ଆମ ଜିଲା ଖବର

ବିଞ୍ଝାରପୁର ବିଧାୟିକାଙ୍କୁ ଜବାବ ତଲବ

ଯାଜପୁର ଅଫିସ,୧୨ା୨: ଚଳିତ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲାରେ ବିଜେଡି ପୂର୍ବର ସଫଳତା ଦୋହରାଇବାକୁ ଉଦ୍ୟମ କରୁଥିବାବେଳେ ଭାଜପା କଡ଼ା ଟକ୍କର ଦେଉଛି। ଏଭଳିସ୍ଥଳେ ବିଞ୍ଝାରପୁର ବ୍ଲକରେ ବିଜେଡି କର୍ମୀଙ୍କ ବିଦ୍ରୋହ ଦଳୀୟ ନେତାଙ୍କୁ ଚିନ୍ତିତ କରିଛି। ଇତିମଧ୍ୟରେ ବ୍ଲକର ୬…

ବଟି ପାଇଁ ସାଇଟ୍‌ ଇନ୍‌ଚାର୍ଜଙ୍କୁ ଅପହରଣ

ପୁରୀ ଅଫିସ, ୧୨ା୨: ବଟି ଆଦାୟ ଓ ଅପହରଣ ଅଭିଯୋଗରେ ଚନ୍ଦନପୁର ଥାନା ପୋଲିସ ୬ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦନପୁର ଥାନା ଅଧୀନ ପିତେଇପୁର ଗ୍ରାମର ପ୍ରକାଶ ସ୍ବାଇଁ, ଦାଣ୍ଡସାହିର ସୋମନାଥ ବାରିକ,…

ମାଓବାଦୀ ଦମନ ଲାଗି ହେବ ସ୍ବତନ୍ତ୍ର ରଣନୀତି: ଡିଜିପି

ଫୁଲବାଣୀ ଅଫିସ, ୧୨ା୨: ନୂତନ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଶୁକ୍ରବାର କନ୍ଧମାଳ ଜିଲା ଗସ୍ତ କରି ମାଓବାଦୀ ଦମନ ଉପରେ ସମୀକ୍ଷା କରିଛନ୍ତି। ମାଓବାଦୀପ୍ରବଣ ୫ଟି ଜିଲାରେ ସେମାନଙ୍କୁ ଦମନ କରାଯିବା ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି।…

ଚପଲ ପିନ୍ଧି ମଠକୁ ଯିବାରୁ ହତ୍ୟା

ଢେଙ୍କାନାଳ ଅଫିସ, ୧୨।୨: ଢେଙ୍କାନାଳ ଜିଲା ଗଁଦିଆ ଥାନା ମନ୍ଦାର ନିକଟ ରାସ୍ତାପାର୍ଶ୍ୱରେ ଥିବା ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ଗତ ବୁଧବାର ଘଟିଥିବା ବହୁ ଚର୍ଚ୍ଚିତ ଉଦ୍ଧବ ପାତ୍ର (୩୨) ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ଏଥିସହିତ ଖୋଲିଛି ୫୫…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ପୁରୀ ଅଫିସ ୧୨ା୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସିବେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀଚୈତନ୍ୟ ଗୌଡୀୟ ମଠର ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ…

କୋଟିଆରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ପଟ୍ଟାଙ୍ଗୀ,୧୨ା୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳ ମଧ୍ୟରେ ସେତିକି ତତ୍ପରତା ପ୍ରକାଶ ପାଉଛି। ଏକ୍ଷେତ୍ରରେ ମଧ୍ୟ ପ୍ରଶାସନ ପଛରେ ପଡିନାହିଁ। ଶୁକ୍ରବାର ପ୍ରଶାସନ ପକ୍ଷରୁ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆରେ ନିର୍ବାଚନ ସ୍ଥିତି ପରଖାଯିବା…

