ଆମ ଜିଲା ଖବର

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୋଳ,୩୧।୧: ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ କରିଛିି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି। ବିରଞ୍ଚିଙ୍କ କୁମଣ୍ଡସ୍ଥିତ ବାସଭବନ,…

ସକାଳ ୬ରୁ ରାତି ୯ ଖୋଲାରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୩୧।୧: ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାର ଶ୍ରୀମନ୍ଦିର ଖୋଲିବ। ତେବେ ଶ୍ରୀମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ଦୈନିକ ସକାଳ ୬ରୁ ରାତି ୯ ଶ୍ରୀମନ୍ଦିର ଖୋଲାରହିବ। ସାନିଟାଇଜେସନ ପାଇଁ ପ୍ରତି ରବିବାର ବନ୍ଦ ରହିବ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗଲା ୨ ଜୀବନ

କଟକ ସଦର,୩୧। ୧(ଡି.ଏନ୍‌.ଏ): କଟକ – ପାରାଦୀପ ରାସ୍ତାର ରାମକମରପୁର ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ କିଶନନଗର ଥାନା ଅନ୍ତର୍ଗତ ପାଇକାଣ ଗ୍ରାମର ସରୋଜ…

ସ୍ମାର୍ଟ କ୍ଲାସ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ଗ୍ରସ୍ତରେ ଆସି ସ୍କୁଲରେ ଚାଲିଥିବା ରୂପାନ୍ତରିତ କାର୍ଯ୍ୟ ତଦାରଖ କରିଥିଲେ। ଏଥିରେ ବିଡିଓ ବିଶ୍ୱଜିତ୍‌ ରାୟ, ପୁରାତନ ଛାତ୍ର ରବୀନ୍ଦ୍ର କୁମାର ପଣ୍ଡା, ହାଇସ୍କୁଲ କିରାଣି…

ପୂଜା ସାମଗ୍ରୀ ଦୋକାନରେ ନିଆଁ ଲଗାଇ ଜେଲ ଗଲେ ଯୁବକ

ଗଞ୍ଜାମ,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ ବଜାରଠାରେ ଥିବା ପୂଜାସାମଗ୍ରୀ ଦୋକାନରେ ବିଳମ୍ବିତ ରାତିରେ ହରିଜନ ସାହିର ଜଣେ ଯୁବକ ନିଆଁ ଲଗାଇ ଦେଇଥିଲେ। ବିଦେଶୀ ମଦ ଦୋକାନ ସିସିଟିଭି ଯାଞ୍ଚ ପରେ ସେହି ଦିନ ହିଁ ନିଆଁ ଲଗାଇ ଥିବା ଯୁବକଙ୍କୁ ପୋଲିସ…

କ୍ରୀଡ଼ା ସଙ୍ଗଠକ ସୁମନ୍ତ ଭୋଇଙ୍କ ପରଲୋକ

ବଲାଙ୍ଗୀର ଅଫିସ,୩୧।୧: ବଲାଙ୍ଗୀରର ବିଶିଷ୍ଟ କ୍ରୀଡ଼ା ସଙ୍ଗଠକ ସୁମନ୍ତ ଭୋଇ (୫୬)ଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ବଲାଙ୍ଗୀରରେ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଦିଗରେ ତାଙ୍କର ବିଶେଷ ଅବଦାନ ରହିଥିଲା । ବଲାଙ୍ଗୀର ଘରୋଇ ବସ୍‌ ମାଲିକ ସଂଘର…

୧୧ କେଭି ଲାଇନ୍‌ରୁ ଶିକାର ପାଇଁ ଟାଣିଥିଲେ ତାର, ଦୁଇ ଗିରଫ

କେନ୍ଦୁଝର/ବଡ଼ବିଲ,୩୧ା୧(ସ୍ବ.ପ୍ର.): କେନ୍ଦୁଝର ବନ ଡିଭିଜନ ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବଳିତା ବିଟ୍‌ ଅଧିନସ୍ଥ ବିଲେଇପଦା ସେକ୍ସନରେ ଦୁଇଟି ବାରହା ଶିକାର ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଦୟ ହେଲେ ରୁଗୁଡ଼ି ଥାନା, ରୋଇଡ଼ା କ୍ୟାମ୍ପ ହଟିଂ ଅଞ୍ଚଳର…

