ଆମ ଜିଲା ଖବର

ତୁରନ୍ତ ଧାନ କିଣା ଟାର୍ଗେଟ ପୂରଣ କରିବାକୁ ଜିଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଧାନ କିଣା ଧିମା ରହିଛି । କେତେକ ଚାଷୀଙ୍କ ଟୋକନ ଅବଧି ସରିବାକୁ ଥିବାବେଳେ ଏହା ରଦ୍ଦ ହେବାର ଆଶଙ୍କା ଦେଖାଦେଇଛି। ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଇବା ସହ ଅସନ୍ତୋଷ ଲାଗି…

ଚିଲିକାରେ ଫ୍ଲୋରା ଫୌନା ସର୍ଭେ ଆରମ୍ଭ

ଖୋର୍ଦ୍ଧା ଅଫିସ,୧।୨: ଚିଲିକାରେ ଫ୍ଲୋରା ଫୌନା ସର୍ଭେ ଆରମ୍ଭ ହୋଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ସର୍ଭେ କାର୍ଯ୍ୟ ସକାଳ ୬ଟାରୁ ଆରମ୍ଭ ହୋଇଛି । ଚିଲିକାରେ ଜୈବ ବିବିଧତା ଜାଣିବା ପାଇଁ ଜଳଜ ଉଦ୍ଭିଦ ଓ ଚିଲିକାରେ ବାସ…

ଗ୍ରହ ଶାନ୍ତି ଆଳରେ ସୁନା ଗହଣା ଚୋରି: ୨ ଗିରଫ

ମାଲକାନଗିରି,୧।୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଜେଲ ସାହିରେ ଜଣେ ବ୍ୟକ୍ତିଙ୍କ ଘରକୁ ଗ୍ରହଶାନ୍ତି ପୂଜା କରିବାକୁ ଆସି ୨ଜଣ ବ୍ୟକ୍ତି ସୁନା ଗହଣା ଚୋରି କରି ଧରାପଡିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି।…

ଥାନା ଆଗରେ ଧାରଣା ଦେଲେ ଗଣମାଧ୍ୟମ ପ୍ରତିନିଧି

ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ଜିଲା ଜଟଣୀ ସହରରେ ରବିବାର ସନ୍ଧ୍ୟାରେ ‘ଧରିତ୍ରୀ’ ଖବରଦାତା ରବୀନ୍ଦ୍ର ନାଥ ମହାକୁଡ଼ଙ୍କୁ ଗାଳିଗୁଲଜ ଓ ଆକ୍ରମଣ କରାଯିବା ଘଟଣାକୁ ନେଇ ବିଭିନ୍ନ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଏକାଧିକ ଗଣମାଧ୍ୟମ ପ୍ରତିନିଧି ଜଟଣୀ…

ପ୍ରେମିକାଙ୍କୁ ଲାଇଭ୍‌ ଭିଡିଓ କରି ପ୍ରେମିକଙ୍କ ଆତ୍ମହତ୍ୟା

କାକଟପୁର,୧।୨(ଡି.ଏନ୍‌.ଏ.): ପ୍ରେମରେ ତିକ୍ତତା ଶେଷରେ ପୁରୀ ଜିଲା କାକଟପୁର ଅଞ୍ଚଳରେ ଜଣେ ଯୁବକଙ୍କ ଜୀବନ ଯାଇଛି। ପ୍ରେମିକାଙ୍କୁ ଲାଇଭ୍‌ ଭିଡିଓ କରି ପ୍ରେମିକ ଜଣକ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ଜଗତ୍‌ସିଂହପୁର ଅଞ୍ଚଳର ପ୍ରତ୍ୟୟ…

୨୫୪ ବିଜୁ ସେତୁ ଅଧାପନ୍ତରିଆ

ଯାଜପୁର ଅଫିସ,୧।୨: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦୧୧ ଅକ୍ଟୋବରରୁ ବିଜୁ ସେତୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ବ୍ୟାପକ ଅର୍ଥ ଆବଣ୍ଟିତ ହେଉଛି। କିନ୍ତୁ ଏହି ଯୋଜନାରେ ଯେଉଁ…

ଓଡ଼ିଶାର ୪ ଆଇନଜୀବୀଙ୍କ ନାମ କଲେଜିୟମ୍‌ର ସୁପାରିସ

କଟକ ଅଫିସ, ୧।୨: ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଏନ୍‌.ଭି. ରାମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍‌ ସୋମବାର ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପାଇଁ ୧୭ଜଣଙ୍କ ନାମ ସୁପାରିସ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟ ପାଇଁ ୪, ଆନ୍ଧ୍ରପ୍ରଦେଶ ୭…

ଜିଲା ବିଜେଡି ଉପସଭାପତି ନିଲମ୍ବିତ

ନବରଙ୍ଗପୁର,୧।୨(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ଉପସଭାପତି ଦିବ୍ୟଦାନ ସୁନାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀଭାବେ ନନ୍ଦାହାଣ୍ଡି ବ୍ଲକ ଜିଲା ପରିଷଦ ଜୋନ୍‌-୧ରୁ ନିର୍ବାଚନ ଲଢୁଛନ୍ତି। ତେବେ ଦିବ୍ୟଦାନଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଟାଟା ହାତକୁ ଯିବ ନୀଳାଚଳ ଇସ୍ପାତ

ଯାଜପୁର ଅଫିସ/ଭୁବନେଶ୍ୱର,୧।୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)କୁ ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ୧୨,୧୦୦ କୋଟି ଟଙ୍କାରେ କିଣିବ। ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍‌ର ଏହି ସଂସ୍ଥା ସର୍ବୋଚ୍ଚ ବିଡର ଭାବେ…

ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ, ୧ା୨: ହାଇକୋର୍ଟରେ ସୋମବାର ଢିଙ୍କିଆ ବିବାଦ ମାମଲାର ଶୁଣାଣି ହୋଇଛି। ଏ ନେଇ ହାଇକୋର୍ଟରେ ଦାଏର ହୋଇଥିବା ୩ଟି ଯାକ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଛି। ପ୍ରତିଜବାବ ରଖିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ…

ଆଜିଠୁ ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ,୧ା୨: କୋଭିଡ୍‌ କଟକଣା ଯୋଗୁ ୨୦ ଦିନ ଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏନେଇ ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିଓର (ଏସ୍‌ଓପି) ପ୍ରକାଶ ପାଇଛି। ଏହି…

କୋଭିଡ୍‌ କଟକଣା ମଧ୍ୟରେ ଆଜିଠୁ ଖୋଲିବ ସମଲେଶ୍ବରୀ ମନ୍ଦିର

ସମ୍ବଲପୁର,୧।୨(ବ୍ୟୁରୋ): ଭକ୍ତଙ୍କ ପାଇଁ ଆଜିଠୁ ଖୋଲିବ ସମଲେଶ୍ବରୀ ମନ୍ଦିର। ଏ ନେଇ ଜିଲା ପ୍ରଶାସନର ନିଷ୍ପତ୍ତି ନେଇଛି। ତେବେ ଭକ୍ତଙ୍କ ଦର୍ଶନ ସମୟରେ କୋଭିଡ୍‌ କଟକଣା ବଳବତ୍ତର ରହିବ। ସମଲେଶ୍ବରୀ ମନ୍ଦିର ସକାଳ ୬ଟା ରୁ ପୂର୍ବାହ୍ନ ୧୧ଟା୩୦ ଏବଂ ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?