ଆମ ଜିଲା ଖବର

ଭଞ୍ଜନଗରରୁ କାବୁ ହେଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୨୭।୨: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଅଳକାପୁରୀ ସପ୍ତମ ଲାଇନ୍‌ରେ ରହୁଥିବା ସୁରଜା ବେହେରା(୬୦)ଙ୍କୁ ବୁଧବାର ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ପୋଲିସ ଭଞ୍ଜନଗରରୁ ଶୁକ୍ରବାର ବିଳମ୍ବିତ ରାତିରେ କାବୁ କରିଛି। ସେ…

ୟୁକ୍ରେନ୍‌ରେ ପୋଲସରା ଛାତ୍ର

ପୋଲସରା,୨୭।୨(ଡି.ଏନ.ଏ.): ପୋଲସରା ଷଣ୍ଢସାହିରେ ରହୁଥିବା ପ୍ରଦୀପ କୁମାର ପାତ୍ର ପୋଲସରାରୁ ୯ କିଲୋମିଟର ଦୂରରେ ବୁଢାମ୍ବଠାରେ ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ। ତାଙ୍କ ପୁଅ ଦେବାଶିଷ ପାତ୍ର (୨୧) ୟୁକ୍ରେନର କିଭ୍‌ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ପଢୁଛନ୍ତି। କରୋନା ବେଳେ…

ଘର ପଟ୍ଟା ଦାବିରେ ପୌର ଭୋଟ ବର୍ଜନ ନିଷ୍ପତ୍ତି

ରମ୍ଭା,୨୭।୨: ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ତିନି ନମ୍ବର ୱାର୍ଡର ବ୍ରଜମୋହନପୁର ସାହିବାସୀଙ୍କ ପକ୍ଷରୁ ଆଗାମୀ ପୌର ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ବ୍ରଜମୋହନପୁର ସାହି ବାସିନ୍ଦାମାନେ ପ୍ରାୟ ଷାଠିଏ ବର୍ଷରୁ ଊର୍ଦ୍ଧ୍ୱ ହେଲା ଘର କରି ରହି ଏନ୍‌ଏସି…

ବିଦ୍ୟାଳୟ ସମ୍ମୁଖରେ ମୁକୁଳା କୂଅ

ତେଲକୋଇ, ୨୭।୨(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧୀନରେ ପିଟାନାଳୀ ଠାରେ ଆଦର୍ଶ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୮୦ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ତେବେ ବିଦ୍ୟାଳୟର ପ୍ରସ୍ଥାନରେ ଏକ ମୂକୁଳା…

ଅତିରିକ୍ତ ତଥ୍ୟ ମାଗିଲେ ଏନ୍‌ଏଚ୍‌ଆର୍‌ସି

କେନ୍ଦୁଝର, ୨୭।୨ (ସ୍ବ.ପ୍ର.): ଟାଉନ ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ନାବାଳିକା ଘଟଣାକୁ ନେଇ ଅତିରିକ୍ତ ତଥ୍ୟ ଦେବାକୁ ଜାତୀୟ ମାନବାଧିକାର କମିଶନ କେନ୍ଦୁଝର ଜିଲାପାଳ ଓ ଏସ୍‌ପିଙ୍କୁ ଆଦେଶ କରିଛନ୍ତି। ଉକ୍ତ ନାବାଳିକା ଉଦ୍ଧାର ହୋଇଥିଲେ ହେଁ ଅଭିଯୁକ୍ତ ବିରୋଧରେ…

ପୂର୍ବତନ ୩ କାଉନସିଲର, ଯୁବ ସଭାପତିଙ୍କ ଇସ୍ତଫା

ସୋର, ୨୭।୨(ଡି.ଏନ.ଏ.): ପୌର ନିର୍ବାଚନ ଘୋଷଣା ହେବା ପରେ ସୋରରେ ପୌର ପରିଷଦର ୩ଜଣ ପୂର୍ବତନ କାଉନସିଲର ଏବଂ ପୂର୍ବତନ ଯୁବ ସଭାପତି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ପୂର୍ବତନ କାଉନସିଲର ତଥା ବିଜେଡିର ଜଣେ ଟାଣୁଆ ନେତା ରଞ୍ଜନ…