ମା’ବାପା କୋଳକୁ ଫେରିଲା ଶିଶୁପୁତ୍ର

ନୟାଗଡ଼ ଅଫିସ,୧୨ା୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବିକ୍ରି ହୋଇଥିବା ନବଜାତ ଶିଶୁପୁତ୍ର ଉଦ୍ଧାର ହେବାର ୧୪ ଦିନ ପରେ ମା’ବାପାଙ୍କ କୋଳକୁ ଶୁକ୍ରବାର ଫେରିଛି। ମା’ବାପାଙ୍କ ଆମତ୍ାହୁତି ଧମକ ‘ଧରିତ୍ରୀ’ ଶିରୋନାମାରେ ଶୁକ୍ରବାର ପ୍ରକାଶ ପାଇବା ପରେ ପ୍ରଶାସନ ବାଧ୍ୟହୋଇ…

ମମିତା ମେହେର ହତ୍ୟା ମାମଲା: ଚାର୍ଜଶିଟ୍‌ ଦାଖଲ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଅଫିସ,୧୧।୨: କଳାହାଣ୍ଡି ଜିଲାର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ବଲାଙ୍ଗୀର ପୋଲିସ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ଡ୍ରାଇଭର ରାଧେଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଆସନ୍ତା…

କୋଟିଆରେ ଓଡ଼ିଶା ପୋଲିସର ଫ୍ଲାଗ ମାର୍ଚ୍ଚ

କୋରାପୁଟ,୧୧।୨(ସ୍ବ.ପ୍ର.): କୋଟିଆରେ ଓଡ଼ିଶା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। କୋଟିଆବାସୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ଓ ଆନ୍ଧ୍ରପ୍ରଦେଶର ଅବାଧ ପ୍ରବେଶ ଉପରେ ରୋକ ଲଗାଇବାକୁ ଓଡ଼ିଶା ପୋଲିସ ପକ୍ଷରୁ ଏପରି ପନ୍ଥା ଆପଣାଯାଇଛି। ଏଥିସହ ସମ୍ବେଦନଶୀଳ ବୁଥ୍‌ ଉପରେ…

ଭୋଟ ଦେବେନାହିଁ ଗ୍ରାମବାସୀ

ବାଉଁଶୁଣୀ,୧୧।୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ଅଧୀନ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ମାଲିପଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗ୍ରାମବାସୀ ଏଭଳି ନିଷ୍ପତି ନେଇଛନ୍ତି। ନିର୍ବାଚନ ସମୟ ଆସିଲେ…

ଗିରଫ ହେଲେ ଚିଟଫଣ୍ଡ ସଂସ୍ଥାର ମାଲିକ

ବ୍ରହ୍ମପୁର ଅଫିସ,୧୧ା୨: ଟାଉନ ଥାନା ପୋଲିସ ୱାରେଣ୍ଟ ବଳରେ ଏକ ଚିଟଫଣ୍ଡ ସଂସ୍ଥାର ମାଲିକଙ୍କୁ ଗିରଫ କରିଛି। ସେ ହେଲେ ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥାର ଅନ୍ୟତମ ମାଲିକ ତଥା ବଡବଜାର ଥାନା ଅଧୀନ ଗଣେଶ ନଗରର ଜିତେନ୍ଦ୍ର କୁମାର ମିଶ୍ର…

ନିର୍ବାଚନରେ ଡ୍ରୋନ୍‌ ବ୍ୟବହାର କରାଯିବ: ଡିଜିପି

ମାଲକାନଗିରି,୧୧।୨(ଡି.ଏନ୍‌.ଏ.): ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ନିର୍ବାଚନରେ ଆବଶ୍ୟକ ହେଲେ ହେଲିକପ୍ଟର ଏବଂ ଡ୍ରୋନ୍‌ ବ୍ୟବହାର କରାଯିବ। ଏ ନେଇ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଆଜି କୋରାପୁଟ ଗସ୍ତରେ ଆସିଥିଲେ ପୋଲିସ ଡିଜି ସୁନୀଲ ବଂଶଲ। ଜିଲାରେ ମାଓବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?