ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ
ଝାରସୁଗୁଡ଼ା ଅଫିସ,୨୮।୩: ୧୨ ଦଫା ଦାବିନେଇ ଅଖିଳ ଭାରତ ଟ୍ରେଡ ୟୁନିୟନ ଦେଶବ୍ୟାପି ୨ ଦିନିଆ ବନ୍ଦ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ ଟ୍ରେଡ ୟୁନିୟନ ପକ୍ଷରୁ ସୋମବାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ଧାରଣା…
ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ
ଭଦ୍ରକ ଅଫିସ/ ଭୁବନେଶ୍ୱର ୨୮ା୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଭଦ୍ରକ ଜିଲା ନଳାଙ୍ଗରୁ ସୋମବାର ଗିରଫ ହୋଇଛନ୍ତି। ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ସହଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶର୍ମିଷ୍ଠାଙ୍କ…
କେନ୍ଦୁଝରରେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ
କେନ୍ଦୁଝର,୨୮।୩(ସ୍ବ.ପ୍ର.) କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକାରୀମାନେ କେନ୍ଦୁଝର ଜିଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଜିଲା ମୁଖ୍ୟାଳୟ ଗାନ୍ଧୀ ଛକଠାରେ…
ପ୍ରେମିକାଙ୍କୁ ବିବାହ ପାଇଁ ଅଶ୍ଳୀଳ ଭିଡିଓ ଭାଇରାଲ, ୪ ମହିଳାଙ୍କ ସମେତ ୫ ଗିରଫ
ମାଲକାନଗିରି,୨୮।୩(ଡି.ଏନ.ଏ.): ପ୍ରେମିକାଙ୍କୁ ବିବାହ କରିବାକୁ ଯୋଜନା କରି ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ପରି ଘଟଣା ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ପରେ ୪ ମହିଳାଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ନାରାୟଣ…
ପରିବହନ ବିଭାଗ ପକ୍ଷରୁ ଘରୋଇ ବସ୍ ଯାଞ୍ଚ
ମାଲକାନଗିରି,୨୭ା୩(ଡି.ଏନ.ଏ.): ମାଲକାନଗିରି ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରବିବାର ଜିଲାରେ ଚଳାଚଳ କରୁଥିବା ବିଭିନ୍ନ ଘରୋଇ ବସ୍ଗୁଡିକ ଯାଞ୍ଚ କରାଯାଇଥିଲା। ବିଶେଷକରି ଗ୍ରୀଷ୍ମପ୍ରବାହ ସମୟରେ ବସ୍ ଭିତରେ ପାଣି, ଓଆର୍ଏସ୍ ପ୍ୟାକେଟ ମହଜୁଦ ରଖିବା, ବସ୍ରେ ଯାତ୍ରୀଭଡ଼ା ତାଲିକା ଲଗାଇବା,…
ରେଳରୋକୋ କଲେ ଆନ୍ଦୋଳନକାରୀ
ବାଲେଶ୍ୱର ଅଫିସ ୨୮।୩: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ବର ରେଳଷ୍ଟଶନରେ ଏଆଇୟୁଟିୟୁସି ପକ୍ଷରୁ ସରକାରଙ୍କ ବିରୋଧରେ ପ୍ରତିବାଦ କରି ଆନ୍ଦୋଳନ କରିଥିଲେ।…
ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ
ଡାବୁଗାଁ, ୨୮।୩ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ହାତୀବେଡ଼ା ପଞ୍ଚାୟତର ଜଣେ ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଏ ନେଇ ସମ୍ପୃକ୍ତ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମାଝିଙ୍କ ବଡ଼ପୁଅ ନିତ୍ୟାନନ୍ଦ ଶନିବାର ଡ଼ାବୁଗାଁ ଥାନାରେ ଏତଲା…
କମ୍ ଦରରେ ତରଭୁଜ ବିକୁଛନ୍ତି ଚାଷୀ
ମାଲକାନଗିରି, ୨୮।୩ (ଡି.ଏନ.ଏ.): ଖରାଦିନ ଆସିଗଲେ ବଜାରରେ ବଢ଼ିଥାଏ ଖରାଦିନିଆ ଫଳର ଚାହିଦା। ଗରମରୁ ଆଶ୍ୱସ୍ତି ପାଇବା ପାଇଁ ଲୋକେ ଖୋଜିଥାନ୍ତି ତରଭୁଜ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ତରଭୁଜ ବେଶ୍ ପସନ୍ଦ। ମାଲକାନଗିରି ଜିଲାରେ ତରଭୁଜର ଉତ୍ପାଦନ ଅଧିକ ରହିଛି।…
ପ୍ରାର୍ଥୀ ଓ ଦଳ ପାଇଁ ଏବେ ସମୀକ୍ଷାର ବେଳ
ନବରଙ୍ଗପୁର,୨୮।୩(ବି.ପ୍ର.): ନବରଙ୍ଗପୁର ଜିଲାର ନବରଙ୍ଗପୁର ଓ ଉମରକୋଟ ପୌର ନିବାଚନ ଫଳାଫଳ ପ୍ରକାଶ ପ୍ରକାଶ ପାଇବା ପରେ ଏବେ ନବରଙ୍ଗପୁରରେ କଂଗ୍ରେସ ଓ ବିଜେଡି ଏବଂ ଉମରକୋଟରେ ଭାଜପା ଓ କଂଗ୍ରେସର ପାଇଁ ସମୀକ୍ଷାର ବେଳ ଆସିଛି। କଂଗ୍ରେସର ଗଡ଼ ଭାଙ୍ଗି…
ଦଳବିରୋଧୀ ନୀରବ ଘାତକ
ଢେଙ୍କାନାଳ ଅଫିସ୍, ୨୮।୩: ଆମଦାନୀ ନେତାଙ୍କୁ ଅଧିକ ଗୁରୁତ୍ୱ ଦେବା ମହଙ୍ଗା ପଡ଼ିଲା ନା ଟିକେଟରୁ ବଞ୍ଚତ୍ତ ଅସନ୍ତୁଷ୍ଟ କର୍ମୀ ପରଦା ପଛରେ ରହି ନୀରବଘାତକ ସାଜିଲେ। ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ହାସଲ କରିଥିବା ଦଳ ପୌର ନିର୍ବାଚନରେ ଝୁଣ୍ଟିଲା…
ରାଜ୍ୟ ଦଳରେ ଗଞ୍ଜାମର ୫ ପ୍ରତିଯୋଗୀ
ବ୍ରହ୍ମପୁର ଅଫିସ,୨୮।୩: ୩୨ତମ ଜାତୀୟସ୍ତରୀୟ ଟେନିସ ବଲ କ୍ରିକେଟ (ପୁରୁଷ ଓ ମହିଳା) ଚାମ୍ପିୟନଶିପ୍ ପ୍ରତିଯୋଗିତା ଆସନ୍ତା ୨୮ରୁ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁରଠାରେ ଅନୁଷ୍ଠିତ ହେବ। ଏଥିନିମନ୍ତେ ଗଞ୍ଜାମ ଜିଲା ଟେନିସ ବଲ କ୍ରିକେଟ ସଂଘର ୫ ଜଣ ପ୍ରତିଯୋଗୀ…
ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା
ବାଲେଶ୍ୱର ଅଫିସ,୨୮ା୩: ରେଳ ଷ୍ଟେଶନ ପରିସରରେ ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିବା ନେଇ ବାଲେଶ୍ୱର ଜିଆର୍ପି ଥାନାରେ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ଭଦ୍ରକ ଅଞ୍ଚଳ ଆନନ୍ଦ ଚନ୍ଦ୍ର ଜେନା ନିଜକୁ ଏନ୍ଏମ୍ଏସ୍ ୟୁଟ୍ୟୁବ୍ ଚ୍ୟାନେଲ ଖବରଦାତା…

