ଗଣତି ପୂର୍ବରୁ ଅଳ୍ପ ବ୍ୟବଧାନ ଚର୍ଚ୍ଚା
ଛେଣ୍ଡିପଦା,୨୫।୨(ସ୍ବ.ପ୍ର.) ଅନୁଗୋଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ଗତ ୨୨ ତାରିଖରୁ ଶେଷ ହୋଇଥିବା ବେଳେ ଏବେ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା। ଷ୍ଟ୍ରଙ୍ଗ ରୁମ୍ରେ ସିଲ୍ ହୋଇ ରହିଥିବା ଭୋଟ ବାକ୍ସ ଆସନ୍ତା ୨୬ ରୁ ୨୮…
ଧରାପଡ଼ିଲେ ନକଲି ମଦ ମାଫିଆ
ଅନୁଗୋଳ ଅଫିସ,୨୫।୨ ୨୦ ଦିନର ଛକାପଞ୍ଝା ପରେ ଅନୁଗୋଳ ଜିଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କୋର୍ଟରେ ଆତ୍ମସମର୍ପଣ ପୂର୍ବରୁ ଅବକାରୀ କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି ନକଲି ମଦ ମାଫିଆ ଜୟପ୍ରକାଶ ଗୁପ୍ତା। ଗିରଫ ପରେ ଅଧିକ ପଚରାଉଚରା ପାଇଁ…
ଜିଲାବାସୀଙ୍କୁ ଦର୍ଶନ ଅନୁମତ
ଢେଙ୍କାନାଳ ଅଫିସ, ୨୫।୨ ଦୀର୍ଘ ଦୁଇବର୍ଷ ପରେ କପିଳାସ କ୍ଷେତ୍ରାଧିପତି ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଦେଖିବାର ସୌଭାଗ୍ୟ ଲାଭ କରିବେ ଢେଙ୍କାନାଳ ଜିଲାବାସୀ। କରୋନା ନିୟନ୍ତ୍ରଣରେ ଥିବାରୁ ଏଥିଲାଗି ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ହେଲେ ସଂକ୍ରମଣ ଏଡ଼ାଇବାକୁ…
ପୋଲିସ ବସ୍ ଧକ୍କାରେ ଗଲା ପ୍ରିଜାଉଡିଂ ଅଫିସରଙ୍କ ଜୀବନ
ବଲାଙ୍ଗୀର ଅଫିସ, ୨୫ା୨: ଶେଷ ପର୍ଯ୍ୟାୟ ନିର୍ବାଚନ ସାରି ଘରକୁ ଫେରୁଥିବା ପ୍ରିଜାଇଡିଂ ଅଫିସର ଶିକ୍ଷକ ସୁଦାମ ଚରଣ ପୁରୋହିତ(୫୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଟିଟିଲାଗଡ଼ ବ୍ଳକ ଖୋଲାନ ନିର୍ବାଚନ ବୁଥରେ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରି…
ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି
ଖୋର୍ଦ୍ଧା ଅଫିସ,୨୫ା୨: କର୍ନାଟକ ଶିବଗଙ୍ଗା ଜିଲାରେ ବଜରଙ୍ଗ ଦଳର ଜନୈକ କାର୍ଯ୍ୟକର୍ତ୍ତାଙ୍କୁ ଜେହାଦୀମାନେ ଛୁରି ଭୁସି ଅତି ନିର୍ମମ ଭାବେ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦୃଢ଼ ଭାବେ ନିନ୍ଦା କରିଛି।…
ୟୁକ୍ରେନ୍ରେ ଫସି ରହିଛନ୍ତି ସୋର, ଭଦ୍ରକର ୨ ଛାତ୍ରୀ
ସୋର, ୨୫।୨(ଡି.ଏନ.ଏ.) ୟୁକ୍ରେନ୍ ସହରରେ ବାଲେଶ୍ୱର ଜିଲା ସୋର ଓ ଭଦ୍ରକ ଜିଲା ଭାଟପଡା ଅଞ୍ଚଳର ୨ ମେଡିକାଲ ଛାତ୍ରୀ ଫସି ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ଫଳରେ ସମସ୍ତ ବିମାନକୁ ବାତିଲ କରାଯାଇଥିବାରୁ ସେମାନେ ଘରକୁ ଫେରିବା ଆଶା ମଉଳିଯାଇଛି।…
ନିମ୍ନମାନର ପଥର ପ୍ୟାକିଂକୁ ବିରୋଧ
ବାରିପଦା ଅଫିସ,୨୫।୨ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ କୂଳରେ ଚାଲିଥିବା ଆଡ଼ିବନ୍ଧ ଓ ସ୍ପର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଜଳସ୍ତରରୁ ୨ମିଟର ଗଭୀରରୁ ଆଡ଼ିବନ୍ଧ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ…
ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ସମସ୍ତ ମୃତକ ଗୋଟିଏ ଜିଲାର
ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 1.A 28 years old Male of Baragarh District who was…
ଘରେ ପଶି ମହିଳାଙ୍କୁ ହତ୍ୟା
ବ୍ରହ୍ମପୁର ଅଫିସ,୨୫।୨: ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରାଯାଇଛି। ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣଙ୍କ ବିଜୟ ଚରଣ ବେହେରାଙ୍କ ସ୍ତ୍ରୀ ସୁରଜା ବେହେରା (୫୮)। ଖବର ପାଇ…
ଅଙ୍ଗନୱାଡି କର୍ମୀଙ୍କ ନାଁରେ ଅଶାଳୀନ ଗୀତ ଭାଇରାଲ
ଭବାନୀପାଟଣା,୨୫।୨(ସ୍ବ.ପ୍ର.): ଅଙ୍ଗନୱାଡି କର୍ମୀଙ୍କ ଉପରେ ଏକ ଅଶାଳୀନ ଗୀତ ଗତ ୨ ଦିନ ହେଲା ଭାଇରାଲ ହୋଇଛି। ଏହାକୁ ନେଇ କଳାହାଣ୍ଡି ଜିଲାର ୧୩ଟି ବ୍ଲକର ଅଙ୍ଗନୱାଡିି କର୍ମୀଙ୍କ ମଧ୍ୟରେ ଏବେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଗୀତରେ ଅଙ୍ଗନୱାଡି…
ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ପୁରୀ ଅଫିସ, ୨୫।୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଶୁକ୍ରବାର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବ୍ୟବହୃତ ଲୁହାବିମ୍ର ଅନୁଧ୍ୟାନ ହେବ ବୋଲି ସେ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଏଥିରେ କଳଙ୍କି…
ଖେଳିବାକୁ ଯାଇ ଫେରିନାହାନ୍ତି ଦ୍ୱିତୀୟ ଶ୍ରେଣୀ ଛାତ୍ର, ବଳି ସନ୍ଦେହ
ହାଟଡିହୀ,୨୫ା୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ସୋସୋ ଥାନା ରୁଗୁଡ଼ିଆ(ଖଣି ବଜାର) ଗ୍ରାମର ଜଣେ ଦିତୀୟ ଶ୍ରେଣୀ ଛାତ୍ର ଖେଳିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି। ବାପା ବିଜୟ ପୂର୍ତ୍ତିଙ୍କର ଗତ ୪ ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ମା’ ଅନ୍ୟତ୍ର ପଳାଇ…

