ଟ୍ରେନ୍ ଧକ୍କାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ବର୍ତ୍ତିଗଲେ ୪
ଗୋପାଳପୁର,୩୦ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧିନସ୍ଥ ହଳଦିଆପଦର ଗ୍ରାମ ରେଳ ଫାଟକଠାରେ ରବିବାର ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଟ୍ରେନ ଧକ୍କାରେ ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ମୃତକମାନେ ଛତିଶଗଡ଼ ରାଜ୍ୟର ବିଳାସପୁର ଟିକାରି ଥାନା…
ବସ୍ ଓଲଟି ୪ ଗୁରୁତର
କୋରାପୁଟ,୩୦।୮(ସ୍ବ.ପ୍ର.): କୋରାପୁଟ ଜିଲା ପଞ୍ଚଡ଼ା ଗ୍ରାମ ନିକଟରେ ଏକ ଘରୋଇ ବସ (ଆର ବି କୋଚ୍) ସୋମବାର ଭୋରରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍ରେ ଥିବା ପ୍ରାୟ ୩୦ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କୋରାପୁଟ ମେଡିକାଲରେ…
ମହାକାଳପଡ଼ାରୁ ନନ୍ଦନକାନନ ଆସିଲା ଥଣ୍ଟିିଆ କୁମ୍ଭୀର
ବାରଙ୍ଗ,୩୦ା୮(ଡି.ଏନ୍.ଏ.): ନନ୍ଦନକାନନକୁ ରବିବାର ରାତିରେ ଏକ ଥଣ୍ଟିଆ କୁମ୍ଭୀର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରୁ ଉଦ୍ଧାର ହୋଇ ଆସଛି। ସାମଯୋରି ଗ୍ରାମର କେତେଜଣ ଯୁବକ ପାଇକା ନଦୀକୁ ମାଛ ମାରିବାକୁ ଯାଇଥିବାବେଳେ ୩ଫୁଟ ଲମ୍ବର ଏକ ଥଣ୍ଟିିଆ କୁମ୍ଭୀର ଜାଲରେ ପଡିଥିଲା। ଖବରପାଇ…
ନନ୍ଦନକାନନକୁ ଆସିବ କେନ୍ଦ୍ରୀୟ ଚିଡ଼ିିଆଖାନା ଟିମ୍
ବାରଙ୍ଗ,୩୦ା୮(ଡି.ଏନ୍.ଏ.): ନନ୍ଦନକାନନ ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଶ୍ରୀୟୁ ପ୍ରକାଶମ ଜଣିକିଆ କମିଟି ପରିଦର୍ଶନରେ ଆସିବେ। ପ୍ରାଣୀ ଉଦ୍ୟାନ ଠିକ୍ ପରିଚାଳନା ହେଉଛି କି ନାହିଁ ତାହା ଉପରେ ସୋମବାର ଓ ମଙ୍ଗଳବାର ଅନୁଧ୍ୟାନ କରିବେ। ଉଦ୍ଭିଦ ଉଦ୍ୟାନ…
ଗୁରୁଜୀଙ୍କ ନାଁରେ ଅଭିଯୋଗ ଲମ୍ବୁଛି
ଖୋର୍ଦ୍ଧା ଅଫିସ,୩୦ା୮: ମାନବବାଦ ସଙ୍ଗଠନ ନାଁରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ମାନସଙ୍କ ବିରୋଧରେ ଜଣକ ପରେ ଜଣେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। କଡ଼ବ ଗ୍ରାମର ମାଗୁଣି ନାୟକ…
ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ: ଚକାପାଦରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଫୁଲବାଣୀ ଅଫିସ/ ଚକାପାଦ/ତୁମୁଡିବନ୍ଧ,୩୦ା୮: କନ୍ଧମାଳ ଜିଲାର ଚକାପାଦ ଏବଂ ତୁମୁଡିବନ୍ଧସ୍ଥିତ ଜଲେଶପଟା ଆଶ୍ରମରେ ସୋମବାର ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧଦିବସ ପାଳନ କରାଯାଉଛି। କୋଭିଡ୍ କଟକଣା ମଧ୍ୟରେ ଏହା ପାଳନ କରାଯାଉଛି। ଏଥିପାଇଁ ଆଶ୍ରମ ପରିସର ଚଳଚଞ୍ଚଳ…