ପର୍‌ମିଶନ ନ ଥାଇ ମୂଲ୍ୟବାନ ପଟା ଚାଲାଣ ଅଭିଯୋଗ

କାଲିମେଳା,୩୧।୧(ଡି.ଏନ.ଏ) ମାଲକାନଗିରି ଜିଲା କାଲିମେଳା ସଦର ମହକୁମାସ୍ଥିତ ଶିଶୁମନ୍ଦିର ବିଦ୍ୟାଳୟ ପଛପଟେ ଭଡା ଘରେ ରହୁଥିବା କାଲିମେଳା କେସିସି ବ୍ୟାଙ୍କ ମ୍ୟାନେଜର ଚୋରା କାଠପଟା ଚାଲାଣ କରୁଥିବା ଦେଖିବାକୁ ମିଳିଛି ା ମ୍ୟାନେଜରଙ୍କ ଭଡାଘରୁ ପ୍ରାୟ ୩୦ ଖଣ୍ଡ ମୂଲ୍ୟବାନ ପଟା…

ଉମରକୋଟରେ ପୁଣି ଭାଲୁ ଭୟ

ଉମରକୋଟ,୩୧।୧(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ କିଛି ଦିନର ବ୍ୟବଧାନରେ ପୁଣି ୨ ଭାଲୁଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଉମରକୋଟ ବ୍ଲକ ମୁର୍ତ୍ତୁମା ନିକଟ ଶାଳବଣ ନିକଟରେ ୨ ଭାଲୁ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।…

ଅଦିନିଆ ବର୍ଷାରେ ଗଜା ହେଲା ଧାନ

ମୁନିଗୁଡ଼ା,୩୧।୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକରେ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ଗଜା ହୋଇଛି। ଅଞ୍ଚଳର ଚାଷୀ ଧାନ, କପା ଓ ପରିବା ଚାଷ କରିଥିଲେ। କିନ୍ତୁ ଅଦିନିଆ ବର୍ଷା ଫସଲକୁ ନଷ୍ଟ କରିଛି। ଏହାକୁ ନେଇ ଚାଷୀ ଏବେ ଚିନ୍ତାରେ…

ଜଙ୍ଗଲ ସୁରକ୍ଷା ଲାଗି ଏକାଠି

ବଇଣ୍ଡା, ୩୧।୧(ଡି.ଏନ୍‌.ଏ.) କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ୍‌ ଅଧୀନ ନୁନୁକାପଶି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଞ୍ଚଳବାସୀ। ରବିବାର ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ଜଙ୍ଗଲ ଚତୁଃପାର୍ଶ୍ୱରେ ଥିବା ବୁଦା ସଫା କରି ସୀମା ନିର୍ଦ୍ଧାରଣ କରିଛନ୍ତି। ତେବେ…

ସମସ୍ୟା ଘେରରେ ଲୁହାମୁଣ୍ଡା ସୋସାଇଟି

ବଇଣ୍ଡା, ୩୧।୧(ଡି.ଏନ୍‌.ଏ.) କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଲୁହାମୁଣ୍ଡା ସେବା ସମବାୟ ସମିତିରେ ସମସ୍ୟା ଲାଗିରହିଛି। ଆବଶ୍ୟକ ମୌଳିକ ସୁବିଧା ଉପଲବ୍ଧ ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। ଏହାର ତୁରନ୍ତ ସମାଧାନ ଦାବିରେ ରବିବାର ଭାଜପା କୃଷକ ମୋର୍ଚ୍ଚା ଏବଂ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?