ଆଧାର କାର୍ଡ ପାଇଁ ହୀନସ୍ତା
ବୈଶିଙ୍ଗା, ୨୩ା୧ (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳର ଲୋକଙ୍କୁ ଆଧାରକାର୍ଡ ପାଇଁ ହୀନସ୍ତା ହେବାକୁ ପଡୁଛି। ନୂଆ ଆଧାର କାର୍ଡ ବନାଇବା କିମ୍ବା ପୁରୁଣା କାର୍ଡରେ ଆବଶ୍ୟକ ସଂଶୋଧନ କରିବା, ବ୍ଲକର ୨୪ ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ଚିନ୍ତାର…
୧ କି.ମି. ବୁହାହେଲେ ଗର୍ଭବତୀ
ଖମାର,୨୩ା୧(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ସଇଡା ଗ୍ରାମ କେଲସାହିକୁ ଭଲ ରାସ୍ତା ନ ଥିବାରୁ ଶନିବାର ଜଣେ ଗର୍ଭବତୀଙ୍କୁ ଏକ କିଲୋମିଟର ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯିବା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, କେଲସାହିର କନାଇ କେରାଇଙ୍କ…
ବିଟେକ୍ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ
ନାକଟିଦେଉଳ,୨୩ା୧(ଡି.ଏନ୍.ଏ.)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ବିଟେକ୍ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ସେ ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ପାଣିମୁରା ପଞ୍ଚାୟତ ଶଙ୍ଖାଭାଙ୍ଗୁଣୀ ଗ୍ରାମର ରଶ୍ମିତାପ୍ରିୟା ବେକ୍। କଲ୍ୟାଣ ବେକ୍ ଓ ସୁବାଷିନୀ ବେକ୍ଙ୍କ ଝିଅ ରଶ୍ମିତା…
ଜାଲ୍ ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକେଇ
ରୂପ୍ସା,୨୩|୧( ଡିଏନଏ ) ନିଜକୁ ତହସିଲ କର୍ମଚାରୀ କହି ନକଲି ଜମି ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବସ୍ତା ଥାନା ଅର୍ନ୍ତଗତ ସଦର ବ୍ଲକ ଅଞ୍ଚଳରେ। ସୂଚନା ଅନୁଯାୟୀ,…
ପରିବାର ନିର୍ବାକ୍, ଗେଙ୍ଗୁଟିଆ ନିଃଶବ୍ଦ
ଢେଙ୍କାନାଳ ଅଫିସ, ୨୩|୧: ବାଲିଘାଟ ବିବାଦରୁ ଅକାଳରେ ଝଡ଼ିଗଲା ଜୀବନ। ବାପାଙ୍କ ଆଖି ଆଗରେ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ଟ୍ରାକ୍ଟର ଚଢ଼ାଇ ମାରିଦେଲେ ୩୫ ବର୍ଷର ଭେଣ୍ଡିଆ ପୁଅକୁ। ଘରର ରୋଜଗାରିଆ ପୁଅର ଏଭଳି ମୃତ୍ୟୁ ସମଗ୍ର ପରିବାରକୁ ନିର୍ବାକ୍…
ନିର୍ବାଚନ ଲଢ଼ିବେ ଦୁଇ ଯାଆ
ଧାମନଗର, ୨୩|୧ (ଡି.ଏନ.ଏ) ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ୧୧ ନଂ. ଜିଲା ପରିଷଦ ଜୋନ୍ ପାଇଁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯାଆ। ଏହି ଜୋନ୍ ଅତୀତରୁ ଭାଜପା ହାତରେ ରହିଆସିଛି। ଏଥର ଉଭୟ ବିଜେଡି ଓ ଭାଜପାରୁ ଦୁଇ…
ସଜନାଗଡ଼ ବଡ଼ପୋଲ ପାର୍ଶ୍ୱ ଅତଡ଼ା ଧସିଲା
