ପୁଣି ମୁଣ୍ଡ ନେଲା କନାକୁଣ୍ଡ: ଇବ୍ ନଦୀରେ ବୁଡ଼ି ଚାଲିଗଲା ଜୀବନ
ସୁନ୍ଦରଗଡ଼,୭।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ଗାଁ ନିକଟ ଇବ୍ ନଦୀର କନାକୁଣ୍ଡ ଘାଟରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଜଣେ ଯୁବକ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି । ଯୁବକ ଜଣକ ବିହାର ପାଟଣାର ରୁପେଶ…
ଛାତ୍ରୀକୁ ଧରି ଫେରାର ହୋଇଗଲେ ଶିକ୍ଷକ
କୁତ୍ରା,୭।୩ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଞ୍ଚଳରେ ଜଣେ ଶିକ୍ଷକ ଛାତ୍ରୀଙ୍କୁ ଧରି ଫେରାର ହୋଇଯାଇଥିବା ଜଣାପଡିଛି। ଏ ନେଇ ଶିକ୍ଷକଙ୍କ ନାଁରେ କୁତ୍ରା ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ରାଜଗାଙ୍ଗପୁର ଅଞ୍ଚଳର ଜଣେ ଶିକ୍ଷକ ରାଞ୍ଚିରୋଡ…
ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ୩ ଦଳ
କେସିଙ୍ଗା,୭।୩: ସୋମବାର ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେଡିରୁ ନୃପରାଜ ଯାଦବ ନାମାଙ୍କନପତ୍ର ଦାଖଳ କରିଥିବା ବେଳେ କଂଗ୍ରେସର ରାମ…
ରମ୍ଭା ଏନ୍ଏସିର ୧୨ଟି ୱାର୍ଡରେ କାଉନସିଲର, ଅଧ୍ୟକ୍ଷା ପାଇଁ ପାର୍ଥିପତ୍ର ଦାଖଲ
ରମ୍ଭା,୭।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭାରେ ଏନ୍ଏସି ନିର୍ବାଚନ ପାଇଁ ରବିବାର ନାମାଙ୍କନ ପତ୍ର ଦାଖଲ କରାଯାଇଛି। ପଞ୍ଚମ ଦିନରେ ରମ୍ଭା ଏନ୍ଏସି କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଅଧ୍ୟକ୍ଷା ପାର୍ଥୀନି କୁମାରୀ ବିଶାଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୱାର୍ଡ ନମ୍ବର-୧ରୁ…
ଅଧ୍ୟକ୍ଷା ପଦବୀ ଦୌଡ଼ରେ ପ୍ରତିଦ୍ୱନ୍ଦ୍ୱିତା ନାହିଁ
କର୍ଲାମୁଣ୍ଡା,୭।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ପଦବୀ ଦୌଡ଼ରେ ଜଣେ ମାତ୍ର ପ୍ରାର୍ଥୀ ରହିଛନ୍ତି। ଫଳରେ ଗଜବାହଲ ପଞ୍ଚାୟତ ସମିତି ସଭ୍ୟା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା କୁନି ସାହୁ ପୁଣି ବ୍ଲକ ଅଧ୍ୟକ୍ଷା ହେବା ଗୋଟିଏ ପ୍ରକାର ନିଶ୍ଚିତ…
ବିଜେଡିର ୩ କାଉନସିଲରଙ୍କ ନାମାଙ୍କନପତ୍ର ଦାଖଲ
ଗଞ୍ଜାମ,୭ା୩(ଡି.ଏନ୍.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷଦିନରେ ବିଜେଡିର ଓ୍ବାର୍ଡ ନଂ ୧୦ର ସୁଜାତା କୁମାରୀ ମହାନ୍ତି, ଓ୍ବାର୍ଡ ନଂ ୧୧ ପି. ମୋହନ ରେଡ୍ଡି ଏବଂ ଓ୍ବାର୍ଡ ନଂ. ୧୨ ପାଇଁ ପି.…
