ଆମ ଜିଲା ଖବର

କେନ୍ଦୁଝର ଜିଲାପାଳଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ

କେନ୍ଦୁଝର,୧୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି ହୋଇଛି। ଜାତୀୟ ଅନୁସୂଚିତ ଜନଜାତି କମିଶନ ପକ୍ଷରୁ ଏହି ଓ୍ବାରେଣ୍ଟ ଅଫ ଆରେଷ୍ଟ ଜାରି କରାଯାଇଛି। ତେବେ ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର…

ବଡ଼ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା

ନିଶ୍ଚିନ୍ତକୋଇଲି, ୧୨।୪ (ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ କୁସୁପୁରରେ ଛାତି ଥରାଇଦେବା ଭଳି ଏକ ଘଟଣା ଘଟିଛି। ବଡ଼ଭାଇଙ୍କ ସମେତ ପରିବାରର ୫ ସଦସ୍ୟଙ୍କୁ ହାଣି ହତ୍ୟା କରିଛନ୍ତି ସାନଭାଇ। ଜମିବାଡ଼ି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା…

ବିଧାୟକଙ୍କ ଡ୍ରାଇଭର, ପିଏସ୍‌ଓଙ୍କ ଉପରେ ଆକ୍ରମଣ

ଲୋଇସିଂହା,୧୨।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡ଼ା ଛକରେ ୨ ଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ମଙ୍ଗଳବାର ଲୋଇସିଂହା ବିଧାୟକଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ଆହତ ହୋଇଛନ୍ତି। ଡ୍ରାଇଭର ଦେବରାଜ ନାଗ ଏବଂ ପିଏସ୍‌ଓ ଶଙ୍କର ବରିହାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ…

ଯୋଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା: ଜିଲାରେ ଇଣ୍ଟରନେଟ ସେବା ବନ୍ଦ

ଯୋଡ଼ା, ୧୧।୪ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁ ସମଗ୍ର ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ପ୍ରଶାସନର ମଧ୍ୟସ୍ଥତା ପରେ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ…

ଝିଅର ଆତ୍ମହତ୍ୟା ପଛରେ ହଷ୍ଟେଲ ପରିଚାଳିକାଙ୍କ ସମ୍ପୃକ୍ତି: ପରିବାର ଲୋକେ

ସୁନ୍ଦରଗଡ଼,୧୨ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ପଟୁଆଡ଼ିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଶାରୀରିକ ଓ ମାନସିକ ଚାପ ସହି ନ ପାରି ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପାଣ୍ଡେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ…

ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଆଜି ଅପରାହ୍ନ ୫ଟାରେ ଛତିଶା ନିଯୋଗ ବୈଠକ ବସିବ। ପୁରୀ ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ନୂତନ ଭାବେ ଦାୟିତ୍ୱଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ…

ବାଘ ବୁଲୁବା ଘଟଣାକୁ ଗୁଜବ କହିଲେ ବନାଞ୍ଚଳ ଅଧିକାରୀ

ମାଲକାନଗିରି,୧୨ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ସପ୍ତାହରେ ଏକ ପିଚୁପଡିଆ ରାସ୍ତାରେ ଗୋଟିଏ ମହାବଳ ବାଘ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି। ତେବେ ଏହାକୁ ଗୁଜବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳର ଲୋକମାନେ ଭୟଭୀତ…

ଧାନବିଲକୁ ପଶିଗଲା ଯାତ୍ରୀବାହୀ ବସ୍‌

ଅତାବିରା,୧୨।୪(ଡି.ଏନ୍‌.ଏ.): ସୋନପୁର-ଗୋଡ଼ଭଗା ୫୪ ନମ୍ବର ରାଜ୍ୟ ରାଜପଥର ଅତାବିରା ବ୍ଳକ ଦୁଲମପୁର ସାଇ ମନ୍ଦିର ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋନପୁର ପଟରୁ ଗୋଡଭଗା ପଟକୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ରାସ୍ତା ପାଶର୍‌ବ ଧାନବିଲକୁ ପଶି…

କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ

କଟକ ଅଫିସ,୧୨।୪ : କଟକ ଜିଲା କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ। ଦୀପୁ ମଲ୍ଲିକ ଏବଂ ଓମ ସ୍ବାଇଁ ହତ୍ୟା ଘଟଣାରେ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ କୋର୍ଟରେ ହାଜର କରିଛି ପୋଲିସ । ସୂଚନାନୁସାରେ, ୨୦୧୩ ନଭେମ୍ବରରେ ଦୀପୁ ଏବଂ…

ମା’ଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୁଷୋତ୍ତମପୁର,୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଚୈତ୍ର ଯାତ୍ରା ଚାଲିଛି। ତେବେ ଆଜି ମା’ଙ୍କ ଶେଷ ପାଳି। ଏହି ଅବସରରେ ମଙ୍ଗଳବାର ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ତାଙ୍କ ସ୍ତ୍ରୀ ମା’ଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ…

‘ନିଜେ ପ୍ରୟୋଗ କର, ଅନ୍ୟକୁ ଶିଖାଅ’

ମାଧପୁର,୧୨।୩ ଆଠମଲ୍ଲିକ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ଚାଲିଥିବା ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ସୋମବାର ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମେହେରଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା। ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ମେହେର ଉଦ୍‌ବୋଧନ ଦେଇ…

ମହାଧିବେଶନ ସଫଳ ସମ୍ପର୍କରେ ଆଲୋଚନା

ବଇଣ୍ଡା,୧୨।୩(ଡି.ଏନ.ଏ.) ଅଖିଳ ଭାରତୀୟ ଗୋଣ୍ଡୱାନାର ଅନ୍ତଃରାଷ୍ଟ୍ରୀୟ ମହାଧିବେଶନ ଡିସେମ୍ବର ମାସରେ ଅନୁଷ୍ଠିତ ହେବ। ଏ ନେଇ ରବିବାର କିଶୋରନଗର ବ୍ଲକ ନାକିଚି ଡାକ ବଙ୍ଗଳା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଜିଲା ସଭାପତି ସଦାଶିବ ନାୟକଙ୍କ ସଭାପତିତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?