ଆମ ଜିଲା ଖବର

ଜୋର ଧରିଛି ଗୋ ହତ୍ୟା ବନ୍ଦ, ଗୋମାତାକୁ ରାଷ୍ଟ୍ରମାତା ଘୋଷଣା ଦାବି

ଗଞ୍ଜାମ,୨୭।୪: (ବିଦ୍ୟାଧର ସାହୁ): )ଗଞ୍ଜାମ ଗୋ ରକ୍ଷକ ସେବା ସମିତି ଓ ଗୋ ସମ୍ମାନ ଆହ୍ବାନ ଅଭିଯାନ ପକ୍ଷରୁ ଗୋ ହତ୍ୟା ବନ୍ଦ କରିବା ଏବଂ ଗୋମାତାକୁ ରାଷ୍ଟ୍ରମାତା ଘୋଷଣା ଦାବି ଜୋର ଧରିଛି। ଏନେଇ ସୋମବାର ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ…

୨ ଦିନ ହେବ ନିଖୋଜ ଥିଲେ ନବମ ଶ୍ରେଣୀ ଛାତ୍ରୀ: ବହୁ ଖୋଜାଖୋଜି ପରେ ମିଳିଲେ ଏଇଠି …

ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା):ଦୁଇ ଦିନ ହେବ ନିଖୋଜ ଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସୋମବାର ଉଦ୍ଧାର କରିଛି। ତେବେ ଛାତ୍ରୀ ଜଣକ କିପରି ଏବଂ କେଉଁ ପରିସ୍ଥିତିରେ ନିଖୋଜ ହୋଇଥିଲେ ସେନେଇ ତଦନ୍ତ ଚାଲିଥିବା…

ତାମିଲନାଡୁ ନେଇ ମହିଳାଙ୍କୁ ବଳାତ୍କାର ଅଭିଯୋଗ: ସ୍ବାମୀ ପହଞ୍ଚି …

ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଦୁଇ ସନ୍ତାନର ମହିଳାଙ୍କୁ ତାମିଲନାଡୁ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ରବିବାର ମହିଳା ଜଣକ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୧୭୨/୨୦୨୬…

ମିଳିତ ଜନଶୁଣାଣିରେ ୯୦ ଅଭିଯୋଗ ପଞ୍ଜୀକୃତ: ଦିବ୍ୟାଙ୍ଗଙ୍କୁ ଦିଆଗଲା ଟ୍ରାଇସାଇକେଲ

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ସାନଖେମୁଣ୍ଡି ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ର ଙ୍କ ତତ୍ତାବଧାନରେ ଆୟୋଜିତ ଜନଶୁଣାଣିରେ ଗଞ୍ଜାମ ଜିଲାପାଳ ଭି…

ବିଶ୍ରାମ ନେଉଛନ୍ତି ଠାକୁରାଣୀ: ମଙ୍ଗଳବାର ଦେବୀଙ୍କ ନଗର ଭ୍ରମଣ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ଦେବୀଙ୍କ ଆଗମନ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ରବିବାର ଅଣାଯାଇଥିଲା। ରାତି ପ୍ରାୟ ୨ ଟା ସମୟରେ ଦେବୀ ଅସ୍ଥାୟୀ ମଣ୍ଡପରେ ପହଞ୍ଚି…

ବୀମାଭୁକ୍ତ ହେଲେ ଆରଏମ୍‌ସି କର୍ମଚାରୀ

ଗୁଣପୁର,୨୭।୪(ସଂକେତ ପାତ୍ର/ସୁଜାତା ପାଢ଼ୀ): ଗୁଣପୁର ଉପ ଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଦୁଧାଲ ଅଭିଷେକ ଦିଲୀପଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଗୁଣପୁର ନିୟନ୍ତ୍ରିତ ବଜାର କମିଟି ଅନୁମୋଦନ କ୍ରମେ ଆରଏମ୍‌ସିର ସମସ୍ତ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା କରାଯାଇଛି ।…

ଜମା ଟଙ୍କା ଦେଲାନି ବ୍ୟାଙ୍କ୍‌, ଭଉଣୀଙ୍କ କଙ୍କାଳକୁ ଖୋଳି ବ୍ୟାଙ୍କ୍‌କୁ ଆଣିଲେ ଭାଇ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୨୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ/(ବୀରକିଶୋର ଦାଶ): ପାଟଣା ଥାନା ମଲ୍ଲୀ ପଶି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ମୃତ ଭଉଣୀର କଙ୍କାଳ ଶ୍ମଶାନରୁ ବାହାର କରି ତାଙ୍କ ନାମରେ ଥିବା ଜମା ଟଙ୍କା ଫେରି ପାଇବା…

ବର୍ଷା ପୂର୍ୱରୁ ରାସ୍ତା ମରାମତି, କଲର୍ଭଟ ନିର୍ମାଣ ଦାବି ତେଜିଲା

ସୁନାବେଡା/ସେମିଳିଗୁଡ଼ା,୨୭ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼)- କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତରେ ମିଳିତ ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଯସ୍ମିନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୋଟ ୬ ଅଭିଯୋଗର ଶୁଣାଣି ହୋଇଥିଲା। ଅଭିଯୋଗଗୁଡ଼ିକର ତୁରନ୍ତ…

ବ୍ରହ୍ମପୁର ଗଲେ ଭଞ୍ଜନଗର କେଭି ଭଲିବଲ ଟିମ୍‌

ଭଞ୍ଜନଗର,୨୭/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଭଲିବଲ ଟିମ ଦୁଇଟି ବର୍ଗରେ ୨୮ ଜଣ ଛାତ୍ରୀଛାତ୍ର ବ୍ରହ୍ମପୁରଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବ୍ରହ୍ମପୁର ଅଭିମୁଖ ଯାଇଛନ୍ତି। ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ…

ପ୍ରଧାନଶିକ୍ଷକଙ୍କ ସହିତ ୨ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଏହି କାରଣ ପାଇଁ…

ନୀଳଗିରି, ୨୭।୪( ପ୍ରଶାନ୍ତ ବିଶ୍ୱାସ ): ବିଦ୍ୟାଳୟ ଅଫିସରେ ତାଲା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମଲଙ୍କ ସହିତ ଦୁଇ ଶିକ୍ଷୟତ୍ରୀ ଗୃହବନ୍ଦୀ। ବାଲେଶ୍ବର ଜିଲା ଖନ୍ତାପଡ଼ା ଥାନା ଶାସନପଦା ୟୁଜି ୟୁପି ବିଦ୍ୟାଳୟରେ ଅଫିସ ରୁମରେ ପ୍ରଧାନଶିକ୍ଷକ ସହ…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ଅର୍ଥ ପ୍ରାପ୍ୟ ପାଇ ନ ଥିବାରୁ ସମ୍ପୃକ୍ତ ଠିକାସଂସ୍ଥା ଅର୍ଥ ପାଇଁ କୋର୍ଟର…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଆକାଉଣ୍ଟ ମ୍ୟାନେଜର ଗିରଫ

ଦେବଗଡ,୨୭।୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ସ୍ଥିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଆକାଉଣ୍ଟ ମ୍ୟାନେଜର ପରମେଶ୍ୱର ନାଏକଙ୍କୁ ଗିରଫ କରିଛି ଦେବଗଡ ପୋଲିସ । ୧୨ ଜଣ ଆଶାୟୀଙ୍କଠାରୁ ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?