପଞ୍ଚାୟତ ନଟିଆପାଳ ଗ୍ରାମରେ ଶନିବାର ରାହାସ ମଞ୍ଜରୀ ପୁହାଣ ନାମ୍ନୀ ଜଣେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ତାଙ୍କ ଝିଅଙ୍କୁ ଶାଶୁଘର ଲୋକେ ଯୋଜନା ମୁତାବକ ହତ୍ୟା କରିଥିବା ବାପଘର ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?