ଆମ ଜିଲା ଖବର

ବୀରମହାରାଜପୁର ୧ ନଂ ଜୋନ୍‌ରେ କଂଗ୍ରେସ ଆଗରେ

ଅମରପାଲି,୨୬ା୨(ଡି.ଏନ୍‌.ଏ.): ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଭୋଟ ଗଣତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ୧ ନଂ. ଜୋନ୍‌ରେ ଚତୁର୍ଥ ରାଉଣ୍ଡ ପରେ କଂଗ୍ରେସର ଲବ କୁମାର ସାହୁ ବିଜେଡିର ରଞ୍ଜିତ ରଥଙ୍କ ଠାରୁ ୬୬ଖଣ୍ଡ ଭୋଟ ଆଗରେ ରହିଛନ୍ତି।…

କେସିଙ୍ଗାର ୧ ନଂ ଜୋନ୍‌ରେ ବିଜେଡି ଆଗୁଆ

କେସିଙ୍ଗା,୨୬ା୨(ଡି.ଏନ୍‌.ଏ.): କଳାହାଣ୍ଡି କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ଶନିବାର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥିନୀ ଦୀପାଞ୍ଜଳି ସାହୁ ୩୧୬୫ ଭୋଟ୍‌ ପାଇଥିବା ବେଳେ ଭାଜପାର ନମିତାରାଣୀ ସାହୁ ୧୩୧୦ ଭୋଟ ପାଇଛନ୍ତି। କଂଗ୍ରେସରୁ ରାଜେଶ୍ୱରୀ…

ଚାଲିଛି ଗଣତି: ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଆଗରେ ବିଜେଡି

ବରଗଡ଼ ଅଫିସ,୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ତେବେ ନିର୍ବାଚନ ମଇଦାନକୁ ପୁଣି ପ୍ରାର୍ଥିଭାବେ ଓହ୍ଲାଇଥିବା ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଏବଂ ଗୀତାଞ୍ଜଳି ପୁଟା ଏପର୍ଯ୍ୟନ୍ତ ନିକଟତମ…

ଝାରସୁଗୁଡ଼ାରେ ଆଗରେ ରହିଛି ବିଜେଡି

ଝାରସୁଗୁଡ଼ା ଅଫିସ, ୨୬।୨ ଝାରସୁଗୁଡ଼ା ଜିଲାରେ ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲାର ୯ଟି ଜୋନରେ ଭୋଟ୍‌ ଗଣନା ଚାଲିଛି। ପ୍ରଥମ ଏବଂ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଜିଲାର ୯ଟି ଜୋନରେ ବିଜେଡି…

ବରଗଡ଼ ଜିଲାରେ ଭୋଟ ଗଣତି: ୯ ଆସନରେ ବିଜେଡ଼ି, ୩ଟିରେ ଭାଜପା ଆଗୁଆ

ବରଗଡ଼ ଅଫିସ୍‌,୨୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର ଚାଲିଛି । ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଜିଲାର ୧୨ଟି ବ୍ଲକ ଅନ୍ତର୍ଗତ ଜୋନ୍‌-୧ ଗୁଡ଼ିକର ଭୋଟ୍‌ ଗଣନା ଚାଲିଛି । ଭୋଟ ଗଣନାର ପ୍ରଥମ ରାଉଣ୍ଡ ଶେଷସୁଦ୍ଧା ଜିଲାର ପାଇକମାଲ,…

ବଙ୍କରରେ ଫସିଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ର

ରାୟଗଡ଼ା ଅଫିସ,୨୬ା୨: ରାୟଗଡ଼ା ସହର ନେହେରୁନଗର ନିବାସୀ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ରଙ୍କ ପୁଅ ଆଦିତ୍ୟ ନାରାୟଣ ୟୁକ୍ରେନ୍‌ରେ ଫସିଛନ୍ତି। ଆଦିତ୍ୟଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ଲୋକେ ଶୁକ୍ରବାର ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।…

ବିଜେଡିର ସମର୍ଥକଙ୍କ ମୃତ୍ୟୁ: ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଥାନା ଘେରାଉ

