ଆମ ଜିଲା ଖବର

ଗୋ ସମ୍ମାନ ଦିବସ: ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର, ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା ….

ବଲାଙ୍ଗୀର,୨୮।୪(ସୁନିଲ କୁମାର ମହାନ୍ତି): ସୋମବାର ବଲାଙ୍ଗୀର ସହରରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ” ଓ “ଗୋ ସମ୍ମାନ ଦିବସ ” କାର୍ଯ୍ୟକ୍ରମ ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବଲାଙ୍ଗୀର ସହର ସମଲେଶ୍ୱରୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇଥିବା ଏହି…

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ରାସ୍ତାରୋକୋ କଲେ ଉତ୍ତ୍ୟକ୍ତ ଲୋକେ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ/ କାଲିପଦ ରାୟ): ବାସୁଦେବପୁର ଧାମରା ରାସ୍ତାର ମାତାଜୀ ମଠ ଛକରେ ରାସ୍ତାରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଛି । ମଙ୍ଗଳବାର ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ୍‌ଟିକୁ…

ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଲା ଚୋରି: ଘର ସମ୍ମୁଖରୁ ବାଇକ ନେଇଗଲେ ଦୁର୍ବୃତ୍ତ

ଗଞ୍ଜାମ,୨୮। ୪(ଅନାଥ ତରାଇ ): ଗଞ୍ଜାମ ସହରରେ ଏବେ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି। ସହରର କୈବର୍ତ୍ତ ସାହି ସ୍ଥିତ ସାତଭଉଣୀ ମନ୍ଦିର ନିକଟ ୧୬ନଂ ଜାତୀୟ ରାଜପଥ…

ଧାରଣାକୁ ୫୦ଦିନ ପୂରିଲା, ଉଠିଲାନି ଧାନ: ବିଧାୟକଙ୍କ କଥା ରଖିଲେ, ବ୍ୟକ୍ତିଗତ ଜଣାଇଲେ ସମସ୍ୟା

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉମାତ୍ର ୨ସପ୍ତାହ ପରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ପଞ୍ଜୀକରଣରୁ ବାଦ୍‌ ପଡ଼ି ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଗତବର୍ଷ ଖରିଫ୍‌ରେ ଅମଳ ଧାନକୁ ବିକ୍ରି କରିପାରି ନାହାନ୍ତି।…

ଅବହେଳିତ ଅବସ୍ଥାରେ ଗଞ୍ଜାମ ଧର୍ମଶାଳା ଜଗନ୍ନାଥ ମନ୍ଦିର: କୌଣସି ଲୋକଙ୍କ ସହଯୋଗ ନାହିଁ ବୋଲି କ୍ଷୋଭ ପ୍ରକାଶ କଲେ…

ଗଞ୍ଜାମ,୨୮।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବ୍ରାହ୍ମଣ ଢମଣା ସାହି ସ୍ଥିତ ବହୁ ପୁରାତନ ଧର୍ମ ଶାଳା ଜଗନ୍ନାଥ ମନ୍ଦିର ଅବସ୍ଥିତ। ଏବେ ଏହି ପୁରାତନ ଧର୍ମ ଶାଳା ମନ୍ଦିର ଅବହେଳିତ ଅବସ୍ଥାରେ। ମନ୍ଦିରର ଜାଗାକୁ କିଛି ବ୍ୟକ୍ତି ଜବରଦଖଲ କରି…

ବୃଦ୍ଧଙ୍କୁ ଗଳା କାଟି ହତ୍ୟା, ଚା’ ପିଇବାକୁ ଯାଇ ଆଉ…

ଜୟପୁର,୨୮।୪(ପବନ ପାଣିଗ୍ରାହୀ): ବୃଦ୍ଧଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସଦର ଥାନା ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗାଁରେ । ମୃତ ବୃଦ୍ଧଙ୍କ ନାମ ରଘୁନାଥ ଗୌଡ଼ ବୋଲି ଜଣପଡିଛି । ସୂଚନା ଅନୁସାରେ,…

