୩,୩୩,୯୪୩ ମାମଲାର ଫଇସଲା
କଟକ ଅଫିସ,୨୬ା୨: କଟକ ଜୁଡିସିଆଲ୍ ଏକାଡେମୀରେ ୩ ଦିନ ବ୍ୟାପୀ ହେବାକୁ ଥିବା ଜିଲା ଜଜ୍ ସମ୍ମିଳନୀ-୨୦୨୨ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଏହାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଉଦ୍ଘାଟନ କରିଥିଲେ। ଏହି ଅବସରରେ ୨୦୨୧ର ବାର୍ଷିକ ରିପୋର୍ଟ ଉନ୍ମୋଚିତ…
ସଜେଇ ହେଉଛି ଶ୍ରୀଲୋକନାଥ ମନ୍ଦିର, ୨ ତାରିଖ ଭୋର ୪ଟାରେ ଉଠିବ ମହାଦୀପ
ପୁରୀ ଅଫିସ, ୨୫ା୨: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆସନ୍ତା ୨୭ରେ ପଙ୍କୋଦ୍ଧାର ତଥା ପଙ୍କ ଉଜୁଳା ନୀତି ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ ୧ରେ ମହାଶିବରାତ୍ରୀ ବା ଜାଗରଯାତ୍ରା ପାଳନ କରାଯିବ। ଏଥିପାଇଁ ପୁରୀ ଜିଲା ପ୍ରଶାସନ ଏବଂ ଶ୍ରୀଲୋକନାଥ…
ଭଙ୍ଗାଗଲା ଏମାର ମଠର ଅବଶିଷ୍ଟ ପୁରୁଣା-ଦୁର୍ବଳ କୋଠା
ପୁରୀ ଅଫିସ, ୨୫ା୨: ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଶୁକ୍ରବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ମଠର ଅବଶିଷ୍ଟ ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକୁ ଭଙ୍ଗାଯାଇଛି। ଦୁଇଜଣ ମାଜିଷ୍ଟ୍ରେଟ ଏବଂ…
ସୁବଳୟା ସମିତିିସଭ୍ୟା ନିଖୋଜ: ଏସ୍ପି ଅଫିସ ଆଗରେ ବିକ୍ଷୋଭ
ଛତ୍ରପୁର,୨୫।୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ସୁବଳୟା ସମିତିସଭ୍ୟ ମାମୀ ଦାସ ନିଖୋଜ ନେଇ ପଞ୍ଚାୟତବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିଖୋଜ ମାମୀ ନିନ୍ଦ୍ୱର୍ନ୍ଦରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରିବା ସହ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ…
ଗଣତି ପୂର୍ବର କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଏସ୍ଡିପିଓ
ଗଞ୍ଜାମ,୨୫।୨(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍ ଗଣତି ଆରମ୍ଭ ହେବା। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗଞ୍ଜାମ ଜିଲା ଭାରତୀ ବିଦ୍ୟାପୀଠରେ…
ଘରୁ ଡାକିନେଇ ମାରିଦେଲେ
ପାରଳାଖେମୁଣ୍ଡି,୨୫ା୨(ଡି.ଏନ୍.ଏ.): ଚନ୍ଦ୍ରଗିରି ନିକଟରେ ହାତଗୋଡ଼ ବନ୍ଧା ଜଣେ ଯୁବକଙ୍କ ମୃତଦେହ ଗୁରୁବାର ମୋହନା ପୋଲିସ ଜବତ କରିଥିଲା। ଶୁକ୍ରବାର ମୃତକଙ୍କ ପରିଚୟ ମିଳିଛି। ସେ ହେଲେ ଅଡବା ଥାନା ଖାରୀଗୁଡ଼ା ଲମଡାଙ୍ଗ ଗାଁର ଜୋସେଫ ନାୟକ। ବୁଧବାର ଜୋସେଫ କେତେଜଣ ସାଙ୍ଗମାନଙ୍କ…
