ଆମ ଜିଲା ଖବର

ଏକସଙ୍ଗେ ମିଳୁ ଧାନ ବିକ୍ରି ଟଙ୍କା

ବଇଣ୍ଡା,୧୧।୨(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡାଠାରେ ଥିବା ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ବଇଣ୍ଡା ଶାଖା ପକ୍ଷରୁ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ଠିକ୍‌ ଭାବେ ଯୋଗାଇ ଦିଆଯାଉନାହିଁ। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଧାନ ବିକ୍ରି ବାବଦ ସମସ୍ତ ଟଙ୍କା…

ବାଉଁଶ ବାଡ଼ିରେ ସୁରକ୍ଷା

ପରଜଙ୍ଗ, ,୧୨।୨(ଡି.ଏନ୍‌.ଏ.) ଧସିଯାଇଛି ପୋଲକୁ ଲାଗିଥିବା ଆପ୍ରୋଚ୍‌ ରୋଡ୍‌। ସାମାନ୍ୟ ଅସାବଧାନ ହେଲେ ବ୍ରିଜ୍‌ ତଳକୁ ଖସିପଡ଼ିବ ଯାନବାହନ। ଚାଲିଯିବ ମୂଲ୍ୟବାନ ଜୀବନ। ହେଲେ ମୁଖ୍ୟରାସ୍ତା ଉପରେ ଥିବା ଏଭଳି ବିପଦ ପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି ଜାତୀୟ ରାଜପଥ…

ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଲେ ଗ୍ରାମବାସୀ

କୁତ୍ରା,୧୨।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜମୁଥିବାବେଳେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ମାଲୁପଡ଼ାଠାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ସମସ୍ତ ଭୋଟର ଏକଜୁଟ ହୋଇ କୁତ୍ରା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା…

ମିଳୁନି ସରକାରୀ ସୁବିଧା, ଦେବୁନି ଭୋଟ

ରୁପ୍ରା ରୋଡ଼/ନର୍ଲା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତ ଅସୁରଗଡ଼ (ଗଡ଼ପଡା) ୯ ନମ୍ବର ଓ୍ବାର୍ଡବାସୀ ଭୋଟ ବର୍ଜନ ପାଇଁ ଧାରଣା ଦେଇଥିଲେ। ଦୀର୍ଘ ବର୍ଷ ଧରି ଏଠାରେ ପ୍ରାୟ ୩୦ଟି ପରିବାର ବାସ କରି ଆସୁଛନ୍ତି। କିନ୍ତୁ ରାଜ୍ୟ…

ମଇଦାନରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଲଢ଼େଇ

ଖଡିଆଳ,୧୨।୨(ଡି.ଏନ୍‌.ଏ.): ନିର୍ବାଚନ ମଇଦାନରେ ୭୫ ବର୍ଷ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ। ଦୀର୍ଘ ୪୦ ଧରି ଶିକ୍ଷକତା ଜୀବନରୁ ଅବସର ନେବା ପରେ ବର୍ତ୍ତମାନ ପଞ୍ଚୟତର ଦାୟିତ୍ୱ ନେବା ପାଇଁ ଆଗଭର ହୋଇ ନିର୍ବାଚନ ଲଢୁୁଛନ୍ତି। ସେ ହେଲେ ନୂଆପଡା ଜିଲା ଖଡିଆଳ…

୮ ବର୍ଷ ପରେ ଆର୍‌ଆଇ ହତ୍ୟା ମାମଲାର ରାୟ ପ୍ରକାଶ

ଝାରସୁଗୁଡ଼ା ଅଫିସ,୧୧ା୨: ଆର୍‌ଆଇ ଟିକେନାଥ କାଲୋଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରଜଜ୍‌ ସତ୍ୟବ୍ରତ ମିଶ୍ର ମାମଲାର ବିଚାରକରି ଅଭିଯୁକ୍ତ ବ୍ରଜରାଜନଗର ଗଙ୍ଗାନଗରର ସଞ୍ଜୀତ ଗୁପ୍ତାଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟରେ ଉଲ୍ଲେଖ ରହିଛି ୩୯୪,…