ହିତାଧିକାରୀଙ୍କ ସଂଖ୍ୟାରେ ହେରଫେର
କେନ୍ଦ୍ରାପଡ଼ା ଅଫିସ,୩୦।୮: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଡ଼କୁ ମୁହଁାଉଛି। ଭିତରକନିକା ଇକୋ ସେନ୍ସିଟିଭ ଜୋନ୍ ମିଟିଂ ପ୍ରୋସିଡିଂ, ଆଇଆଇଟି ହାଇଦ୍ରାବାଦର ପରିବେଶ ଓ ସାମାଜିକ ପ୍ରଭାବ ରିପୋର୍ଟ, ଖରସ୍ରୋତା ନଦୀକୁ ଜଣେ ଲୋକଙ୍କୁ…
ଜୀବିକା ପାଇଁ ବିପଦରେ ଜୀବନ
ମହାକାଳପଡ଼ା,୩୦ା୮( ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପ୍ରବାହିତ ନଦୀ, ନାଳ ଓ ଜୋରି ଆଦିରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। କୁମ୍ଭୀର ସାଧାରଣତଃ ମାଛ, କଙ୍କଡା ଓ ନଦୀରେ ଥିବା ବର୍ଯ୍ୟବସ୍ତୁ ଖାଦ୍ୟ ରୂପେ ଗ୍ରହଣ…
ସେଦିନର ବିଭୀଷିକାକୁ ଭୁଲିନାହାନ୍ତି ବରୀବାସୀ
ବରୀ,୨୯ା୮(ଡି.ଏନ.ଏ.): ୨୦୨୦ ଅଗଷ୍ଟ ମହାବନ୍ୟାର କରାଳ ରୂପକୁ ବର୍ଷେ ପରେ ବି ବରୀବାସୀ ଭୁଲି ପାରିନାହାନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ୧୦ରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଥିଲା। ସମ୍ପୂର୍ଣ୍ଣ ବରୀ ଅଞ୍ଚଳ ୨ ସପ୍ତାହ ଧରି ବନ୍ୟାଜଳ ଘେରରେ ରହିଥିଲା।…
ଉପେକ୍ଷିତ ହୀରକ ତ୍ରିଭୁଜ: ଭିତ୍ତିଭୂମି ବିକାଶ ବହୁ ପଛରେ
ଯାଜପୁର ଅଫିସ,୩୦।୮: ବୌଦ୍ଧ କୀର୍ତ୍ତିରାଜିର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ତଥା ହୀରକ ତ୍ରିଭୁଜ ବଳୟ ରତ୍ନଗିରି-ଉଦୟଗିରି-ଲଳିତଗିରିର ଭିତ୍ତିଭୂମି ବିକାଶ ବହୁ ପଛରେ ରହିଯାଇଛି। ପ୍ରାୟ ପ୍ରତିବର୍ଷ ରକ୍ଷଣାବେକ୍ଷଣ ନଁାରେ ଆସୁଥିବା ଅର୍ଥର ବିନିଯୋଗ ଠିକ ଭାବେ ହେଉ ନ ଥିବାରୁ ବିଶ୍ୱପ୍ରସିଦ୍ଧ…
‘ଅନ୍ଲାଇନ୍ ବ୍ୟବସାୟ ଟ୍ରେଡର୍ସଙ୍କ ସମସ୍ୟା ବଢ଼ାଉଛି’
ଅନୁଗୋଳ ଅଫିସ, ୩୦।୮: ଓଡ଼ିଶା ଫୁଟ୍ ଓ୍ବେୟାର ଟ୍ରେଡର୍ସ ଆସୋସିଏଶନ୍ (ଓଏଫ୍ଟିଏ) ସଦସ୍ୟଙ୍କୁ ନେଇ ଏକ ସମ୍ମିଳନୀ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି। ଓଏଫ୍ଟିଏ ସଭାପତି ଓମ୍ପ୍ରକାଶ ତୁଲସିୟାନ୍, ଉପସଭାପତି ସଞ୍ଜୟ ଲୋହିଆ, ସମ୍ପାଦକ ଅବଦୁଲ ରଜାକ ମେହମୁଦ୍, ଯୁଗ୍ମ ସମ୍ପାଦକ ମହମ୍ମଦ…
ଜବାବ ଦେଉନି ସିପିସିବି
ଯାଜପୁର ଅଫିସ,୩୦ା୮: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଫାକର ଓସ୍ତପାଳ କ୍ରୋମାଇଟ ଖଣିରୁ ଡମଶାଳା ନାଳକୁ ବର୍ଜ୍ୟଜଳ ଛାଡ଼ିବା ମାମଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ରେ ଝୁଲିରହିଛି। ଅଭିଯୋଗର ପ୍ରମାଣ ଖୋଦ୍ ବେଦାନ୍ତର ଖଣି…