ସଜନାଗଡ଼,୨୩|୧(ଡି.ଏନ.ଏ.) ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ସେରଗଡ଼ ଭାୟା ନୀଳଗିରି-ଉଦଳା ୧୯ନଂ. ରାଜ୍ୟ ରାଜପଥର ସଜନାଗଡ଼ଠାରେ ଥିବା ବଡ଼ପୋଲ(ଘାଘରା ସେତୁ) ପାର୍ଶ୍ୱରୁ ପୁଣି ମାଟି ଅତଡ଼ା ଧସିଛି। ପୂର୍ତ୍ତ ବିଭାଗ ପକ୍ଷରୁ ସେଠାରେ ଏକ ନୂଆ ସେତୁ ନିର୍ମାଣ କାର୍ଯ୍ୟ…
ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ
ଆନନ୍ଦପୁର,୨୩ା୧(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ବାଲି ସଇରାତର ଷ୍ଟାଟସ୍କୁ ଦେଖିଲେ ସ୍ପଷ୍ଟ ହୋଇଯିବ ଯେ, ଅଧିକାରୀଙ୍କ ଉଦାସୀନତା ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆନନ୍ଦପୁର ତହସିଲ ଅଧୀନ ବାଲି…
ପିସ୍ତଲ ଜବତ, ୫ ଅଭିଯୁକ୍ତ ଗିରଫ
ଜଗତ୍ସିଂହପୁର ଅଫିସ, ୨୩|୧: ଜଗତ୍ସିଂହପୁର ଥାନା ଅନ୍ତର୍ଗତ ଓଡ଼ିଶୋ ନିକଟରୁ ଗତ ୧୭ ତାରିଖରେ ୟୁନିଟ୍ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଜଗତ୍ସିଂହପୁର ଶାଖା ମହିଳା ଲୋନ ଅଫିସରଙ୍କଠାରୁ ପିସ୍ତଲ ଦେଖାଇ ୬୩ ହଜାର ଟଙ୍କା ଲୁଟ୍ କରାଯାଇଥିଲା। ଏନେଇ କଟକ ଜିଲା…
ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ
କେନ୍ଦୁଝର,୨୨ା୧(ସ୍ବ.ପ୍ର.): କେନ୍ଦୁଝର ଉପଖଣ୍ଡରେ ନାମାଙ୍କନପତ୍ର ଯାଞ୍ଚରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଥିବା ବେଳେ ଅନ୍ୟ ସବୁ କାଏମ ରହିଛି। ହରିଚନ୍ଦନପୁର ବ୍ଲକର ୩୩ ନମ୍ବର୍ ଜୋନରେ ନାମାଙ୍କନପତ୍ର ଦାଖଲ କରିଥିବା ଜେଏମ୍ଏମ୍ ପ୍ରାର୍ଥୀ ଫୁଲମଣି ମୁର୍ମୁଙ୍କ ନାମାଙ୍କନପତ୍ରରେ ଦସ୍ତଖତ ନ…
ଯାଞ୍ଚରେ ସମସ୍ତ ପ୍ରାର୍ଥିପତ୍ର କାଏମ
ଗଞ୍ଜାମ,୨୨ା୧(ଡି.ଏନ୍.ଏ.): ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶନିବାର ଯାଞ୍ଚ ପ୍ରକ୍ରିୟାରେ ସମସ୍ତ ପ୍ରାର୍ଥିପତ୍ର କାଏମ ରହିଥିବା ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବ୍ଲକର ୧୫ଟି ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡସଭ୍ୟ ପାଇଁ ସର୍ବମୋଟ୍ ୪୦୪ ପ୍ରାର୍ଥିପତ୍ର…
ଯାଞ୍ଚରେ ନାକଚ ହେଲା ୬ ନାମାଙ୍କନ: ୨ ସରପଞ୍ଚ, ୬ ସମିତିସଭ୍ୟ ଅପ୍ରତିନ୍ଦ୍ୱନ୍ଦ୍ୱୀ
ହିଞ୍ଜିଳିକାଟୁ,୨୨ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହିଞ୍ଜିଳିକାଟୁ ବ୍ଲକରେ ଶନିବାର ଯାଞ୍ଚ ପରେ ୬ ନାମାଙ୍କନ ଖାରଜ ହୋଇଛି। ୩ ସମିତି ସଦସ୍ୟ, ୨ ସରପଞ୍ଚ ଓ ଗୋଟିଏ ଓ୍ବାର୍ଡସଭ୍ୟ ନାମାଙ୍କନକୁ ଯାଞ୍ଚ ପରେ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ତଥା…