କନ୍ଧମାଳର ଟେକ ରଖିଲେ କବି ପତିତପାବନ: ମିଳିଲା ଏହି ପୁରସ୍କାର

ଦାରିଙ୍ଗବାଡି, ୨୮ ।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିର ବରିଷ୍ଠ କବି ତଥା ‘ହିମକନ୍ୟା’ ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପତିତପାବନ ରାଉତଙ୍କୁ ‘ଆନ୍ଦପୁର ସ୍ବତନ୍ତ୍ର ସାରସ୍ବତ କବିତା ସମ୍ମାନ -୨୦୨୫’ ମିଳିଛି। ଏଥିସହ ତାଙ୍କୁ…

୩ଜଣଙ୍କୁ ଗିରଫ କରିଥିଲା କୋଟିଆ ପୋଲିସ, ବେଲ୍ କରାଇଲେ ଆନ୍ଧ୍ର ଆଇନଜୀବୀ

ପଟ୍ଟାଙ୍ଗି,୨୮।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନ କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମର ତିନି ବ୍ୟକ୍ତିଙ୍କୁ ଓଡ଼ିଶା ପକ୍ଷରୁ କୋଟିଆ ପୋଲିସ ଦ୍ୱାରା ଗିରଫ କରା ଯାଇଥିଲା । ତେବେ ସୋମବାର ଆନ୍ଧ୍ର ରାଜ୍ୟର ଟିଡିପି ଦଳର…

୨୯ ଘର ଉପରେ ଚଢିଲା ବୁଲଡୋଜର: ଡହଡହ ଖରାରେ ଲୋକେ ଆଶ୍ରୟ ନେବେ କେଉଁଠି, ବଢୁଛି ଚିନ୍ତା

କେସିଙ୍ଗା,୨୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ଗ୍ରାମପଞ୍ଚାୟତର ବିନେକେଲା ଗ୍ରାମରେ ସରକାରୀ ରାସ୍ତାକୁ ଜବରଦଖଲ କରି ଘର ତିଆରି କରିଦୀର୍ଘ ଦିନ ଧରିଜବର ଦାଖଲ କରି ପ୍ରାୟ ୨୯ଟି ପରିବାର ରହିଆସୁଥିଲେ। ବେନେକେଲା ଗ୍ରାମର କିଛି ଲୋକ ଗ୍ରାମ…

ବାଲୁଗାଁ ନିକଟରେ ଓଲଟିଲା ବସ୍‌, ୫୦ ଯାତ୍ରୀ….

ନୟାଗଡ଼,୨୮।୪(ଲୋକନାଥ ମିଶ୍ର): ନୟାଗଡ଼ ଖଣ୍ଡପଡା ରାସ୍ତାର ବାଲୁଗାଁ ଖେଡ଼ପଡ଼ା ନିକଟରେ ଓଲଟିଲା ବସ୍‌। ବସ୍‌ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅଵସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଖବର…

ଜାତୀୟ କରାଟେ ଚାମ୍ପିୟନଶିପ୍‌: ଉତ୍ତରପ୍ରଦେଶ ଗସ୍ତରେ ଯିବେ ଲୋଇସିଂହାର ୭ ପ୍ରତିଯୋଗୀ

ଲୋଇସିଂହା,୨୮।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ରାଇଜିଂ କ୍ଲବର ପ୍ରଶିକ୍ଷାର୍ଥୀମାନେ ଆସନ୍ତା ୨ ଓ ୩ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ହେବାକୁ ଥିବା ଜାତୀୟ ଓପନ କରାଟେ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବେ। ଖୁବଶୀଘ୍ର ପ୍ରଶିକ୍ଷକ ଅଲେଖ ଛତରଙ୍କ ନେତୃତ୍ୱରେ ୭ ଜଣିଆ ଦଳ…

ପାହାଡ଼ ଶିଖର ମାଟିତଳେ ଲୁଚାଇ ଚାଲିଥିଲା ଗଞ୍ଜେଇ କାରବାର, ମାଡିବସିଲା ପୋଲିସ

ପାରଳାଖେମୁଣ୍ଡି,୨୮ା୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍‌.ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ପାହାଡ ଶିଖର ମାଟିତଳେ ଚୋରାଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ୪ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇକୁ ପୋଲିସ ସୋମବାର ଜବତ କରିଛି । ଗୁପ୍ତ ସୂଚନାକୁ ଆଧାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?