ପଦ୍ମପୁର,୨୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତର ଉହାଦ ଗ୍ରାମର ଭଗବାନ ନାୟକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କୁ ଗତ ରବିବାର ଉକ୍ତ ଗ୍ରାମର କେତେକ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଭଗବାନ ବିଜେଡିର ସମର୍ଥକ…

ଆଜି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ ତାଲା

ଅନୁଗୋଳ ଅଫିସ/ ବଇଣ୍ଡା/ ଛେଣ୍ଡିପଦା,୨୬।୨(ଡି.ଏନ.ଏ.)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ୨୬ ତାରିଖଠାରୁ ଆରମ୍ଭ ହେବ। ୨୮ ତାରିଖ ଯାଏ ଏହା ଚାଲିବାକୁ ଥିବାବେଳେ ଅନୁଗୋଳ ଜିଲାର ୮ ବ୍ଲକରେ ଉତ୍ସାହ ଦେଖାଦେଇଛି। ଭୋଟ ବାକ୍ସରେ ସିଲ୍‌ ହୋଇ ରହିଥିବା…

ଝିଲ୍ଲି ବେଆଇନ ପଥରଖଣି ମାମଲା ଆବେଦନ ଖାରଜ, ୫ କୋଟି ଜରିମାନା ନିର୍ଦ୍ଦେଶ

ପରଜଙ୍ଗ, ୨୬ ।୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲ୍ଲି ଗ୍ରାମ ନିକଟରେ ଥିବା ବିବାଦୀୟ ପଥରଖଣି ଉତ୍ତୋଳନକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ଏଥିସହ ୫କୋଟି ଟଙ୍କା ଜରିମାନା ତୁରନ୍ତ ଦେବା ଲାଗି ଦେଇଥିବା ପୂର୍ବ…

ଭୋଟ ଗଣତି: ନୟାଗଡ଼ ବ୍ଲକରେ ବିଜେଡି-ଭାଜପା ମଧ୍ୟରେ କଡ଼ା ଟକ୍କର

ନୟାଗଡ଼ ଅଫିସ,୨୬।୨: ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଇତିମଧ୍ୟରେ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଗଣିଆ ବ୍ଲକର ୮ ନମ୍ବନ ଜୋନରେ ଭାଜପା ଆଗୁଆ, ନୟାଗଡ଼ ବ୍ଲକର ୧୬ ନମ୍ବର ଜୋନରେ ବିଜେଡି ଆଗୁଆ, ଓଡ଼ଗାଁ…

ପାଇପ୍‌ରେ ଆସୁଛି ଦୂଷିତ ପାଣି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ

ଢେଙ୍କାନାଳ ଅଫିସ,୨୬ ।୨-ଢେଙ୍କାନାଳ ପୌରାଞ୍ଚଳର ୫ନଂ. ୱାର୍ଡ ଅଧୀନ ଚାନ୍ଦମାରି ସାହିରେ ଶୁକ୍ରବାର ଦୂଷିତ ପାନୀୟ ଜଳଯୋଗାଣକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ରଶ୍ମିତା କୁଅଁରଙ୍କ ନେତୃତ୍ୱରେ ଓ୍ବାର୍ଡର ମହିଳାମାନେ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇ…

ଆସନ୍ନ ପ୍ରସବାଙ୍କୁ ମିଳିଲା ସାହାରା

ବାରିପଦା ଅଫିସ,୨୬ ।୨ ନିରାପଦ ପ୍ରସବ ନିମନ୍ତେ ଅର୍ଥ ସଞ୍ଚୟ ପାଇଁ ଟ୍ରଲି ଟାଣୁଥିବା ଆସନ୍ନ ପ୍ରସବା ଲକ୍ଷ୍ମୀପ୍ରିୟା ଦାସଙ୍କୁ ମିଳିଛି ସାହାରା। ଏ ନେଇ ଧରିତ୍ରୀରେ ‘ଟ୍ରଲି ଟାଣୁଛନ୍ତି ଆସନ୍ନ ପ୍ରସବା’ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?