ଆମ ଜିଲା ଖବର

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟିନେଲେ

ବାରିପଦା ଅଫିସ/ବୈଶିଙ୍ଗା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବଡ଼ସାହି-ମାଣତ୍ରୀ ରାସ୍ତାର ମାଳହାତୀଠାରେ ଥିବା ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କିଛି ଦୃର୍ବୃତ୍ତ ବନ୍ଧୁକ ଦେଖାଇ ୭ହଜାର ଟଙ୍କା ଲୁଟି ନେଇଛନ୍ତି ା ଏହି ସଂକ୍ରାନ୍ତରେ ପେଟ୍ରୋଲ ପମ୍ପର ମାଲିକ ବୈଶିଙ୍ଗା ଥାନାରେ ଲିଖିତ…

କୂଅରୁ ମିଳିଲା ପ୍ରଥମ ସ୍ତ୍ରୀଙ୍କ ମୃତଦେହ: ସ୍ବାମୀଙ୍କ ସହ ଦ୍ୱିତୀୟ ସ୍ତ୍ରୀ ଅଟକ

ବାରିପଦା ଅଫିସ,୧୧।୧୧: ବାରିପଦା ସଦର ଥାନା ପୋଲିସ ବୁଧବାର ଚନ୍ଦନପୁର ପଞ୍ଚାୟତ ଅଧୀନ ବୈଦ୍ୟପୁର ଗ୍ରାମର ଏକ କୂଅରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଜବତ କରିଛି। ମହିଳା ଜଣକ ହେଲେ ମୁନସୀ ମାରାଣ୍ଡିଙ୍କ ସ୍ତ୍ରୀ କରମୀ(୪୫)। ଏ ସଂକ୍ରାନ୍ତରେ କରମୀଙ୍କ…

କାଜୁ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧାର

ନିରାକାରପୁର,୧୧।୧୧(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ପଞ୍ଚାୟତ ମୋଟା କାଜୁ ଜଙ୍ଗଳରୁ ଟାଙ୍ଗୀ ବ୍ଲକ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈଦ୍ୟନାଥ ସାହୁଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରାଯାଇଛି। ବୈଦନାଥ ବୁଧବାର ଅଫିସ କାର୍ଯ୍ୟ କରିବା ପାଇଁ…

ଓଡ଼ିଶା ବନ୍ଦ ପାଇଁ କଂଗ୍ରେସର ପ୍ରସ୍ତୁତି

କେନ୍ଦୁଝର,୧୧ା୧୧(ସ୍ବ.ପ୍ର.): ଆସନ୍ତାକାଲି ରାଜ୍ୟ କଂଗ୍ରେସ ଡାକରା ପରେ ଛଅ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ନେଇ ଜିଲା କଂଗ୍ରେସ ପକ୍ଷରୁ ସଭାପତି ବିପ୍ଲବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମମିତା ମେହେର ହତ୍ୟାକାଣ୍ଡ ସଂକ୍ରାନ୍ତରେ ମନ୍ତ୍ରୀ ଦିବ୍ୟଶଙ୍କର…

ଇନ୍‌ଷ୍ଟାଗ୍ରାମରେ ଖଣ୍ଡା ବୁଲାଇବା ଭିଡିଓ କରି ଫସିଲେ ଯୁବତୀ

କଟକ ଅଫିସ,୧୧ା୧୧: କଟକ ମାଲଗୋଦାମ ଥାନା ଅଞ୍ଚଳରେ ଜଣେ ଯୁବତୀ ସୋସିଆଲ ମିଡିଆରେ ଭିଡିଓ କରିବା ପାଇଁ ଏକ ଖଣ୍ଡା ବୁଲାଇ ଶେଷରେ ଫସିଛନ୍ତି। ଏହି ଅଞ୍ଚଳର ଏକ ଗ୍ରୁପ୍‌ରେ ଏପରି ଏକ ଭିଡିଓ ଭାଇରାଲ ହେବା ପରେ ଗୁରୁବାର ମାଲଗୋଦାମ…

ଚମକିବ ରାମଚଣ୍ଡୀ ପୀଠ

ଢେଙ୍କାନାଳ ଅଫିସ, ୧୧।୧୧: ଢେଙ୍କାନାଳ ଜିଲାର ଐତିହ୍ୟସମ୍ପନ୍ନ ପୀଠ ଏବଂ ଡ୍ୟାମ୍‌ଗୁଡ଼ିକର ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଅଣ୍ଟା ଭିଡ଼ିଛି ପର୍ଯ୍ୟଟନ ବିଭାଗ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଶକ୍ତିକ୍ଷେତ୍ର ନାଧରା ରାମଚଣ୍ଡୀ ପୀଠ ଏବଂ ଦଦରାଘାଟି ଡ୍ୟାମର ଉନ୍ନତୀକରଣ ଲାଗି ଯୋଜନା…

