ଆମ ଜିଲା ଖବର

ଉଜ୍ଜ୍ୱଳଙ୍କ ଝୁଲନ୍ତା ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା ମୃତଦେହକୁ ଜବତ କରିଛି। ମୃତକ ହେଲେ ଉକ୍ତ ଥାନା ସିଆଙ୍ଗବାଲି ପଞ୍ଚାୟତ କାଜୁରିପାଦେରୀ ଗ୍ରାମର ଉଜ୍ଜ୍ୱଳ ସିଂ ଦିଗାଲ (୩୦)ବୋଲି ଜଣାପଡିଛି। ମୃତଦେହଟି…

ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଶଙ୍କର: କାର୍ଯ୍ୟର ପ୍ରଥମ ଦିନରେ ଘଟିଲା ଅଘଟଣ

ଦାରିଙ୍ଗବାଡି, ୨୮। ୪ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଲୋହରା ସାହିର ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ସମଗ୍ର ଦାରିଙ୍ଗବାଡି ଅଞ୍ଚଳରେ ଶୋକର ଛାୟା…

ଗର୍ଭ ଯନ୍ତ୍ରଣା ହେବାରୁ ସ୍ବାମୀଙ୍କ ସହ ଯାଇଥିଲେ ହସ୍ପିଟାଲ, ଅକସ୍ମାତ ଚାଲିଗଲା ଜୀବନ, ଅଞ୍ଚଳରେ ଚାଞ୍ଚଲ୍ୟ

ଜି.ଉଦୟଗିରି,୨୭।୪(ଚିନ୍ମୟ କୁମାର ସେଠି): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ରାତିରେ ଜଣେ ଗର୍ଭବତୀ ମହିଳାଙ୍କ ଅକସ୍ମାତ୍‌ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ହେଲେ ଜି.ଉଦୟଗିରି ବ୍ଲକ କୁମ୍ଭାରକୁପା ଗ୍ରାମର ସ୍ନେହଲତା ପ୍ରଧାନ। ସୂଚନା…

ଶାରୀରିକ ସମ୍ପର୍କ ରଖି ବିବାହ ପାଇଁ ମନା କଲେ ଯୁବକ: ଆଉ ତା’ପରେ…

ରିଆମାଳ,୨୭।୪(ବଦ୍ରିନାରାୟଣ ଅଗ୍ରୱାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ଅଭିଯୁକ୍ତକୁ ବଳାତ୍କାର କରିଥିବା ଅପରାଧରେ କୁଣ୍ଢେଇଗୋଳା ଥାନା ପୋଲିସ ଗିରଫ କରିଛି। ଜଣେ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପରେ ବିବାହ ପାଇଁ…

ଯୁବତୀଙ୍କୁ ଗଣବଳାତ୍କାର କରି ଉଠାଇଥିଲେ ନଗ୍ନ ଫଟୋ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ,୨୭।୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅଞ୍ଚଳରେ ଏକ ବଳାତ୍କାର ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ସୋମବାର କୋର୍ଟଚାଲାଣ କରିଥିବାବେଳେ ଜଣେ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତଙ୍କ ଜାମିନ ନାମାଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ…

ମା’ କାଳୁଆଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଶୁଭାରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ୩ ଶହରୁ ଅଧିକ ଶ୍ରଦ୍ଧାଳୁ , ଏହି ଦିନ ମହାଯଜ୍ଞ ପୂର୍ଣ୍ଣାହୁତି

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ କୁରୁବୁଲି ଗ୍ରାମରେ ମା’ କାଳୁଆ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ବୈଶାଖ ଶୁକ୍ଳ ଏକାଦଶୀ ତିଥି ସୋମବାର ଠାରୁ ଶୁଭାରମ୍ଭ ହୋଇଛି । ଗ୍ରାମରେ ବହୁ ପୁରାତନ କାଳରୁ…

