ସାବୁଳିଆ ଚିଲିକା କୂଳରେ ମୃତ ଡଲ୍ଫିନ୍
ରମ୍ଭା,୧୯।୧: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ସାବୁଳିଆ ନିକଟ ଚିଲିକା କୂଳରେ ମଙ୍ଗଳବାର ଏକ ମୃତ ଡଲ୍ଫିନ୍ ଭାସୁଥିବା ଦେଖିବାକୁ ମିଳିଛି। ଡଲଫିନ୍ର ଲମ୍ବ ୫ ଫୁଟ। ରାତିରେ ଚିଲିକା ନିକଟରେ ବେଆଇନ ଭାବେ ମାଛ ମାରୁଥିବା ଲୋକଙ୍କ ଜାଲରେ ଡଲଫିନଟି…
ଲାଞ୍ଚ ଟଙ୍କା ସହ ହସ୍ତଶିଳ୍ପ ବିଭାଗ ସହ-ନିର୍ଦ୍ଦେଶକ ଧରାପଡ଼ିଲେ
ଯାଜପୁର ଅଫିସ/ ଯାଜପୁର ଟାଉନ,୧୯।୧(ଡି.ଏନ.ଏ.): ଯାଜପୁର ଜିଲା ହସ୍ତଶିଳ୍ପ ବିଭାଗର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ଏମ୍ସିଏମ୍(ମାଷ୍ଟର ଅଫ୍ କ୍ରାଫ୍ଟମ୍ୟାନ୍) ଲକ୍ଷ୍ମୀପ୍ରିୟା ମହାରଣା ଯାଜପୁର ରୋଡ କାର୍ଯ୍ୟାଳୟରେ ମଙ୍ଗଳବାର ଲାଞ୍ଚ ନେଉଥିବାବେଳେ ଭିିଜିଲାନ୍ସ ହାତରେ ଧରାପଡିଛନ୍ତି। ଏନେଇ କଟକ ଭିଜିଲାନ୍ସ…
ଢିଙ୍କିଆ ଲାଠିମାଡ଼ ଘଟଣା ହାଇକୋର୍ଟରେ ୨ ଜନସ୍ବାର୍ଥ ମାମଲା
କଟକ ଅଫିସ,୧୯।୧: ଜଗତ୍ସିଂହପୁର ଜିଲା ଢିଙ୍କିଆରେ ନିକଟରେ ଜେଏସ୍ଡବ୍ଲ୍ୟୁ କମ୍ପାନୀ ନିମନ୍ତେ ପ୍ରଶାସନର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରୁଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୋଲିସ ଅମାନୁଷିକ ଭାବେ ଲାଠିମାଡ଼ କରିଥିଲା। ଏହି ଘଟଣାରେ ମଙ୍ଗଳବାର ହାଇକୋର୍ଟରେ ୨ଟି ଜନସ୍ବାର୍ଥ ମାମଲା ଦାୟର…
ରାଉରକେଲା ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ବିଜେତା
ନୂଆଦିଲ୍ଲୀ/ରାଉରକେଲା ଅଫିସ୍, ୧୯।୧: ଭାରତର ପ୍ରମୁଖ ଶିଳ୍ପ ସହର ରାଉରକେଲାର ଛେଣ୍ଡ୍ରେ ୫ ଟନ କ୍ଷମତା ବିଶିଷ୍ଟ ଏକ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେବା ଫଳରେ ସହରର ଛୋଟ ଚାଷୀ, ପନିପରିବା ତଥା ଫଳ ବ୍ୟବସାୟୀମାନେ ନିଜର ସାମଗ୍ରୀ…
ରାସ୍ତା କଡ଼ରେ ପଡ଼ିଛି ଗୁରୁତର ହେଟା ବାଘ
କୋକସରା,୧୮ା୧(ଡି.ଏନ.ଏ): କୋକସରା ବ୍ଲକ କାଉଡୋଲା ୨୬ ନଂ ଜାତୀୟ ରାଜପଥ ଡୁମେର ବନ୍ଦ ନିକଟରେ ମଙ୍ଗଳବାର ଏକ ହେଟା ବାଘ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳଛି। ସୋମବାର ବିଳମ୍ବିତ ରାତିରେ ପଶୁଟି ରାସ୍ତା ପାର କରିବା ସମୟରେ…
ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ମାଓବାଦୀ ମୃତ
ମାଲକାନଗିରି,୧୮।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ ଓ ତେଲେଙ୍ଗାନାର ୨ଟି ପୃଥକ ସ୍ଥାନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା ମାଓବାଦୀ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ତେଲେଙ୍ଗାନା ରାଜ୍ୟ ଓ ଛତିଶଗଡ…