୧୨ ଘରୋଇ ସଂସ୍ଥା କରିବେ କୋଇଲା ଉତ୍ତୋଳନ

ଅନୁଗୋଳ ଅଫିସ, ୧୧|୧୧: ଅନୁଗୋଳ ଜିଲାରେ ଥିବା କୋଇଲା ଖଣିରୁ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ସହ ଆଉ ୧୨ଟି ବେସରକାରୀ ଶିଳ୍ପ ସଂସ୍ଥା ଖୁବ୍‌ଶୀଘ୍ର କୋଇଲା ଉତ୍ତୋଳନ କରିବେ। ଏଥିସହ ଅନୁଗୋଳ ଓ ଢେଙ୍କାନାଳ ଜିଲାର ଶିଳ୍ପାନୁଷ୍ଠାନ ଗୁଡିକର…

ନିୟମ ଉଲ୍ଲଂଘନ କରି ଚାଲିଛି କ୍ୱାରି

କେନ୍ଦୁଝର,୧୧|୧୧(ସ୍ବ.ପ୍ର.) କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଟିକରପଡ଼ା ମୌଜାରେ ୪.୮୫ ହେକ୍ଟର ପରିମିତ ଅଞ୍ଚଳରେ ଚାଲିଥିବା ପଥର ଖଣିରେ ବ୍ୟାପକ ନୀତିନିୟମ ଉଲ୍ଲଂଘନ ହେଉଥିଲେ ହେଁ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ବଢୁଛି। ପ୍ରଦୂଷଣ ନିୟନ୍ତ୍ରଣ ଆଇନର ଖୋଲାଖୋଲି ଉଲ୍ଲଂଘନ…

ପ୍ରେମିକାଙ୍କ ମାମୁଘର ଗାଁକୁ ଆସି ଛେଚା ଖାଇଲେ ପ୍ରେମିକ

ଜଳେଶ୍ୱର, ୧୧|୧୧(ଡି.ଏନ.ଏ.)-ପ୍ରେମିକାଙ୍କୁ ଦେଖା କରିବାକୁ ଆସି ପ୍ରେମିକ ମାଡ ଖାଇ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଯୁବକ ଗାଁ ପାଖ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ନାବାଳିକାଙ୍କ ଘର ଲୋକ…

ବାଘଛାଲ ବିକ୍ରି ପାଇଁ ଡିଲ୍‌ବେଳେ ଧରିଲା ବନବିଭାଗ

ଦେବଗଡ଼,୧୧ା୧୧(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଧରିଛି ବନବିଭାଗ। ଘଟଣାସ୍ଥଳରୁ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ୫୫ ବର୍ଷୀୟ ପ୍ରହଲ୍ଲାଦ ପରିଡ଼ାଙ୍କୁ ଗିରଫ…

ଗୁଳିମାଡ଼ କରି ଦୋକାନରୁ ଲୁଟ୍‌

ଭଦ୍ରକ ଅଫିସ,୧୧ା୧୧: ଗୁଳିମାଡ଼ କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ଆରଡ଼ି ଛକ ନିକଟରେ ଥିବା ଏକ ଔଷଧ ଦୋକାନରୁ ଲୁଟ୍‌ ହୋଇଛି। ବୁଧବାର ରାତି ପ୍ରାୟ ୧୦ଟାରେ ୬ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସିଥିଲେ। ସେମାନଙ୍କ…

ଭାଜପାରେ ଯୋଗଦେଲେ ଅନ୍ୟ ଦଳର କର୍ମୀ

ଧର୍ମଶାଳା,୧୧।୧୧ (ଡି.ଏନ.ଏ.): ଧର୍ମଶାଳା ବ୍ଲକ ସାହାଣୀଢ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଧର୍ମଶାଳା ଭାଜପା ନେତ୍ରୀ ସ୍ମୃତିରେଖା ପହୀଙ୍କ ନେତୃତ୍ୱ ପ୍ରତି ଆସ୍ଥାପ୍ରକଟ କରି ଅନ୍ୟ ଦଳରୁ ଶତାଧିକ କର୍ମୀ ଆସି ଭାଜପାରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?