ଆମ ଜିଲା ଖବର

ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର: ଜଣଙ୍କ ଜୀବନ ଗଲା, ୬ ଗୁରୁତର

ପୁରୀ ଅଫିସ,୧୪।୧: ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର । ଚାଲିଗଲା ଜଣଙ୍କ ଜୀବନ। ଗୁରୁତର ହୋଇଛନ୍ତି ୬ ଜଣ। ଏଭଳି ଅଭାବନୀୟ ଘଟଣା ଘଟିଛି ସାତପଡ଼ା ରାଜପଥ ରେବଣା ନୂଆ ଗାଁଠାରେ। ଉକ୍ତ କାରକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଅଟକ…

ହାତୀ ଖାଦ୍ୟ ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ

କୋରାପୁଟ,୧୪।୧(ସ୍ବ.ପ୍ର.): ହାତୀ ଖାଦ୍ୟ ବୋଝେଇ ଟ୍ରକରେ ୫୧ ବସ୍ତା ଗଞ୍ଜେଇ ଚାଲାଣ ହେଉଥିଲ ବେଳେ କୋରାପୁଟ ଅବକାରୀ ବିଭାଗ ଶୁକ୍ରବାର ଜବତ କରିଛି। ଘଟଣାର ସମ୍ପୃକ୍ତ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ସେ ହେଲେ ସଞ୍ଜୟ ଖୋସ୍ଲା। ଏକ ଟ୍ରକରେ ଗଞ୍ଜେଇ…

କଟକରେ ୩ କୋର୍ଟ ମାଇକ୍ରୋ କଣ୍ଟେନ୍‌ମେଣ୍ଟ

କଟକ ଅଫିସ୍‌,୧୪।୧: କଟକରେ ୩ଟି କୋର୍ଟ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା ହୋଇଛି। ସିଭିଲ୍‌ କୋର୍ଟ, ଏସ୍‌ଡିଜେଏମ୍‌, ଜିଲା ଦୌରାଜଜ କୋର୍ଟକୁ କଣ୍ଟେନ୍‌ମେଣ୍ଟ କରାଯାଇଛି। କରୋନା ମାମଲା ବଢିଯିବା ପରେ ସିଏମ୍‌ସିଙ୍କ ପକ୍ଷରୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା ହୋଇଛି। କେବଳ କଟକ ସିଭିଲ୍‌…

ବାବାଙ୍କ ପାଖେ ଲାଗିହେଲା ମକର ପୋଡ଼ପିଠା

ଆରଡି,୧୪।୧(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାର କୋଭିଡ କଟକଣାରେ ମକର ସଂକ୍ରାନ୍ତି ଉପଲକ୍ଷେ ପୂଜାର୍ଚ୍ଚନା କରାଯାଇଥିଲା। ଭୋର ୫ଟାରେ ମନ୍ଦିର ପହଡ ଖୋଲାଯାଇ ମଙ୍ଗଳଆଳତି କରାଯାଇଥିଲା। ପରେ ବାବାଙ୍କର ସ୍ନାନ କୃତ୍ୟ ସମ୍ପନ୍ନ କରାଯାଇ ବାବାଙ୍କୁ…

୪ ଦିନ ବନ୍ଦ ରହିବ ନୃସିଂହନାଥ ମନ୍ଦିର

ପାଇକମାଳ,୧୪।୧(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ୧୪ରୁ ୧୭ ତାରିଖ ଯାଏ ବନ୍ଦ ରହିବ। ମନ୍ଦିର କମିଟି ସଭାପତି ତଥା ବିଡିଓ ଉପଞ୍ଜଳି ମାଝି ଏହି ସୂଚନା ଦେଇଛନ୍ତି। କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି…

କୋରାପୁଟ ଏମ୍‌ପି କରୋନା ପଜିଟିଭ

ଭୁବନେଶ୍ବର,୧୪।୧(ବ୍ୟୁରୋ): କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଏମ୍‌ପି ଉଲ୍ଲାକା ଶୁକ୍ରବାର ଟୁଇଟ କରି ଏହି ସୂଚନା ଦେଇ କହିଛନ୍ତି। ଏମ୍‌ପି ଉଲ୍ଲାକାଙ୍କ ସାମାନ୍ୟ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିଥିଲେ। ଏନେଇ ସେ…

ଭିମ୍‌ସାରରେ ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ସମ୍ବଲପୁର ଅଫିସ୍‌,୧୪।୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲ, କଲେଜ୍‌ ବନ୍ଦ କରିଦେଇଛନ୍ତି। ସେହିପରି ଭିମ୍‌ସାରରେ ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ ରଖାଯାଇଛି। ଶନିବାରରୁ ହେବାକୁ ଥିବା ଏହି ପରୀକ୍ଷାକୁ କର୍ତ୍ତୃପକ୍ଷ ସ୍ଥଗିତ…

ବାବା ଆଖଣ୍ଡଳମଣିଙ୍କ ପାଖରେ ଲାଗିହେଲା ମକର ପୋଡ଼ପିଠା

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଶୁକ୍ରବାର ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମକର ପୋଡ଼ପିଠା ଲାଗି କରାଯାଇଛି । ଭୋର ୫ଟାରେ ମନ୍ଦିର ପହୁଡ଼ ଖୋଲା ଯିବା ପରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ବାବାଙ୍କ ସ୍ନାନକୃତ୍ୟ…

ବିବାହକୁ ୪ ମାସ ନ ପୁରୁଣୁ ସ୍ତ୍ରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ରାୟ

ବୌଦ୍ଧ,୧୪ା୧(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ ଏକ ଯୌତୁକ ଜନିତ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ଶଶୁର ଓ ଶାଶୁଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ…

ସରିଲା କୁମ୍ଭୀର, ପକ୍ଷୀ ଗଣନା

ଭଦ୍ରକ ଅଫିସ, ୧୪।୧ ଭଦ୍ରକ ବନଖଣ୍ଡ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି। ଜିଲା ବନଖଣ୍ଡ ବନ୍ୟପ୍ରାଣୀ ବିଭାଗର ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ ଓ ଧାମନଗର ରେଞ୍ଜରେ ୪ ଟିମ୍‌ ଏଥିରେ ସାମିଲ ଥିଲେ। ଚାନ୍ଦବାଲି…

‘ଯୁଗସ୍ରଷ୍ଟା ଥିଲେ ଫକୀରମୋହନ’

ବାଲେଶ୍ୱର ଅଫିସ, ୧୪।୧ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସ ବିହାର ପରିସରରେ ଗୁରୁବାର ଫକୀର ମୋହନ ଜୟନ୍ତୀ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗୁରୁବାର ବିଶ୍ୱବିଦ୍ୟାଳୟ ପ୍ରବେଶପଥରେ ଥିବା ଫକୀର ମୋହନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି…

୩୫୦ ଶଯ୍ୟାର କୋଭିଡ୍‌ କେୟାର ସେଣ୍ଟର

ଢେଙ୍କାନାଳ ଅଫିସ,୧୪।୧ ଢେଙ୍କାନାଳ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ କୋଭିଡ୍‌-୧୯ର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ସ୍ବରୂପ କାରଖାନା ପରିସରରେ ୩୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି। ସ୍ବତନ୍ତ୍ର କୋଭିଡ୍‌ ପାରାମେଡିକ୍ସ, ସଫେଇ କର୍ମଚାରୀ, ଡାକ୍ତର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?