ଧାନର ଅଭାବୀ ବିକ୍ରି ପ୍ରତିବାଦରେ ଚାଷୀଙ୍କ ଧାରଣା
ବନ୍ତ,୭ା୩(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ସେବା ସମବାୟ ସମିତିରେ ଧାନର ଅଭାବୀ ବିକ୍ରି ଓ ଟୋକନ ଲାପ୍ସ ପ୍ରତିବାଦରେ ସମିତି ଆଗରେ ଧାନ ବସ୍ତା ରଖି ସୋମବାର ଚାଷୀମାନେ ଧାରଣା ଦେଇଛନ୍ତି। ଏହା ପୂର୍ବରୁ ଚାଷୀମାନେ ଜିଲାପାଳଙ୍କୁ ଏ…
‘ତ୍ରୁଟିପୂର୍ଣ୍ଣ ସାହିତ୍ୟ ଉତ୍ତର ପିଢ଼ି ପାଇଁ ଘାତକ’
ବଇଣ୍ଡା, ୭।୩(ଡି.ଏନ୍.ଏ.) – ତ୍ରୁଟିପୂର୍ଣ୍ଣ ସାହିତ୍ୟ ସର୍ଜନା ଉତ୍ତରପିଢ଼ି ପାଇଁ ଘାତକ। କେବଳ ଲୋକାଭିମୁଖୀ ରଚନା ଏବଂ ଶୁଦ୍ଧତା ସାହିତ୍ୟକୁ କାଳଜୟୀ କରିପାରିବ। ପାଠକଙ୍କୁ ଆକୃଷ୍ଟ କରିବା ଲାଗି ନୂଆପଣ ବିଶେଷ ସହାୟକ ହୋଇଥାଏ। ସାହିତ୍ୟ ସଂଖ୍ୟାତ୍ମକ ନ ହୋଇ ଗୁଣାତ୍ମକ…
ହକ୍ ମାଗିଲେ କଳାକାର
କଣିହାଁ, ୭।୩(ଡି.ଏନ୍.ଏ.) – କଣିହାଁ ବ୍ଲକ କଳାସଂସ୍କୃତି ସଂଘର ଏକ ବୈଠକ ରବିବାର ଗହମ ଆମ୍ବତୋଟାରେ ଅନୁଷ୍ଠିତ ହୋଇଛି। ସଂଘ ସଭାପତି ନବଘନ ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ପଞ୍ଚାୟତସ୍ତରୀୟ କଳାକାର ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ମହିଳାପୁରୁଷ କଳାକାରଙ୍କ ବିଭିନ୍ନ…
ଦିନକରେ ପଡ଼ିଲା ୨୮ ନାମାଙ୍କନ
ଢେଙ୍କାନାଳ ଅଫିସ, ୭।୩ – ଢେଙ୍କାନାଳ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ୫ମ ଦିନରେ ରବିବାର ୨୮ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। ନାମାଙ୍କନ ଦାଖଲକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସିଥିବାବେଳେ…
ସମିତି କବ୍ଜା ପାଇଁ ଛକାପଞ୍ଝା
ବଇଣ୍ଡା, ୭।୩(ଡି.ଏନ.ଏ.) – ସରିଛି ପଞ୍ଚାୟତ ନିର୍ବାଚନ ଭୋଟ। ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏବେ ସବୁ ଦଳର ଆଖି ଅଟକିଛି ବ୍ଲକ ଅଧ୍ୟକ୍ଷ ପଦବୀ ଉପରେ। ନିର୍ବାଚନ ଶେଷ ହେଉ ହେଉ ବିଜୟୀ ସମ୍ଭାବନା ଥିବା ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅଜ୍ଞାତବାସରେ…
ନିଆଁରେ ପୋଡ଼ୁଛି ରାସ୍ତାପାର୍ଶ୍ୱ ଗଛ
ନୟାଗଡ଼ ଅଫିସ, ୭।୩ – ଶରଣକୂଳ-ଓଡଗାଁ ରାସ୍ତାପାର୍ଶ୍ୱରେ ବନବିଭାଗ ପକ୍ଷରୁ ବିଭିନ୍ନ ଚାରା ରୋପଣ କରାଯାଇଥିଲା । ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ତାହା ପଦା ହେବାକୁ ବସିଛି । ରାସ୍ତାପାର୍ଶ୍ୱରେ ପାଳ ଓ ଆବର୍ଜନା ଗଦା ଦେଉଛି । ଲୋକମାନେ…