୨୩ ନଂ ଜୋନ୍ରୁ ନାମାଙ୍କନପତ୍ର ଦାଖଲ କଲେ ଅବିନାଶ
ଖୋର୍ଦ୍ଧା ଅଫିସ, ୧୮।୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ଦାଖଲର ଦ୍ବିତୀୟ ଦିନରେ ବେଗୁନିଆ ବ୍ଲକ ଅନ୍ତର୍ଗତ ୨୩ ନଂ ଜୋନ୍ରୁ ଏସ୍ୟୁସିଆଇ ପ୍ରାର୍ଥୀ ଅବିନାଶ ମହାପାତ୍ର ଦଳୀୟ ସମର୍ଥକଙ୍କ ସହ…
୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ ଜବତ କଲା ବଡ଼ଗଡ଼ ପୋଲିସ
ସୋରଡ଼ା,୧୮।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବଡ଼ଗଡ଼ ପୋଲିସ ରବିବାର ଅପରାହ୍ନରେ ମୋହନା ରାସ୍ତାରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ ୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ ଜବତ କରିଛି। ଗାଡ଼ିଟି ମୋହନାରୁ ବଡ଼ଗଡ଼ ଅଭିମୁଖେ ଆସୁଥିବା ବେଳେ ପୋଲିସ ଯାଞ୍ଚ କରିବାକୁ…
ନିର୍ବାଚନ ବର୍ଜନ ଲାଗି ମାଓବାଦୀ ଲଗାଇଲେ ବ୍ୟାନର
ବଲାଙ୍ଗୀର ଅଫିସ,୧୮।୧: ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ତୁରେକେଲା ବ୍ଳକ ସମରସିଂ ଗ୍ରାମରେ ମାଓବାଦୀଙ୍କ ପକ୍ଷରୁ ଏକ ବ୍ୟାନର ଲଗାଯାଇଛି। ବ୍ୟାନରରେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରି ଗାଁରେ ଜନତା ସରକାର ଗଠନ କରିବାକୁ ମାଓବାଦୀମାନେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଏପରି…
ଭାଙ୍ଗିଲେ ଘର, ପନିପରିବା ଚାଷ ଛାଡ଼ିଲେ ନାହିଁ
ପାଟଣା,୧୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ୭ ଜଣିଆ ହାତୀପଲ ପଶି ଉପଦ୍ରବ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଠାକୁରମୁଣ୍ଡା ରେଞ୍ଜରୁ ଏହି ହାତୀ ପଲ ଆସି…
ଧାନମଣ୍ଡି ବନ୍ଦ ନେଇ ବଢୁଛି ଅସନ୍ତୋଷ
ଚମ୍ପୁଆ,୧୮।୧(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଅନ୍ତର୍ଗତ ରଜିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଖୋଲାଯାଇଥିବା ଧାନମଣ୍ଡି ବନ୍ଦ ହୋଇଯାଇଥିବା ବେଳେ ଚାଷୀଙ୍କ ମଧ୍ୟରେ ଧାନ ବିକ୍ରିକୁ ନେଇ ସନ୍ଦେହ ବଢିବାରେ ଲାଗିଛିି। ଟୋକନ ପାଇ ଚାଷୀ ଧାନ ବିକ୍ରି କରିପାରୁ ନ ଥିବା…
ପାଣି ପାଇଁ ୧ କି.ମି.
ବାରିପଦା ଅଫିସ,୧୮।୧ ମୟୂରଭଞ୍ଜ ଜିଲା କୁଳିଅଣା ପଞ୍ଚାୟତ ପାଣିଜିଆ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ୧ କି.ମି ଦୂର ବିଲ ମଧ୍ୟରେ ଥିବା ପରିତ୍ୟକ୍ତ କୂଅରୁ ମହିଳାମାନେ ପିଇବା ପାଣି ସଂଗ୍ରହ କରୁଛନ୍ତି। ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ଲାଗି ସରକାର…