ଧରାପଡ଼ିଲା ଶାଳକାଠ ବୋଝେଇ ଗାଡ଼ି
ବୁଗୁଡ଼ା,୨୫ା୨(ଡି.ଏନ.ଏ.): ଗଞ୍ଜାମ ଜିଲା କରଚୁଲି ସଂରକ୍ଷିତ ଜଙ୍ଗଲ ଭାଗ-୨ ଅନ୍ତର୍ଗତ ତାକରଡା ଗାଁ ଛକ ନିକଟରେ ବନ ବିଭାଗ ପକ୍ଷରୁ ଚଢାଉ କରି ଶାଳ କାଠ ବୋଝେଇ ଏକ ଗାଡିକୁ ଜବତ କରାଯାଇଛି। କାଠ ଚାଲାଣରେ ସମ୍ପୃକ୍ତ ବୁଗୁଡ଼ା ଥାନା ଅନ୍ତର୍ଗତ…
ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ
ଭୋଗରାଇ, ୨୫ା୨(ଡି. ଏନ୍.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଶୁକ୍ରବାର ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ ବିକ୍ରି ପାଇଁ ଆସିଥିଲା। ଗଭୀର ସମୁଦ୍ରରୁ ଏକ ଟ୍ରଲରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଥିବା ଏହି ବିରଳ ମାଛକୁ ପେଟୁଆ…
ଷ୍ଟ୍ରଙ୍ଗ ରୁମ୍ ଆଗରେ ଜଗି ରହିଛନ୍ତି ନେତା, କର୍ମୀ
ଆର.ଉଦୟଗିରି,୨୫।୨(ଡି.ଏନ୍.ଏ.): ଭୋଟ ବାକ୍ସ ଖୋଲି ବାଲାଟ ପେପର ହେରଫେର ଆଶଙ୍କାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି) ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଜଗି ରହିଛନ୍ତି ଭାଜପା ଏବଂ କଂଗ୍ରେସର ନେତା ଏବଂ କର୍ମୀ। ଟେଣ୍ଟ ପକାଇ ଦିନରାତି ପାଳି କରି ୨୪ ଘଣ୍ଟିଆ…
ପାତ୍ରପୁର ବିଡିଓଙ୍କୁ ଆକ୍ରମଣ: କାର୍ଯ୍ୟାନୁଷ୍ଠାନ ଦାବି କଲେ ଓଏଏସ ସଂଘ
ଛତ୍ରପୁର,୨୫।୨(ଡି.ଏନ୍ଏ.): ଗଞ୍ଜାମ ଜିଲା ପାତ୍ରପୁର ବିଡିଓ ପ୍ରକାଶ କୁମାର ଦାସଙ୍କୁ ଆକ୍ରମଣ ମାମଲା ନେଇ ଓଏଏସ୍ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏଥିରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ପ୍ରେମ ସମ୍ପର୍କରୁ ଶିକ୍ଷକଙ୍କୁ ହତ୍ୟା, ପ୍ରେମିକା ଅଟକ
ବଲାଙ୍ଗୀର ଅଫିସ,୨୫।୨ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ତୁଷରା ଥାନା ବୀରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କର୍ଲାଖମନ ଗାଁ ନିକଟ ରାହୁଲ ନଦୀ କୂଳରୁ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିଲା। ଘଟଣାସ୍ଥଳରେ ପହଞ୍ଚତ୍ ବଲାଙ୍ଗୀର ସଦର ଏସ୍ଡିପିଓ ତୋଫାନ୍ ବାଗ…
ଘରୁ ମିଲିଲା ବିଡା ବିଡ଼ା ଟଙ୍କା, ସୁନା ଅଳଙ୍କାର
ଝାରସୁଗୁଡ଼ା ଅଫିସ,୨୫।୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଓଏମ୍ଭିଡି ଏଏସ୍ଆଇ ହରେ କୃଷ୍ଣ ନାୟକଙ୍କ ବିଜୁନଗର ସ୍ଥିତ ଭଡାଘର ସମେତ ୫ଟି ସ୍ଥାନରେ ଏକ କାଳୀନ ଶୁକ୍ରବାର ପୂର୍ବାହ୍ନରୁ ଭିଜିଲାନ୍ସ ଚଢାଉ ଜାରି ରହିଛି। ଚଢାଉ ମଧ୍ୟରେ ଏଏସଆଇ ନାୟକଙ୍କ…