ବିକାଶ ନା ବିନାଶ: କୁଟ୍ରୁମାଳି ପାହାଡ଼ରେ ଖଣି ଖନନକୁ ନେଇ ଜଳୁଛି ଅସନ୍ତୋଷର ନିଆଁ

ଥୁଆମୂଳ ରାମପୁର,୨୭।୪(ଦୁର୍ଗା କୀର୍ତ୍ତି): ସିଜିମାଳି ପରେ ଏବେ ‘କୁଟ୍ରୁମାଳି’ । କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ପ୍ରାକୃତିକ ସମ୍ପଦର ଗନ୍ତାଘର କୁଟ୍ରୁମାଳି ପାହାଡ଼କୁ ନେଇ ଏବେ ସଂଘର୍ଷର ଆଶଙ୍କା ଘନେଇବାରେ ଲାଗିଛି। ମେସର୍ସ କଳିଙ୍ଗ ଆଲୁମିନା ଲିମିଟେଡ (ଆଦାନୀ…

ନୂଆ ରୂପରେ ଚକରା ଘାଟି: ବନ ବିଭାଗ ୱାଚ ଟାୱାର, କ୍ୱାର୍ଟର ଉଦଘାଟିତ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ଅଧିନରେ ଥିବା ବାପାଙ୍ଗି ମନ୍ଦିର ନିକଟରେ ସୋମବାର ଏକ ୱାଚ ଟାୱାର ଉଦଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାକୁ…

ରିପୋର୍ଟ ମଗାଯାଇଛି, କାର୍ଯ୍ୟକ୍ରମ କରିନଥିଲେ ଜାରି ହେବ କାରଣ ଦର୍ଶାଅ ନୋଟିସ: ଜିଲା ସଂସ୍କୃତି ଅଧିକାରୀ

ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ସମସ୍ତ ବ୍ଲକକୁ ଅନୁଷ୍ଠିତ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ସମ୍ପର୍କିତ ରିପୋର୍ଟ ମାଗିଥିବା ପ୍ରକାଶ କରିଛନ୍ତି l ଅଧିକାରୀ ନାୟକ କହିଛନ୍ତି , ଓଡ଼ିଆ ଭାଷା,…

ଦୁଇ ପରିବାର ମଧ୍ୟରେ ଆକ୍ରମଣ – ପ୍ରତି ଆକ୍ରମଣ ମାମଲା: ଗିରଫ ହେଲେ ବାପା-ପୁଅ, ଜାମିନ ନାମଞ୍ଜୁର ହେବାରୁ…

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକର ଗ୍ରାମରେ ଗତ ଶୁକ୍ରବାର ରାତିରେ ପାରିବାରିକ ହିଂସା ର ଦୁଇ ପରିବାରର ୬ ଜଣ ଆହାତ ହୋଇଥିଲେ। ଆକ୍ରମଣ – ପ୍ରତି ଆକ୍ରମଣକୁ ନେଇ କେ . ନୂଆଗାଁ ଥାନାରେ…

କେୱାଇସି ଆଳରେ ରାଶନ କାର୍ଡ ଅଚଳ ଘଟଣା: ଅସହାୟ ପରିବାରକୁ ମିଳିଲା ରାସନ କାର୍ଡ, ଚାଉଳ

ନନ୍ଦପୁର/ପାଡୁଆ, ୨୭ା୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତ କଟରାଗୁଡା ଗ୍ରାମରେ ୩ ଦିବ୍ୟାଙ୍ଗ ପୁଅଙ୍କୁ ନେଇ ରହୁଥିବା ଜଣେ ବିଧବା ମହିଳା ରାଧା ଖିଲଙ୍କୁ ରାଶନ କାର୍ଡ ଓ ଚାଉଳ ମିଳିଛି। ଉକ୍ତ ପରିବାରକୁ କଓ୍ବୋଇସି…

ଜୋର ଧରିଛି ଗୋ ହତ୍ୟା ବନ୍ଦ, ଗୋମାତାକୁ ରାଷ୍ଟ୍ରମାତା ଘୋଷଣା ଦାବି

ଗଞ୍ଜାମ,୨୭।୪: (ବିଦ୍ୟାଧର ସାହୁ): )ଗଞ୍ଜାମ ଗୋ ରକ୍ଷକ ସେବା ସମିତି ଓ ଗୋ ସମ୍ମାନ ଆହ୍ବାନ ଅଭିଯାନ ପକ୍ଷରୁ ଗୋ ହତ୍ୟା ବନ୍ଦ କରିବା ଏବଂ ଗୋମାତାକୁ ରାଷ୍ଟ୍ରମାତା ଘୋଷଣା ଦାବି ଜୋର ଧରିଛି। ଏନେଇ ସୋମବାର ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?