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ଝାରସୁଗୁଡ଼ା ଅଫିସ,୧୨ା୨: ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଲଖନପୁର ଥାନା ଜୟବୁଡିଆ ଗ୍ରାମର ନରେଶ କିଷାନ।…

୩ ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଆନନ୍ଦପୁର,୧୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ୧, ୨ ଓ ୩ନଂ ଜିଲା ପରିଷଦ ଜୋନରେ ପ୍ରଚାର ସରଗରମ ହେବାରେ ଲାଗିଛି। ଏହି ଜୋନ ଗୁଡ଼ିକରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ଲକ୍ଷ୍ୟ କରାଯାଉଛି।…

ପୂର୍ଣ୍ଣମାତ୍ରାରେ କାମ କରୁନି ସ୍ୱାସ୍ଥ୍ୟକାର୍ଡ

ଖଇରା,୧୨।୨(ଡି.ଏନ.ଏ.): ଦିନକୁ ଦିନ ସ୍ବାମୀଙ୍କ ସ୍ବାସ୍ଥ୍ୟରେ ଅବନତି ଘଟୁଛି। ଏପଟେ ୨ନାବାଳକ ସନ୍ତାନଙ୍କୁ ଲାଳନପାଳନ ଚିନ୍ତା। ସ୍ବାମୀଙ୍କ ଚିକିତ୍ସା ଚିନ୍ତାରେ ଖାଇବା ପିଇବା ଭୁଲିଗଲେଣି ବାଲେଶ୍ୱର ଜିଲା ଖଇରା ବ୍ଲକ ଗଣ୍ଡିବେଡ ଗ୍ରାମର ପ୍ରମିତା ଦାସ। ସ୍ବାମୀଙ୍କ ଅସ୍ତ୍ରୋପଚାର ଲାଗି ଅଧିକ…

ପ୍ରତିଶ୍ରୁତିରେ ଅଟକିଛି ବିକାଶ

ଭଦ୍ରକ ଅଫିସ,୧୨।୨: ପ୍ରତିଶ୍ରୁତିରେ ଅଟକିଛି ଘାଟ ଓ ପୋଲର ବିକାଶ। କେବଳ ନିର୍ବାଚନ ଆସିଲେ ନେତାଙ୍କ ପ୍ରତିଶ୍ରୁତି ହିଁ ସାର। ନିର୍ବାଚନ ସରିଲେ ଘାଟର ଅବସ୍ଥା କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ। କେଉଁଠି ଦଉଡ଼ିରେ ବନ୍ଧା ଯାତ୍ରୀଙ୍କ ଜୀବନ ତ ଆଉ…

ଗଡ଼ ବଞ୍ଚାଇବାକୁ କଂଗ୍ରେସର ପ୍ରୟାସ

କୋଣାର୍କ,୧୨ା୨(ଡି.ଏନ୍‌.ଏ.): କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ନିର୍ବାଚନ ମଣ୍ଡଳୀ ଅବଦାନ ପଞ୍ଚାୟତରେ ରାଜନୀତିର ଉଷ୍ମତା ପରିଲକ୍ଷିତ ହେଲାଣି। କଂଗ୍ରେସର ଗଡ଼ କୁହାଯାଉଥିବା ଅବଦାନ ପଞ୍ଚାୟତରେ ରାଜ୍ୟ ପିସିସିର ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଶୁକ୍ରବାର ହୋଇଥିଲା।…

୧୨ ମାସ ହେଲା ବୃଦ୍ଧାଙ୍କୁ ମିଳୁନି ଭତ୍ତା, ରାଶନ ସାମଗ୍ରୀ

ନୂଆଗାଁ, ୧୨ା୨ (ଡି.ଏନ.ଏ.) : ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିବା ଗରିବ ଲୋକଙ୍କୁ ଖାଦ୍ୟ ଦେବାକୁ ୫ କେଜି ରାଶନ ଯୋଗାଇ ଦେଉଛନ୍ତି। ସେହିପରି ବାର୍ଦ୍ଧକ୍ୟ ସମୟ ଅବା ବିଧବା ମହିଳାଙ୍କୁ ସହାୟ ପାଇଁ ସରକାର ଭତ୍ତା ଯୋଜନା କରିଛନ୍ତି। ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?