୧୫ ନଂ ଜୋନ୍‌ରେ ଚାଲିଛି ଗଣତି

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୫ ନମ୍ବର ଜୋନ୍‌ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ଜାରି ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଏଥିପାଇଁ ବିଡିଓ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ ନାୟକ ପ୍ରମୁଖ ସ୍ଥିତି ସମୀକ୍ଷା କରୁଛନ୍ତି।…

କାର୍ଯ୍ୟକ୍ଷମ ହେଉନି କ୍ଲଷ୍ଟର ସାଲୋ ପଏଣ୍ଟ

ବନ୍ତ,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ଥିବା କ୍ଲଷ୍ଟର ସାଲୋ ପଏଣ୍ଟ କାର୍ଯ୍ୟକ୍ଷମ ହେଉନାହିଁ। ଫଳରେ ୨୫ ହେକ୍ଟର ଜମିରେ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଏନେଇ…

ବାଲେଶ୍ୱରରେ ୧୧ ଜିଲା ପରିଷଦ ଆସନ ହାତେଇନେଲା ବିଜେଡି, ଭାଜପାର ହାତରେ ୨

ବାଲେଶ୍ୱର ଅଫିସ,୨୭।୨: ବାଲେଶ୍ୱର ଜିଲାର ପ୍ରଥମ ପର୍ଯ୍ୟାୟରେ ୧୩ ଜିଲା ପରିଷଦ ଜୋନ୍‌ର ଭୋଟ ଗଣତି ହୋଇଥିଲା । ଏହି ଭୋଟ ଗଣତି ରାତି ପର୍ଯ୍ୟନ୍ତ ଚାଲିଥିଲା । ଗଣତି ପରେ ଏହାର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।…

ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ହତ୍ୟା

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତର କାଦକଳା ଗ୍ରାମରେ ଦୋକାନୀ ଦୋକାନୀ ମଧ୍ୟରେ ବିବାଦ ହୋଇ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଦୋକାନୀଙ୍କ ନାମ ମାୟାଧର ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ଭୁଜାଲିରେ ହାଣି…

ହାତୀ ଦାନ୍ତ ଚୋରା କାରବାର: ୨ ଗିରଫ

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ରାଜ୍ୟ ଏସ୍‌ଟିଏଫ୍‌ ଟିମ୍‌ ଦାନ୍ତ ଚୋରା କାରବାର ବେଳେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ହାତୀଦାନ୍ତ ଜବତ କରିଛି। ସେମାନେ ହେଲେ କଲଣ୍ଡା ଗ୍ରାମର ରମାକାନ୍ତ ପ୍ରଧାନ ଓ ଅନାମ ମୁଣ୍ଡା।…

୧୧ ଜୋନ୍‌ରେ ବିଜେଡି, ଭାଜପା ମାତ୍ର ୨

ବାଲେଶ୍ୱର ଅଫିସ,୨୭।୨: ବାଲେଶ୍ୱର ଜିଲାର ୧୩ ଜୋନକୁ ନେଇ ପ୍ରଥମ ପର୍ଯ୍ୟାୟ ଗଣତି ହୋଇଥିଲା। ଏଥିରେ ବିଜେଡି ୧୧ଟି ଜୋନରେ ଜିତିଥିବା ବେଳେ ଭାଜପା ୨ଟି ଜୋନ୍‌ରେ ଜିତିଥିବା ସୂଚନା ମିଳିଛି। ଔପଦା-୧: ମୁନି ସିଂ(ବିଜେଡି) ଖଇରା-୩: ଗଜେନ୍ଦ୍ର ପ୍ରସାଦ ଦାସ(ଭାଜପା)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?